Tag: Bhadrak News
କରୋନା କଟକଣା : ଚାବି ପଡିଛି ମା’ ଭଦ୍ରକାଳୀ ମନ୍ଦିର, ଭକ୍ତଙ୍କ ଭକ୍ତି ଭାବନାରେ...
ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ଭଦ୍ରକରୁ କେତେକ ଦୁର୍ଗାପୂଜା ମଣ୍ଡପ କରୋନା କଟକଣା ଯୋଗୁଁ ଫିକା ପଡିଛି । ତେବେ କେବଳ ଭଦ୍ରକ ନୁହେଁ, ସମଗ୍ର...
କଂଗ୍ରେସର ନୂତନ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବିଧିବଦ୍ଧ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି...
ସମ୍ପତ୍ତି ଲୋଭରେ ମରଣାନ୍ତକ ଆକ୍ରମଣ ଅଭିଯୋଗ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମର ଦିପ୍ତିରଞ୍ଜନ ସେନାପତିକୁ ସମ୍ପତ୍ତି ଲୋଭରେ ଦେବେନ୍ଦ୍ର ସେନାପତି, ପତ୍ନୀ ରଙ୍ଗଲତା ଓ ପୁତ୍ର ପ୍ରଭୁଜିତ...
କେବୁଲ ଚୋରି ଅଭିଯୋଗରେ ୪ ଗିରଫ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ହୁମାନ ବାଟିକା ନିକଟରେ ଟେଲିଫୋନ କେବୁଲ ଚୋରି କରୁଥିବା ବେଳେ...
ଦୋବଲ ପଂଚାୟତ ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ:ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ...
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଅବିଭକ୍ତ ଦୋବଲ ପଞ୍ଚାୟତର ସୋଧ ଠାରେ ନୂତନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ ଘନେଇଛି ।...
ଦୋବଲ ବଜାରରୁ ୫ ଜବରଦଖଲ ଦୋକାନୀ ଉଚ୍ଛେଦ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର-ଖଡିପଦା ରାସ୍ତାର ଦୋବଲ ଠାରେ ଗେଙ୍ଗୁଟି ନଦୀରେ ଏକ ପକ୍କା ପୋଲ ନିର୍ମାଣଧୀନ ଚାଲିଥିବା ବେଳେ ଦୋବଲ ବନ୍ଧ ଉପରେ କେତେକ...
କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟାର ସମାଧାନ ଦାବିରେ ଗଣ ସତ୍ୟାଗ୍ରହ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟା ଗୁଡିକର ସମାଧାନ ଦାବିରେ ସଂଗଠନର ରାଷ୍ଟ୍ରୀୟ...
ଏସ୍ଏଚ୍ଜି ସଭାନେତ୍ରୀଙ୍କ ଦାଦାଗିରି : ଦଳିତ ମହିଳା ଏବେ ଡାକ୍ତରଖାନାରେ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ମା’ ସନ୍ତୋଷୀମା’ ମହାସଂଘର ସଂପାଦିକା ସନ୍ଧ୍ୟାରାଣୀ ପଣ୍ଡା ଅନ୍ୟ ଏକ ସ୍ୱୟଂ ସହାକୟ ଗୋଷ୍ଠୀ ମା’ ତାରିଣୀ ଆଞ୍ଚଳିକ ମଂଚର ସଭାନେତ୍ରୀ...
ଅମ୍ପାନ ସହାୟତାର ଅନିୟମିତତା ଅଭିଯୋଗର ତଦନ୍ତ କଲେ ଭିଜିଲାନ୍ସ ଟିମ୍
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଗତବର୍ଷ ଆସିଥିବା ସାମୁଦ୍ରିକ ଝଡ ‘ଅମ୍ପାନ’ ର କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋଡବରୁଆଁ ପଂଚାୟତକୁ ରାଜ୍ୟ ସରକାର...
ଅସ୍ତ୍ରୋପଚାର ପରବର୍ତ୍ତୀ ମୃତ୍ୟୁକୁ ନେଇ ନର୍ସିଂହୋମ୍ରେ ଉତ୍ତେଜନା, କ୍ଷତିପୂରଣ ପରେ ମାମଲାର ସମାଧାନ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ନିଶା ପ୍ରଭାବରୁ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ...
ଭଦ୍ରକରୁ ଚିହ୍ନଟ ହେଲେ ଆଉ ନୂଆ ୪୬ ଆକ୍ରାନ୍ତ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରୁ ମୋଟ ୧ ଲକ୍ଷ ୧୧ହଜାର...
ଅନିଶ୍ଚିତତା ମଧ୍ୟରେ ଚରମ୍ପା ଫ୍ଲାଏ ଓଭର ଆପ୍ରୋଚ ରୋଡ଼, ଜମି ଅଧିଗ୍ରହଣ ପାଖରେ ଅଟକିଛି...
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ବର୍ଷ ଧରି ଉତ୍କଟ ଟ୍ରାଫିକ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି ଭଦ୍ରକ ଚରମ୍ପାବାସୀ । ଚରମ୍ପା ଅଞ୍ଚଳର ୪ଟି ପୌର...
ମତୋ ଫାଣ୍ଡିରେ ପୁଲିସ୍ ସହୀଦ ଦିବସ ପାଳିତ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ମତୋ ଫାଣ୍ଡି ଠାରେ ୰ ରାଜୀବ ଲୋଚନ ବେହେରାଙ୍କ ସହୀଦ ଦିବସ ପାଳିତ ହୋଇଛି । ଏଠାରେ ସୂଚନାଯୋଗ୍ୟ...
ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଲିସ ସମାଜର ରକ୍ଷକ । ସେମାନେ ନିଜକୁ ସମାଜ ପାଇଁ ଉତ୍ସର୍ଗୀକୃତ । ସେବା ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ...
କୋଇଲା ବୋଝେଇ ଅଟୋ ଜବତ, ପୁଲିସ୍କୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚୋରାରେ କୋଇଲା ଚାଲାଣ ହେଉଥିବାବେଳେ ପୁଲିସ୍କୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର । କେବଳ କୋଇଲା ବୋଝେଇ ଅଟୋକୁ ଜବତ କଲା...
ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରସଙ୍ଗ , ଫେରାର ଅନ୍ୟ ୨ ଅଭିଯୁକ୍ତ...
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଦ ଜବତ କରିଥିବା ଅବକାରୀ ପୁଲିସ୍କୁ ମଦ ମାଫିଆଙ୍କର ପ୍ରାୟ ୧୫/୨୦ ଜଣ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ମାଡ ମାରି...
ଆଜି ଭଦ୍ରକରୁ ୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାରୁ ଆଜି ୬୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୬ ହୋଇଛି ।...
ମଂଜୁରୀରୋଡ୍ ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲପାଳ ଜ୍ଞାନ ଦାସ ମଙ୍ଗଳବାର ଦିନ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଡାକ୍ତରଖାନା ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ...
ଜିଲ୍ଲା ସରକାରୀ କଳା ସଂସ୍କୃତି ସଂଘ ପକ୍ଷରୁ ନୂତନ ସଂସ୍କୃତି ଅଧିକାରିଣୀଙ୍କୁ ସାଦର ସମ୍ଭାଷଣ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଳାର ସଂସ୍କୃତି ଭବନ ଠାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସଂସ୍କୃତି...
ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲ, ନଚେତ ଆନ୍ଦୋଳନ...
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଟି କୋଟି ଓଡ଼ିଆଙ୍କ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ସମ୍ମାନ ଜଣାଇ କରୋନା କଟକଣା ମଧ୍ୟରେ ରାଜ୍ୟରେ ସମସ୍ତ ଧର୍ମ ଅନୁଷ୍ଠାନ,...





