Home Tags Bhadrak News

Tag: Bhadrak News

ବରିଷ୍ଠ ଅଧିବକ୍ତା ଦୁର୍ଗା ରାୟମହାପାତ୍ରଙ୍କ ବିୟୋଗ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କୋର୍ଟର ବରିଷ୍ଠ ଅଧିବକ୍ତା, ବର୍ତମାନ ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟର ସରକାରୀ ଓକିଲ ତଥା ସମାଜସେବୀ ଦୁର୍ଗା ପ୍ରସନ୍ନ ରାୟମହାପାତ୍ରଙ୍କ...

ପାଇଥିବା ଟଙ୍କା ଭର୍ତି ବ୍ୟାଗ୍‌କୁ ଫେରାଇଲେ ଶମ୍ଭୁନାଥ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପା ଅଂଚଳର ଜଣେ ଯୁବକ ନିଜର ନିର୍ମାଣ ହେଉଥିବା ଘର ନିକଟରୁ ଏକ ବ୍ୟାଗରେ ଥିବା ୧୨ ହଜାର ପାଇ...

ଭଦ୍ରକ ଇଣ୍ଡସଇଣ୍ଡ ବ୍ୟାଙ୍କରେ ଜାଲିଆତି ଅଭିଯୋଗ, ଜମାକାରୀଙ୍କ ଆକାଉଂଟରୁ ୯ ଲକ୍ଷ ଗାଏବ

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଇଣ୍ଡସଇଣ୍ଡ ବ୍ୟାଙ୍କରେ ଜାଲିଆତି ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଜାଲିଆତିରେ ଜଣେ ଗ୍ରାହକଙ୍କ ସ୍ଥାୟୀ...

କବି ପ୍ରଭାତନଳିନୀଙ୍କ ସ୍ମୃତି ସଭା

0
ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଡ. ପ୍ରଭାତନଳିନୀ ମହାପାତ୍ର ଏକାଧାରରେ ଜଣେ ଶିକ୍ଷାବିତ୍‌, କବି, ଗେବଷକ, ଆଧ୍ୟାତ୍ମ୍ୟବାଦୀ ତଥା ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିତ୍ୱ ଥେôଲ। ସ୍ଥାନୀୟ...

ଚାନ୍ଦବାଲି ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ମିଳିତ ଜନ ଶୁଣାଣି ଶିବିର

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ...

ଫେଲୋସିପ୍ ସଭାଗୃହରେ ଇଂଟରସିପ୍ ପ୍ରୋଗ୍ରାମ ଉଦ୍‌ଘାଟିତ

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଫେଲୋସିପ୍ ସଭାଗୃହରେ ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଇଂଟରସିପ୍ ପ୍ରୋଗ୍ରାମ ୧୫ ଦିନ ପାଇଁ...

ଗାନ୍ଧୀ ବାଳାଶ୍ରମରେ ଗୋପବନ୍ଧୁ ଚୌଧୁରୀଙ୍କ ଜୟନ୍ତୀ ପାଳିତ

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ. ସର୍ବୋଦୟ ସଂଗଠକ ଗୋପବନ୍ଧୁ ଚୌଧୁରୀଙ୍କର ୧୩୧ତମ ଜୟନ୍ତୀ ଗାନ୍ଧୀ ବାଳାଶ୍ରମ ଓ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ...

ଆଖଣ୍ଡଳମଣି ପୀଠରେ ସୋମନାଥ ମନ୍ଦିର ସ୍ୱାଭିମାନ ପର୍ବ ପାଳନ

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋମବାର ଗୁଜୁରାଟସ୍ଥିତ ପ୍ରଭୁ ସୋମନାଥ ମନ୍ଦିରର ସ୍ୱାଭିମାନ ପର୍ବ ଓ ରୁଦ୍ରାଭିଷେକ, ପୂଜାପାଠ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପାଳନ କରାଯାଇଥିବା...

ବିଧାୟକ ହାତ ପାଣ୍ଠିରୁ ଶତପ୍ରତିଶତ ଖର୍ଚ୍ଚ କରି ରେକର୍ଡ କରି ଚର୍ଚ୍ଚାରେ ଭଦ୍ରକ ବିଧାୟକ...

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୨୦୨୪-୨୫ ଆର୍ôଥକ ବର୍ଷରେ ଭଦ୍ରକ ଜିଲ୍ଲାର ୫ ଜଣ ବିଧାୟକଙ୍କ ମଧ୍ୟରେ ପ୍ରଥମଥର ପାଇଁ ରାଜନୀତିରେ ପାଦ ଥାପିଥିବା ଭଦ୍ରକ...

ଧାମନଗରରେ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା, ପ୍ରଶାସନ ନିଦ୍ରାରେ, ଜନଜୀବନ ଅସ୍ତବ୍ୟସ୍ତ

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସହର ଓ ଏହାର ଆଖପାଖ ଅଂଚଳରେ ଟ୍ରାଫିକ ବ୍ୟବସ୍ଥା ଏବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବଜାରରେ ଅସମ୍ଭାଳ...

ଭଦ୍ରକ ବୈଦ୍ୟୁତିକ ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ ଧାରଣା

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଛଟେଇକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଠିକା କର୍ମଚାରୀ। ଆଜି ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଦେଇଛନ୍ତି। ଭଦ୍ରକ...

ଚାନ୍ଦବାଲି ସବ-ଟ୍ରେଜେରୀରେ ୮ କୋଟିର ମହାଦୁର୍ନୀତି, ଭିଜିଲାନ୍ସ ଜାଲରେ ପୂର୍ବତନ ସିନିୟର ଆସିଷ୍ଟାଂଟଙ୍କ ସହ...

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଭିଜିଲାନ୍ସ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସ୍ ର ପୂର୍ବତନ ବରିଷ୍ଠ ସହାୟକ ସନ୍ତୋଷ କୁମାର ପଣ୍ଡାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି।ଏଥିସହିତ...

ବାଙ୍ଗାଲୋରରେ ଯୁବକଙ୍କୁ ହତ୍ୟା, ଶବ ଆଣିବା ପାଇଁ ଜିଲାପାଳଙ୍କୁ ଭେଟିଲେ ବାପା

0
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଙ୍ଗାଲୋରରେ ଦୁଇବର୍ଷ ଧରି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିବା ନାୟକାଣୀଡିହି ଥାନା ଅଂଚଳର ଖେଡୁଆଳପୁର ଗ୍ରାମର ଜଣେ ଯୁବକ ଆକ୍ରମଣର...

ପାରିଶ୍ରମିକ ନପାଇ, ଥାନା ରେ ଯାତ୍ରା କଳାକାର

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ଦିନ ଯାତ୍ରା ପାର୍ଟି ରେ କାମ କରି ମଧ୍ୟ ମିଳିଲା ନାହିଁ ଦରମା , ପରିଚାଳକ ଟଙ୍କା ନ ଦେଇ...

ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାତି ପ୍ରାୟ ୯ ଟା ସମୟରେ ମୁଣ୍ଡରେ ବନ୍ଧୁକ ଲଗାଇ ଗାଁ ବାହାର ରାସ୍ତାପାଶ୍ୱର୍ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ...

୪ ବର୍ଷର ଝିଅକୁ ୧୫ ହଜାରରେ ବିକ୍ରି କରିଦେଲେ ପିତା-ମାତା

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତି । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା...

ସିପିଆଇ(ଏମ) ନେତା ଚକ୍ରଧର ଦାସଙ୍କ ସ୍ମୃତି ଚାରଣ ସଭା

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସିପିଆଇ(ଏମ) ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା, ଘେଂଟଶ୍ୱର ଓ ଚାନ୍ଦବାଲି ଅଂଚଳର ବହୁ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା...

ଧାମନଗରରେ ଜିଲ୍ଲା ଓ ବ୍ଲକ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ, କାର୍ଯ୍ୟର ମାନ ଓ...

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଠାରେ ଭଦ୍ରକ ଜିଲ୍ଲା ଠିକାଦାର ସଂଘର ସହଯୋଗରେ ଧାମନଗର ଠିକାଦାର ସଂଘର ଏକ ଜରୁରୀକାଳୀନ ବୈଠକ ରବିବାର...

ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପାଳିଲା ୭ ଓଡିଶା ବାଟାଲିୟନ ଏନସିସି

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏନସିସି ଗ୍ରୁପ୍ ମୁଖ୍ୟାଳୟ କଟକର ଅଧୀନରେ ଭଦ୍ରକସ୍ଥିତ ୭ ଓଡିଶା ବାଟାଲିୟନ ଏନସିସି ପକ୍ଷରୁ “ଅପରେସନ ସିନ୍ଦୂର”ର ପ୍ରଥମ ବାର୍ଷିକୀ ଅବସରରେ...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ହାଜୀ ଅବୁଲ କାଶିମ ଖାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

0
ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣା ବଜ଼ାର ବରିଷ୍ଠ ନାଗରିକ ସଙ୍ଘ ଆନୁକୂଲ୍ୟରୁ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ବାଙ୍କା ବଜ଼ାର ସୈନିକ ସ୍କୁଲ ଠାରେ...