Tag: picturenews
ଯୋଗର ପ୍ରୋତ୍ସାହନ ଏବଂ ବିକାଶ ଦିଗରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୧୯ ଘୋଷଣା
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଗୁଜରାଟ ଲାଇଫ ମିଶନର ସ୍ୱାମୀ ରାଜଶ୍ରୀ ମୁନି, ଇଟାଲୀର ମିସ୍ ଆଂଟୋନିଟ୍ଟା ରୋଜି, ମୁଙ୍ଗେରର ବିହାର ଯୋଗ ସ୍କୁଲ, ଜାପାନର ଜାପାନ ଯୋଗ ନିକେତନ ପାଇବେ...
ଏଏନ-୩୨ ଦୁର୍ଘଟଣା : ଜୋରହାଟକୁ ନିଆଗଲା ମରଶରୀର
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ଜୁନ ୩, ୨୦୧୯ରେ ଆସାମର ଜୋରହାଟ ବାୟୁସେନା ବିମାନ ଘାଟିରୁ ଭାରତୀୟ ବାୟୁସେନାର ଏଏନ-୩୨ ବିମାନ ଉଡ଼ାଣ ଆରମ୍ଭ କରି ନିଖୋଜ ହୋଇଯାଇଥିଲା। ଏହି ବିମାନରେ...
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?
ଭୁବନେଶ୍ୱର:ବୁଧବାର ଦିନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଓଡ଼ିଶାର ଏକ ବୈଠକ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ରାଜ୍ୟ ବିଜେପି...
ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ
ଭୁବନେଶ୍ୱର:ମିସ୍ ଟିନ୍ ୱାର୍ଲଡ଼ର ବିଜେତା ହୋଇଛନ୍ତି ଜଣେ ଭାରତୀୟ କିଶୋରୀ।ମୁମ୍ବାଇର ସୁଶ୍ମିତା ସିଂ ୨୦୧୯ର ବିଶ୍ୱ ମିସ୍ ଟିନ୍ ସୁନ୍ଦରୀ ଉପାଧି ପାଇଛନ୍ତି।ଆମେରିକାର ଏଲ ସାଲବାଡୋରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁଶ୍ମିତା ଜଣେ...
ଚନ୍ଦ୍ରବାବୁଙ୍କର ୪ ସାଂସଦ TDP ଛାଡ଼ି ବିଜେପିରେ ହେଲେ ସାମିଲ
ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତେଲଗୁ ଦେଶମ ପାର୍ଟୀର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ପାର୍ଟିର ଚାରିଜଣ...
ଗଭୀର ଖାଲକୁ ଖସି ପଡ଼ିଲା ବସ, ୨୦ ଜଣଙ୍କର ମୃତ୍ୟୁ
ହିମାଞ୍ଚଳ ପ୍ରଦେଶର କୁଲ୍ଲୁ ବଡ଼ ବସ୍ ଦୁର୍ଘଟଣା
କୁଲ୍ଲୁ ୨୦-୬ (ଓଡ଼ିଆ ପୁଅ) ହିମାଞ୍ଚଳ ପ୍ରଦେଶର କୁଲ୍ଲୂ ରେ ଏକ ବଡ଼ ବସ୍ ଦୁର୍ଘଟଣା ହୋଇଯାଇଛି। ଏଠାରେ ଏକ ବସ ଖାଲକୁ ଖସି ପଡ଼ିଛି,...
ହାଜତ ମୃତ୍ୟୁ ମାମଲାରେ ବରଖାସ୍ତ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ
ଗାନ୍ଧୀନଗର ୨୦-୬ (ଓଡ଼ିଆ ପୁଅ) ଗୁଜରାତରେ ସୌରାଷ୍ଟ୍ରର ଜାମନଗରର ଅଦାଲତ ପ୍ରାୟ ତିନି ଦଶକ ପୂର୍ବରୁ ହାଜତ ମୃତ୍ୟୁ ମାମଲାରେ ଆଇପିଏସ୍ ଅଧିକାରୀ ସଞ୍ଜିବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ତାଙ୍କର ବର୍ତ୍ତମାନ...
ରଥଯାତ୍ରାରେ ମହିପୁରକୁ ଚାଲିବ ଟ୍ରେନ!
ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ରଥଯାତ୍ରାରୁ ମହିପୁରକୁ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଜରୁରିକାଳୀନ ଭିତ୍ତିରେ ଟ୍ରେନଲାଇନ୍ କାମ ଆଗେଇ ଚାଲିଛି। ନୟାଗଡ଼ ଟାଉନ ଷ୍ଟେସନରୁ ମହିପୁରକୁ...
୨୬ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ
ଭୁବନେଶ୍ୱର ୨୦-୬ (ଓଡ଼ିଆ ପୁଅ) ପାଗ ବଦଳୁଛି। ନିଷ୍ପତ୍ତି ବଦଳୁଛି। ଜୁନ୍ ୨୬ରେ ନୁହେଁ, ଆସନ୍ତାକାଲି ଖୋଲିବ ସମସ୍ତ ସ୍କୁଲ। ପାଗରେ ପରିବର୍ତ୍ତନ ଯୋଗୁଁ ନିଷ୍ପତ୍ତି ବଦଳାଇଛନ୍ତି ସରକାର। ଏ ବିଷୟରେ ଆଜି...
AN-32 ବିମାନରେ ଯାତ୍ରା କରୁଥିବା ୧୩ ଯବାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର...
ନୂଆଦିଲ୍ଲୀ ୨୦ ଜୁନ୍ (ଓଡ଼ିଆ ପୁଅ) : ଭାରତୀୟ ବାୟୁସେନାର AN-32 ବିମାନରେ ଯାତ୍ରା କରୁଥିବା ସମସ୍ତ ୧୩ ଯବାନମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ ଶରୀର ମିଳି ଥିବା ବେଳେ ୭...
ସ୍ତ୍ରୀ ହତ୍ୟା କଲା ନିଜ ସ୍ୱାମୀକୁ, ପରିବାରର ଗୁରୁତର ଅଭିଯୋଗ
ଟିଟିଲାଗଡ଼ ୨୦-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗ୍ରାମ ନିକଟରେ ଘଣ୍ଟ ବାହାଲି ଗ୍ରାମର ରାଜେନ୍ଦ୍ର ଛାତର ନାମକ ଜଣେ ଯୁବକଙ୍କୁ ହତ୍ୟା କରିଦେଇ ଥିବା ଅଭିଯୋଗ ହେଉଛି।...
ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର...
ରୁଷର ଉପ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୯ (ଓଡ଼ିଆ ପୁଅ) – ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ...
ବଲାଙ୍ଗୀର ଜିଲ୍ଲାରେ ନିଶା ସିରଫ କାରବାର ପୁନଃ ଆରମ୍ଭ ନେଇ କାର୍ଯ୍ୟନୁଷ୍ଠାନ ଦାବୀ
ବଲାଙ୍ଗୀର ୨୦-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ନିଶା କଫସିରଫ କାରବାର ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲାଉ ଥିବା ସାନ ନେଗି ଓ ତାର ମୁଖ୍ୟ ସହଯୋଗୀ ପ୍ରଶାନ୍ତ ଖେତୀ ଦୁଇ...
ନୂଆପଡ଼ା – ଭାଲୁ ଆକ୍ରମଣରେ ଜଣେ ଗୁରୁତର
ନୂଆପଡ଼ା- ୨୦/୦୬-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)-ନୂଆପଡା ଜିଲ୍ଲା କୋମନା ବ୍ଲକ ବିଶିବାହାଲ ଜଙ୍ଗଳ ଆଡେ ଆଜି ଭୋର ସମୟରେ ଶୌଚ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆହତ ଜଣକ...
ସମାଜବାଦୀ ପାର୍ଟୀର ନେତାଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ
ବିଜାପୁର ୧୯-୬ (ଓଡ଼ିଆ ପୁଅ) ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ସମାଜବାଦୀ ପାର୍ଟୀର ଜଣେ ନେତାଙ୍କୁ ହତ୍ୟା କରିଥିବା ସୂଚନା ମିଲିଛି। ଖବର ମୁତାବକ ନକ୍ସଲ ପ୍ରଥମେ ନେତାଙ୍କୁ ଅପହରଣ କରାଯାଇଥିଲା। କିନ୍ତୁ...
ବିଜେପି ସାଂସଦ ଓମ ବିରଲା ଲୋକସଭାର ୧୭ ତମ ବାଚସ୍ପତି ନିର୍ବାଚିତ
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀ ଲୋକସଭା ସାଂସଦ ଓମ ବିରଲା ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁମତରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ସେ...
ନୃତ୍ୟ ଆଧାରିତ ରିଅଲିଟି ସୋ ରେ ଶିଶୁମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନେଇ ସମସ୍ତ ଘରୋଇ...
ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ
- ନୃତ୍ୟ ଆଧାରିତ ରିଅଲିଟି ସୋ ରେ ଶିଶୁମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ନେଇ ସମସ୍ତ ଘରୋଇ ସାଟେଲାଇଟ ଟେଲିଭିଜନ ଚ୍ୟାନେଲଙ୍କୁ ପରାମର୍ଶ
-...
ବାହନ ଚାଳକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଉଚ୍ଛେଦ
- ଏହି ପଦକ୍ଷେପ ଦ୍ୱାରା ଆର୍ଥିକ ଅନଗ୍ରସର ଅଂଚଳର ଦକ୍ଷ ଚାଳକ ହେବେ ଲାଭାନ୍ୱିତ
- ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଚାଳକଙ୍କ ଧନ୍ଦାମୂଳକ ତାଲିମ ଏବଂ କଡ଼ା ଦକ୍ଷତା ପରୀକ୍ଷଣ ଉପରେ...
ଚୀନରେ ଭୂକମ୍ପ: ୧୨ ମୃତ, ୧୦୦ ରୁ ଅଧିକ ଆହତ
ନୂଆ ଦିଲ୍ଲୀ ୧୮-୬ (ଓଡ଼ିଆ ପୁଅ) ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଏବଂ ମଙ୍ଗଳବାର ସକାଳେ ଆସିଥିବା ଭୂକଂପର ଦୁଇଟି ଶକ୍ତିଶାଳୀ ଝଟକାରେ ଅତିକମରେ ୧୨ ଜଣଲୋକଙ୍କର ମୃତ୍ୟୁ ହୋଇଛି ଏବଂ...
ଡୋପ୍ ଟେଷ୍ଟ୍ରେ ଫେଲ୍; କେ.ରବିକୁମାର ନିଲମ୍ବିତ
ବ୍ରହ୍ମପୁର: ୧୮/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଅର୍ଜୁନ ଆୱାର୍ଡରେ ସମ୍ମାନୀତ, ଓଡ଼ିଶାର ତାରକା ଭାରୋତ୍ତୋଳକ, ୨୦୧୦ ଦିଲ୍ଲୀରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ତଥା ଅଲିମ୍ପିଆନ୍ କେ.ରବିକୁମାର ଡୋପ୍ ଟେଷ୍ଟରେ...







