Home ଓଡ଼ିଶା ଅମିତ ଶାହ ପୁଣି ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ଅମିତ ଶାହ ପୁଣି ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

1129

ନୂଆଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାର୍ଟୀ (ବିଜେପି) ବୁଧବାରଦିନ ସଂସଦୀୟ ଦଳ କାର୍ଯ୍ୟକାରୀ ସମିତିର ଗଠନ କରିଛି। ପାର୍ଟୀ ଲିଷ୍ଟ ଜାରୀ କରି ସମସ୍ତ ନେତାମାନଙ୍କ ପଦର ସୂଚନା ଦେଇଛି। ଯେଉଁଥିରେ ପୁଣି ଥରେ ପାର୍ଟୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଭରଷା କରି କ୍ରମାଗତଭାବେ ତୃତୀୟ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି। ଅପର ପକ୍ଷରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତା ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଉପନେତା ବନାଯାଇଛି। ତେବେ କେଉଁ ନେତାଙ୍କୁ କେଉଁ ପଦ ମିଳିଛି।

ଭାଜପା ସଂସଦୀୟ ଦଳ କାର୍ଯ୍ୟକାରୀ ସମିତି
ସଂସଦୀୟ ଦଳର ନେତା- ନରେନ୍ଦ୍ର ମୋଦୀ
ରାଷ୍ଟ୍ରୀୟ ଅଧ୍ୟକ୍ଷ- ଅମିତ ଶାହ
ଲୋକସଭାରେ ପାର୍ଟୀର ଉପନେତା- ରାଜନାଥ ସିଂହ
ରାଜ୍ୟସଭାରେ ପାର୍ଟୀର ନେତା- ଥାବର ଚନ୍ଦ ଗହଲୋତ
ରାଜ୍ୟସଭାରେ ପାର୍ଟୀର ଉପନେତା- ପୀୟୁଷ ଗୋୟଲ
ସରକାରୀ ଚିଫ ହ୍ୱିପ- ପ୍ରହଲାଦ ଜୋଶୀ
ସରକାରୀ ଉପ ଚିଫ ହ୍ୱିପ- ଅର୍ଜୁନ ରାମ ମେଘୱାଲ
ପାର୍ଟୀ ଚିଫ ହ୍ୱିପ- ଲୋକସଭା- ଡ। ସଂଜୟ ଜାୟସୱାଲ
ପାର୍ଟୀ ଚିଫ ହ୍ୱିପ- ରାଜ୍ୟସଭା- ଭୂପେଂଦ୍ର ଯାଦବ
କୋଷାଧ୍ୟକ୍ଷ- ଗୋପାଲ ଶେଟ୍ଟୀ
ହ୍ୱିପ ଲୋକସଭା : ପ୍ରତିମା ଭୌମିକ, ସୁନୀଲ ସିଂହ, ପ୍ରବେଶ ବର୍ମା, କିରୀଟ ଭାଇ ସୋଲଂକୀ, ଜୁଗଲ କିଶୋର ଶର୍ମା, ନଲିନ କୁମାର କଟୀଲ, ସୁଧୀର ଗୁପ୍ତା, ସନ୍ତୋଷ ପାଣ୍ଡେୟ, କପିଲ ମୋରେଶ୍ଵର ପାଟିଲ, ସୁରେଶ ପୁଜାରୀ, କନକମଲ କଟାରା, ଅଜୟ ମିଶ୍ର, ଭାନୁ ପ୍ରତାପ ସିଂହ ବର୍ମା, ପଂକଜ ଚୌଧରୀ, ଖଗେନ ମୁର୍ମୁ, ରଞ୍ଜନବେନ ଭଟ୍ଟ, ଶୋଭା କଲନ୍ଦରାଜେ, ଲକେଟ ଚାଟାର୍ଜୀ।

ହ୍ୱିପ ରାଜ୍ୟସଭା
ଅମର ଶଙ୍କର ସାବଲେ, ଶମଶେର ସିଂହ ମନହାସ, ଶ୍ଵେତ ମଲିକ, ଚୁନ୍ନୀବାଈ ଗୋହେଲ, ଅଜୟ ପ୍ରତାପ ସିଂହ, ଡ. ଅଶୋକ ବାଜପେୟୀ

ବିଶେଷ ଆମନ୍ତ୍ରିତ- ଲୋକସଭା

ନିତିନ ଗଡକରୀ
ରବିଶଙ୍କର ପ୍ରସାଦ
ଅର୍ଜୁନ ମୁଂଡା
ନରେନ୍ଦ୍ର ସିଂହ ତୋମର
ସ୍ମୃତି ଈରାନୀ
ଜୁଏଲ ଓରାମ

ବିଶେଷ ଆମଂତ୍ରିତ- ରାଜ୍ୟସଭା
ଜେପୀ ନଡ୍ଡା
ଓମ ପ୍ରକାଶ ମାଥୁର
ନିର୍ମଲା ସୀତାରମଣ
ଧର୍ମେନ୍ଦ୍ର ପ୍ରଧାନ
ପ୍ରକାଶ ଜାବଡେକର
ଭାଜପା ସଂସଦୀୟ ଦଳ କାର୍ଯ୍ୟାଳୟ ପ୍ରଭାରୀ- କୈଲାଶ ବିଜୟବର୍ଗୀୟ
ଭାଜପା ସଂସଦୀୟ ଦଳ କାର୍ଯ୍ୟାଳୟ ସଚିବ- ବାଲାସୁବ୍ରମଣ୍ୟମ କାମାର୍ସୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.