Tag: Bhadrak News
ଧାମନଗର-ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚନେଇ ସମୟ ଗଡ଼ାଉଛନ୍ତି ଶିକ୍ଷାଧିକାରୀ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ପାଠ ପଢାଉଛନ୍ତି ବହୁ ନକଲି ଶିକ୍ଷକ । ଆଶ୍ଚର୍ଯ୍ୟର କଥା ହେଉଛି ନକଲି...
କାଗଜ କଲମରେ ସୀମିତ ଆବାସ, ବଣୁଆଙ୍କୁ ଆବାସ କେବେ ମିଳିବ!
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭାଗୀୟ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରୁନଥିବାରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି...
ଭଦ୍ରକରେ ରାଜନୈତିକ ଶୋଭାଯାତ୍ରାକୁ ନେଇ ଫେସ୍ବୁକ୍ ଯୁଦ୍ଧ, ଦୁଇପକ୍ଷ ଦେଲେ ଥାନାରେ ଏତଲା
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟର ଏକ ସଂଖ୍ୟାଲଘୁ ସହର ଭାବେ ପରିଚିତ ଭଦ୍ରକ ଏବେ ଶାସକ ଦଳର ଦରଦାମ୍ ବୃଦ୍ଦି ଶୋଭାଯାତ୍ରାରେ ସଂଖ୍ୟାଲଘୁ ମହିଳାଙ୍କ...
୩ ଦଫା ଦାବି ନେଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ବୈଠକ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ୩ ଦଫା ଦାବି ନେଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ...
୪ର୍ଥ ଦିବସରେ ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ସଜ୍ଜିତ ହୋଇଥିଲେ । ମା’ଙ୍କୁ ଆଜି ଏହି ପୀଠରେ...
୩ ଦିନରେ ଭଦ୍ରକର ଗଣପର୍ବ କାଳୀପୂଜା ଶେଷ, ନିରାଡମ୍ବର ଭାବେ ମା’ଙ୍କୁ ବିଦାୟ
ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଫିକା ପଡିଛି ଭଦ୍ରକର ଗଣପର୍ବ କାଳୀପୂଜା । କରୋନା ମହାମାରୀ ପାଇଁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ...
ଧାମନଗର ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ସହରୀମଣ୍ଡଳ ପକ୍ଷରୁ ଭାରତୀୟ ଜନତାପାର୍ଟି ପକ୍ଷରୁ ସହରୀମଣ୍ଡଳ ସଭାପତି ଭାବେ ଶକ୍ତିଦତ୍ତ ଦାଶ ଙ୍କ ନାମ ଘୋଷଣା କରାଯାଇଛି...
ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ମନ୍ତେଇବାଟି ଗ୍ରାମର ଛାତ୍ର ସାଇଜ୍ୟୋତି ମଲ୍ଲିକ ସର୍ବଭାରତୀୟ ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୧ ଜାତୀୟ...
ସଞ୍ଚୟ ସଚେତନତା ପକ୍ଷ ପାଳନ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅକ୍ଟୋବର ୩୧ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସଞ୍ଚୟ ସଚେତନତା ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା...
ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ଏବଂ ଜିଲ୍ଲା ପରାମର୍ଶ (କନସଲଟାଟିଭ) କମିଟି ବୈଠକ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି (ଡ଼ି.ଏଲ.ଆର.ସି) ଏବଂ ଜିଲ୍ଲା କନ୍ସଲଟାଟିଭ କମିଟି (ଡ଼ି.ସି.ସି.)ର ଜୁନ୍ ୨୦୨୧ ପାଇଁ ତ୍ରୈମାସିକ...
ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବ ଷୋଳମପୁର ବୌଦ୍ଧବିହାର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ସର୍ବେକ୍ଷଣ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -‘ଷୋଳମପୁର ବୌଦ୍ଧବିହାର’ ଭାଗ୍ୟ ଉଦୟ ହେବାକୁ ଯାଉଛି । ଏହି ବୌଦ୍ଧବିହାରକୁ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଆଜି ପ୍ରାଥମିକ...
ଯୁବକର ସନ୍ଦେହ ଜନକ ମୃତ୍ୟୁ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଯେନା ସହି ଗ୍ରାମର ଜଣେ ଯୁବକ ଆଜି ସକାଳୁ ନିଜ...
ରାଜ୍ୟସ୍ତରୀୟ ନେଟ୍ବଲ ପ୍ରତିଯୋଗିତା ପାଇଁ ଭଦ୍ରକ ଜିଲ୍ଲା ଦଳର ଗସ୍ତ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ନେଟ୍ ବଲ ସଂଘ ଦ୍ୱାରା ଆୟୋଜିତ ହେଉଥିବା ୨୩ତମ ସିନିୟର ନେଟ୍ବଲ ପ୍ରତିଯୋଗିତାରେ ଭାଗ ନେବାକୁ ଭଦ୍ରକ ଜିଲ୍ଲା ଦଳ...
ଧାମନଗରର ପୁରପଲ୍ଲୀରେ ମା’ କାଳୀଙ୍କ ପୁଜା ଅନୁଷ୍ଠିତ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ମା’ କାଳୀ ଓ ଦୀପାବଳି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି...
୩ୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଗତ ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତ ମାତୃକା ବେଶର ତୃତୀୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି...
ଭଦ୍ରକର ଶକ୍ତିପୀଠ ମା’ ଭଦ୍ରକାଳୀ ଏବେ ଖାଁ ଖାଁ, କରୋନା ପାଇଁ ଭଦ୍ରକର ଐତିହାସିକ...
ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଓ ଭଦ୍ରକ କାଳୀପୂଜାର ପରମ୍ପରା ଇତିହାସ ଅପେକ୍ଷା କିମ୍ବଦନ୍ତୀ ଅଧିକ । ଭଦ୍ରକ ଜିଲାର...
ଚର୍ଚ୍ଚାରେ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟପନ୍ଥା, ମାଳମାଳ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଉକ୍ତ ବିଭାଗର...
ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପକ୍ଷରୁ ଶୋକସଭା
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ କଲ୍ୟାଣ କୁମାର ଚାନ୍ଦଙ୍କ ଆକସ୍ମିକ ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାବିଦ୍ୟାଳୟ...
‘ନୟୀଶୋଚ’ ପକ୍ଷରୁ ଦଳିତ ବସ୍ତିରେ ଦୀପାବଳୀ ପାଳନ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ବଜାରରେ ସ୍ଥାନୀୟ ଅଞ୍ଚଳର ସାମାଜିକ ସଙ୍ଗଠନ ‘ନୟୀଶୋଚ’ ପକ୍ଷରୁ ରଣଜିତ ପଞ୍ଚାୟତର ଦଳିତ ଓ...
ଦୀପାବଳୀ ଉତ୍ସବ ପାଳନ; ଫୁଟିଲା ବେଆଇନ ବାଣ
ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଦୀପାବଳୀ ଉତ୍ସବ ପାଳନ ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯିବା ସହ କାଉଁରିଆ କାଠି ଜଳାଯାଇ...
























