Home ଅନୁଗୁଳ ଖଣିରୁ ମିଳିଲା ଖଣ୍ଡିଆ ହାତ

ଖଣିରୁ ମିଳିଲା ଖଣ୍ଡିଆ ହାତ

247

ତାଳଚେର, ୨୭ା୭, (ଓଡ଼ିଆପୁଅ/ପଙ୍କଜିନୀ ନାୟକ): ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆଜି ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଖଣିରୁ ଜଣେ ଶ୍ରମିକଙ୍କର ଖଣ୍ଡିଆ ହାତ ମିଳିଛି।

ଏହାକୁ ମିଶାଇ କୋଇଲା ଖଣି ଦୁର୍ଘଟଣାରେ ମୋଟ ୩ ଶ୍ରମିକଙ୍କ ମୃତଦେହ ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରିଛନ୍ତି।

ଅନ୍ୟପଟେ କୋଇଲା ଖଣି ଶ୍ରମିକଙ୍କ ସୁରକ୍ଷା ଦାବିରେ ଆଜି ବି ବିଜେପି ଧାରଣା ଦେଇଛି ଏବଂ ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.