Tag: picturenews
Breaking : ପୁଲିସ ଟିମ ଉପରେ ମାଓବାଦୀ ଆକ୍ରମଣ: ଦୁଇ ASI ସମେତ ୫...
ରାଞ୍ଚି ୧୪-୬ (ଓଡ଼ିଆ ପୁଅ) ଝାରଖଣ୍ଡର ସରେଇକେଲାର ତିରୁଲଡିହ ଥାନାକ୍ଷେତ୍ରରେ କୁକଡ଼ୁ ସାପ୍ତାହିକ ହାଟରୁ ଫେରୁଥିବା ପୁଲିସ ଟିମ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ ଯେଉଁଥିରେ ପାଞ୍ଚଜଣ ପୁଲିସ ସହୀଦ ହୋଇଛନ୍ତି। ଏମାନଙ୍କ...
ଏବେ ଭାରତୀୟ ଭାଷାରେ ଦେବାକୁ ହେବ ସମସ୍ତ ଟିଭି ସୋ’ ର ଟାଇଟେଲ, କେନ୍ଦ୍ରର...
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସମସ୍ତ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରୀ କରିଛନ୍ତି। ସିରିଏଲର ପ୍ରାରମ୍ଭ କିମ୍ବା ଶେଷରେ ଦିଖା...
ଇଏସଆଇ ଯୋଗଦାନ ହାରକୁ ୬.୫ ରୁ ୪ ପ୍ରତିଶତକୁ କମାଇଲେ ସରକାର
ନୂଆ ଦିଲ୍ଲୀ ୧୩-୬ (ଓଡ଼ିଆ ପୁଅ) ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଇଏସଆଇ ଯୋଜନାରେ ଯୋଗଦାନକୁ ୬.୫% ପ୍ରତିଶତରୁ ୪%କୁ କମାଇ ଦେଇଛନ୍ତି। ନିଯୁକ୍ତିଦାତାଙ୍କ ଯୋଗଦାନକୁ ୪.୭%ରୁ ୩.୨୫%କୁ କମାଇ...
ମହିମା ଧର୍ମ ବାବାର କାରନାମା ନାବାଳିକାକୁ ଯୌନ ନିର୍ଯାତନା, ଗୁରୁବାର କୋର୍ଟ ଚାଲାଣ
ଖଡିଆଳ/ନୂଆପଡା-୧୩.୦୬.୧୯.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ) ଯୁବତୀଙ୍କୁ ଯୌନ ନିର୍ଯାତନା କରିଥିବା ବୁଧବାର ଏକ ନାବାଳିକା ଅଭିଯୋଗ କରିଥିଲା। ଅଭିଯୋଗ କ୍ରମେ ଖଡିଆଳ ପୋଲିସ ବୁଧବାର ଉକ୍ତ ବାବାଙ୍କୁ ଅଟକ ରଖି ପଚାରା ଉଚୁରା...
AN-32 ଦୁର୍ଘଟଣାରେ ଶହୀଦ ହୋଇଥିବା ୧୩ ଯବାନମାନଙ୍କର ମୃତ ଶରୀର ମିଳିଲା
ନୂଆଦିଲ୍ଲୀ ୧୩ ଜୁନ୍ (ଓଡ଼ିଆ ପୁଅ) : ଭାରତୀୟ ବାୟୁସେନାର AN-32 ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଯବାନମାନଙ୍କର ଶୃତ ଶରୀର ମିଳିଛି। ଏଏନ-୩୨ ବିମାନ ଦୁର୍ଘଟଣାରେ ଡ୍ୟୁଟି ସମୟରେ ଶହୀଦ...
ସୁରେଶ ପୂଜାରୀ ଲୋକସଭାରେ ବିଜେପିର ସଚେତକ
ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ତା’ର ସଂସଦୀୟ ଦଳ କାର୍ଯ୍ୟକାରିଣୀର ଗଠନ କରିଛି। ଏତଦ୍ ଅନୁସାରେ ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଲୋକସଭାରେ ବିଜେପିର ଅନ୍ୟତମ...
ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର ପାଇଲେ କ୍ୟାବିନେଟ ପାହ୍ୟା
ସମ୍ବଲପୁର, ୧୨ ଜୁନ୍ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ୍ ନ୍ରିପେନ୍ଦ୍ର ମିଶ୍ର ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ତଥା ସମ୍ବଲପୁରର କୃତୀ ସନ୍ତାନ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ...
ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲକୁ କ୍ୟାବିନେଟ ମଞ୍ଜୁରି
ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ
- ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପିତ ହେବ ବିଲ
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ...
ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି
- ଆଧାରକୁ ଜନଉପଯୋଗୀ କରିବା ଲାଗି ପ୍ରୟାସ
- ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ
- ସ୍ୱେଚ୍ଛାକୃତ ଭାବେ ପ୍ରଦତ ଆଧାର ନମ୍ବରକୁ କେୱାଇସି...
ଅମିତ ଶାହ ପୁଣି ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ (ବିଜେପି) ବୁଧବାରଦିନ ସଂସଦୀୟ ଦଳ କାର୍ଯ୍ୟକାରୀ ସମିତିର ଗଠନ କରିଛି। ପାର୍ଟୀ ଲିଷ୍ଟ ଜାରୀ କରି ସମସ୍ତ ନେତାମାନଙ୍କ ପଦର ସୂଚନା...
କ୍ୟାବିନେଟ୍ ମଞ୍ଜୁରୀ: ଜାମ୍ମୁ କାଶ୍ମୀର, ୬ ମାସ ପାଇଁ ବଢ଼ିଲା ରାଷ୍ଟ୍ରପତି ଶାସନ
ନୂଆଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀର ବର୍ତ୍ତମାନ ବିଧାନସଭା ନିର୍ବାଚନ ହେବାର କୌଣସି ସମ୍ଭାବନା ନଜରକୁ ଆସୁନାହିଁ। ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନର ଅବଧି ପୁନଃ...
ମୋଦୀ କ୍ୟାବିନେଟ୍ ର ବଡ଼ ନିଷ୍ପତି: ତିନି ତଲାକ ବିଲକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟର ବୈଠକରେ ଅନେକ ମୁଖ୍ୟ ନିର୍ଣ୍ଣୟ ନିଆଯାଇଛି। ବୈଠକରେ ନୂଆ ଟ୍ରିପଲ ତଲାକ ବିଲକୁ ମଞ୍ଜୁରୀ...
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ସିଆରପିଏଫ୍ ର ୩ ଜବାନ ଶହୀଦ, ୪ ଆହତ
ଶ୍ରୀନଗର ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍ ର ତିନି ଜଣ ଜବାନ ଶହୀଦ ହୋଇଛନ୍ତି ଏବଂ ଚାରିଜଣ ଆହତ ହୋଇଛନ୍ତି। ପୁଲିସ...
ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କଲେ ଶ୍ରୀ ଅର୍ଜୁନ ମୁଣ୍ଡା
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଆଜି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜନଜାତି କଲ୍ୟାଣ ଯୋଜନା ପାଇଁ ଇ-ଗଭର୍ଣ୍ଣାନ୍ସ ଉପକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର...
ଉତର ପୂର୍ବାଂଚଳରେ ୧୩ହଜାର କୋଟି ଟଙ୍କା ନିବେଶ କରିବ ଜାପାନ
ନୂଆ ଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଜାପାନ ସରକାର ଭାରତର ଉତର-ପୂର୍ବାଂଚଳରେ ବିଭିନ୍ନ ରାଜ୍ୟରେ ବର୍ତମାନ ଜାରି ରହିଥିବା କେତେକ ନୂଆ ପ୍ରକଳ୍ପରେ ୨୦୫.୭୮୪ ବିଲିୟନ ୟେନ ଅର୍ଥାତ ପ୍ରାୟ ୧୩...
World Cup 2019: ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଲା ଭାରତ
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) କ୍ରିକେଟ ୱାର୍ଲ୍ଡ କପରେ ଟିମ ଇଣ୍ଡିଆ ନିଜର ଦ୍ୱିତୀୟ ବିଜୟ ଲାଭ କରିଛି। ଭାରତ କେନିଙ୍ଗଟନ ଓଭାଲ ପଡ଼ିଆରେ ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇଛି। ଭାରତ...
ନିଜ ସର୍ଭିସ ରାଇଫଲରୁ ଗୁଳି କରି ଜବାନଙ୍କ ଆତ୍ମହତ୍ୟା
ସମ୍ବଲପୁର, ୯/୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା କିସିଂଡ଼ା ପୋଲିସ ଥାନାରେ ଥିବା ଓଏସଏପି ବ୍ୟାରେକରେ ଆଜି ଅମୀର କୁମାର ସାହୁ (୩୭) ନାମକ ଜଣେ ଜବାନ ନିଜ ସାର୍ଭିସ ଇନସାସ ରାଇଫଲରୁ...
ମୁଲାୟାମ ସିଂହ ଯାଦବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ମୁଲାୟାମ ସିଂହ ହାଇପର ଗ୍ଲାଇସିମିୟା (ହାଈପର ଟେନ୍ସନ) ଏବଂ ହାଇପର ଡାଇଭେଟିକ୍ ର ସମସ୍ୟାରେ ପୀଡ଼ିତ ଅଛନ୍ତି। ବର୍ତ୍ତମାନ ତାଙ୍କୁ ଲୋହିୟା ଇନ୍ଷ୍ଟିଚ୍ୟୁଟ୍ ର ସେକେଣ୍ଡ...
ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ
ବିଲିଗୁଡ଼ା ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତ୍ରଗତ କ.ନୂଆ ଗାଁ ବ୍ଲକ ଅଧିନସ୍ଥ ସାରଙ୍ଗ ଗଡ଼ ଥାନା ପାତ୍ତାଙ୍ଗୀ ପଞ୍ଚାୟତର ପଦା ସାହିରେ...
World Cup Cricket : ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ୍ ଟକ୍କର : ଅଷ୍ଟ୍ରେଲିଆ ଆଗରେ ୩୫୩...
ICC କ୍ରିକେଟ ୱାର୍ଲ୍ଡ କପରେ କେନିଂଗ୍ଟନ ଓଭାାଲ ଖେଳ ପଡ଼ିଆରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳୁଛି। ଏହି ମ୍ୟାଚରେ ଟସ ଟିମ ଇଣ୍ଡିଆ ଜିତି ପ୍ରଥମେ ବ୍ୟାଟିଂ କରିବା...






