Tag: picturenews
ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କରିବ ସିବିଏସଇ – ଆଜି ସନ୍ଧ୍ୟା...
ନୂଆଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବିଷୟରେ ଏକ ବଡ଼ ଘୋଷଣା ହୋଇଛି। ୧ ରୁ ୧୫ ଜୁଲାଇ ମଧ୍ୟରେ ହେବାକୁ ଥିବା ଦଶମ ଏବଂ...
ଆଜି ସକାଳେ ୨୪ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ପୁଣି ୫ ଶ୍ରମିକ ମୃତ...
ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ସାଗର ନିକଟରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ୧୫ ଜଣ ଆହତ ହୋଇଛନ୍ତି।...
ଅବପାତର ରୂପ ନେଲା ଦକ୍ଷଣିପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ – ସନ୍ଧ୍ୟାରେ ନେବ ବାତ୍ୟାର...
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଅବପାତର ରୂପ ନେଇଛି ଦକ୍ଷଣିପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଏହା ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ବାତ୍ୟାର ରୂପ ଧାରଣ କରିବ ବୋଲି ଜଣାପଡ଼ିଛି। ତେବେ ପରବର୍ତ୍ତୀ ୨୪ଘଣ୍ଟା...
ରାଜ୍ୟରେ ପୁଣି ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ...
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ନୂଆ ୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...
ପୁରୀଜିଲ୍ଲାରେ ଆଉ ୧୦ କରୋନା ପଜେଟିଭ୍ ଚିହ୍ନଟ
ପୁରୀ, ୧୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀଜିଲ୍ଲାରେ ପୂର୍ବରୁ ୪ଟି କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ପୁରୀଜିଲ୍ଲାରେ...
ସଡ଼କ ଦୁର୍ଘଟଣା – ୨୩ ପ୍ରବାସୀ ଶ୍ରମିକ ମୃତ – ଅନେକ ଆହତ –...
ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଆରୁଆର ଜାତୀୟ ରାଜପଥରେ ଏକ ଟ୍ରକ ଏକ ଅନ୍ୟ ଏକ ଟ୍ରକ ସହ ଧକ୍କାହେବା ଫଳରେ ୨୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୩୦...
ଭାରତକୁ କୋଭିଡ -୧୯ ସହ ଲଢ଼ିବା ପାଇଁ ଭେଣ୍ଟିଲେଟର ଦାନ କରିବ ଆମେରୀକା –...
ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଟ୍ୱିଟ କରି କହିଛନ୍ତି ଯେ କୋଭିଡ -୧୯ ମହାମାରୀ ସହ ଲଢ଼ିବାପାଇଁ ଆମେରିକା ଭାରତକୁ ଭେଣ୍ଟିଲେଟର ଦାନ କରିବ।
ଆମେରିକାର...
କରୋନା – ବ୍ରହ୍ମପୁର ବଡ଼ବଜାର ନିକଟ ଶଙ୍କରପୁର ସାହିକୁ ସିଲ୍ କଲା ବ୍ରହ୍ମପୁର ମ୍ୟୁନିସିପାଲ...
ବ୍ରହ୍ମପୁର ୧୫-୫ (ଓଡ଼ିଆ ପୁଅ/କିଶୋର କୁମାର ସାହୁ) ବ୍ରହ୍ମପୁର ସହରରେ ପ୍ରଥମଥରପାଇଁ ଗୋଟିଏ ସାହିକୁ ସିଲ୍ କରାଯାଇଛି। ବଡ଼ବଜାରର ଅଧିନସ୍ଥ ଶଙ୍କରପୁର ଷ୍ଟ୍ରିଟ୍କୁ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ସିଲ୍ କରାଯାଇଛି।...
ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍ ହେବେ – ଗଣଶିକ୍ଷା...
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ତଥା ଦେଶରେ କରୋନା ବାଇରସ୍ କାରଣରୁ ଚାଲିଛି ଲକ୍ଡାଉନ୍। ଶିକ୍ଷାକେନ୍ଦ୍ରଗୁଡ଼ିକ ଲକ୍ଡାଉନ୍ କରାଣରୁ ଖୋଲାଯାଇପାରୁନାହିଁ। ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ। ଏହାକୁ ଦୃଷ୍ଟିରେ...
ମତ୍ସ୍ୟଜୀବୀମାନଙ୍କ ପାଇଁ ୨୦ହଜାର କୋଟିର ଯୋଜନା ଘୋଷଣା – ୫୫ ଲକ୍ଷ ବ୍ୟକ୍ତିଙ୍କ ରୋଜଗାର...
ନୂଆଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) : ଶୁକ୍ରବାର ଦିନ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ପାଇଁ ୨୦, ୦୦୦ କୋଟି ଟଙ୍କା ଆବଣ୍ଟନ କରିଛି।...
କୃଷି ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି ଟଙ୍କା – କେନ୍ଦ୍ର ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) : ଆର୍ଥିକ ପ୍ୟାକେଜରେ କୃଷକ ଏବଂ ଗ୍ରାମୀଣ ଭାରତକୁ ଦିଆଯାଇଥିବା ରିଲିଫ ବିଷୟରେ ଅର୍ଥମନ୍ତ୍ରୀ ଆଜି ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୃଷିର...
ଓଡ଼ିଶାର ତିନୋଟି ଜିଲ୍ଲାରେ ଅର୍ଦ୍ଧାଧିକ କରୋନା ଆକ୍ରାନ୍ତ – ବାଲେଶ୍ୱରରେ ଶତାଧିକ
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଗଞ୍ଜାମ ଜିଲ୍ଲା ସର୍ବୋଚ୍ଚରେ ଥିବା ବେଳେ ବାଲେଶ୍ୱର ଜିଲ୍ଲା ଏବେ ଯାଜପୁରକୁ ପଛରେ ପକାଇ ଦେଇଛି। ଏହା ପରେ...
ମୋବାଇଲ୍ ବିଜି ରହିବାରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଯାଇ ସ୍ତ୍ରୀର ହାତ କାଟିଦେଲା ସ୍ୱାମୀ
ଭୁବନେଶ୍ୱର: ଛତିଶଗଡ଼ ଯଶପୁର ଜିଲ୍ଲା ଅନ୍ତର୍ଗତ ବଗିଚା ଷ୍ଟେସନ ଅଞ୍ଚଳରେ କରୋନା ସନ୍ଦିଗ୍ଧଙ୍କ ପାଇଁ କ୍ୱାରାଣ୍ଟିନ୍ ସେଣ୍ଟରରେ ଏକ ଦୁଃଖଦାୟକ ମାମଲା ସାମ୍ନାକୁ ଆସିଛି। କ୍ୱାରେଣ୍ଟାଇନ୍ କେନ୍ଦ୍ର ଛାତ ଡେଇଁ ଜଣେ କରୋନା...
ଦିଲ୍ଲୀରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଦିଲ୍ଲୀ ଏନ୍ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୧୧ ଟା ୩୮ ମିନିଟ୍ ସମୟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୨.୨ ଥିଲା...
ଭାରତର ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ବିଶ୍ୱବ୍ୟାଙ୍କରୁ ୧ ବିଲିୟନ ଡଲାରର ଆର୍ଥିକ...
ୱାଶିଂଟନ୍ ଡିସି/ନୂଆ ଦିଲ୍ଲୀ ୧୫-୫ (ଓଡ଼ିଆ ପୁଅ) ଗରିବ ଏବଂ ଅଣସଂଗଠିତ ଶ୍ରମିକଙ୍କୁ ସାମାଜିକ ସହାୟତା ଯୋଗାଇବାରେ ଭାରତର ପ୍ରୟାସକୁ ସମର୍ଥନ କରିବା ପାଇଁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଜି ଏକ...
ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଁଞ୍ଚିଛି। ଏନେଇ...
ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ମୋଦି ସରକାରଙ୍କ ପଦକ୍ଷେପ ଗରିବଙ୍କ ପ୍ରତି ଥିବା...
- ୨.୫ କୋଟି - ଷୀଙ୍କୁ ଲୋନ ଦିଆଯିବାର ବ୍ୟବସ୍ଥା ଦେଶର ଅନ୍ନଦାତାଙ୍କୁ ସଶକ୍ତ କରିବ
- ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ
- ପ୍ରବାସୀ...
ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ...
- ଦୁଇ ମାସ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ
- ଏକ ରାଷ୍ଟ୍ର ଓ ଏକ ରାସନ କାର୍ଡ- ମାର୍ଚ୍ଚ ୨୦୨୧ ସୁଦ୍ଧା ଭାରତର ଯେକୌଣସି ପିଡିଏସ କେନ୍ଦ୍ରରୁ ପ୍ରବାସୀଙ୍କୁ ପିଡିଏସ ରାସନ...
ପରଲୋକରେ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ପରଲୋକ ଗମନ କରିଛନ୍ତି। ସେ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ...
ଶ୍ରମିକ, କୃଷକ ଏବଂ ଉଠାଦୋକାନୀ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା...
ନୂଆଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) କ୍ରମାଗତଭାବେ ଦ୍ୱିତୀୟ ଦିନ ଅର୍ଥାତ୍ ଗୁରୁବାର ଦିନ କେନ୍ଦ୍ର ସରକାର ଘୋଷଣା କରିଥିବା ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ୍ ବ୍ୟବହାର ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା...












