Home ଓଡ଼ିଶା ବିଜେପି ସାଂସଦ ଓମ ବିରଲା ଲୋକସଭାର ୧୭ ତମ ବାଚସ୍ପତି ନିର୍ବାଚିତ

ବିଜେପି ସାଂସଦ ଓମ ବିରଲା ଲୋକସଭାର ୧୭ ତମ ବାଚସ୍ପତି ନିର୍ବାଚିତ

471

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀ ଲୋକସଭା ସାଂସଦ ଓମ ବିରଲା ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି। ସେ ବହୁମତରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିରଲାର ନାମାଙ୍କନ ପାଇଁ ପ୍ରସ୍ତାବ ଦେଇଥିଲେ। ଓମ ବିରଲା ରାଜସ୍ଥାନରୁ ଭାରତୀୟ ଜନତା ପାର୍ଟି ସାଂସଦ ଅଟନ୍ତି।

ଓମ ବିରଲା ରାଜସ୍ଥାନର କୋଟା ଲୋକସଭା କ୍ଷେତ୍ରରୁ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ବିରଲା ୬ ବର୍ଷ ପାଇଁ ଭାରତୀୟ ଜନତା ପାର୍ଟୀ ଯୁବ ମୋର୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.