Tag: Bhadrak News
ବନ୍ତରେ ତିନି ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବଚନ ମଣ୍ଡଳୀ ଅର୍ନ୍ତଗତ ବନ୍ତ, ବରଡେଶ୍ୱର ଓ ମହତାବ ମଣ୍ଡଳରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ...
ମୁଫ୍ତୀ-ଏ-ଆଜମ୍ ଓଡ଼ିଶାଙ୍କର ୩୨ ତମ ବାର୍ଷିକ ଉର୍ସ ଉତ୍ସବ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମୁଫତୀ-ଏ ଆଜମ୍ ଓଡ଼ିଶା ତଥା ଖଲିଫା–ଏ-ମୁଜାହିଦେ ମିଲ୍ଲତ ମୌଲାନା ସୟଦ ମହମ୍ମଦ୍ ଅବଦୁଲ କୁଦୁସ୍ ସାହେବଙ୍କ ୩୨ତମ ବାର୍ଷିକ ଭର୍ସ ଉତ୍ସବ ଦୁଇ...
ପୁରୁଣାବଜାରର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦରସା କାଦରିଆ ହବିବିଆରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ଓ ମୁଖ୍ୟ ଅତିଥି...
ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ୮୦ ତମ ସ୍ୱାଧିନତା ଦିବସ ପାଳିତ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ୮୦ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟରେ ଜାତୀୟ ପତକା ଉତୋଳନ କରିଥିଲେ ଭଣ୍ଡାରିପୋଖରୀ...
ଭାଉଜର ସୁନା ଅଳଙ୍କାର ଚୋରି କଲା ଦିଅର, ଫେରାର ଦିଅର ଗିରଫ, ସମସ୍ତ ଚୋରି...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଜଳମଣ୍ଡୁଆ ପଂଚାୟତର କରଞ୍ଜି ଗୁଣୁପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ଯାଇଥିବା...
ଭଦ୍ରକରେ ବନ୍ୟା ପରିସ୍ଥିତି ନେଇ ଛୁଟି ବାତିଲ, କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବା ପାଇଁ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ଏକ ଜରୁରୀ ନିର୍ଦ୍ଦେଶ...
ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା,ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ: ୧୬ରୁ ୧୮ ଅଗଷ୍ଟ ସମୁଦ୍ର ଅଶାନ୍ତ ରହିବ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ–ଉତର ଓଡ଼ିଶା ଉପକୂଳ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉପରି ବାୟୁମଣ୍ଡଳରେ ଥିବା...
ଆଖୁଆପଦା ଆନିକଟରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ସଂଜୀବ ମଲ୍ଲିକ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ଲାଗିଛି। ଫୁଲୁଛି ବୈତରଣୀ ନଦୀ ।...
ଆତ୍ମହତ୍ୟା କଲେ ଭଦ୍ରକର ଯୁବ ଆଇନଜୀବୀ ସୁଶ୍ରୀ ମୋନାଲିସା ମହାପାତ୍ର
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଯୁବ ଆଇନଜୀବି, ଓକିଲ ସଂଘର ସଦସ୍ୟ ସୁଶ୍ରୀ ମୋନାଲିସା ମହାପାତ୍ର ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜ ପୈତୃକ ଗ୍ରାମ...
ଚାନ୍ଦବାଲିରେ ବଢୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର, ୪ଟି ପଂଚାୟତରେ ବନ୍ୟା ପରିସ୍ଥିତି...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଂଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୪ଟି ଗାଁ...
ଧାମନଗରରେ ତୃତୀୟ ବନ୍ୟା ଆତଙ୍କ, ତିନିଦିନ ହେଲା ନିଖୋଜ ଚାଷୀ, ସ୍ଥିତି ସମୀକ୍ଷା କଲେ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ରେ ଦ୍ୱିତୀୟ ବନ୍ୟା କ୍ଷତିରୁ ଲୋକେ ସମ୍ପୂର୍ଣ୍ଣ ଭାବେ ମୁକୁଳି ନଥିବାବେଳେ ପୁନର୍ବାର ତୃତୀୟ ବନ୍ୟା ଧାମନଗର...
ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି : ୧ ଲକ୍ଷ ୭ ହଜାର ୭୭୩ ଜଣଙ୍କୁ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ ଜିଲ୍ଲାର...
୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଭଦ୍ରକରେ ପାଳିତ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ଖେଳ ପଡିଆଠାରେ ଜିଲ୍ଲାପାଳ ସୋମେଶ କୁମାର...
ମାକ୍ରୋୱେବ ଟେକ୍ନୋଲୋଜିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ, ନବସଂଶୋଧିତ ‘ବନ୍ଦେ ମାତରମ୍’ ପରିବେଷଣ ମୁଖ୍ୟ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ଭାବନାରେ ପାଳିତ ହୋଇଛି । ଏହି...
ହଦଗଡ ଡ୍ୟାମ୍ରେ ୨ଟି ରେଡିଏଲ୍ ଓ ୩ଟି ଅଣ୍ଡର ସୁଇଚ୍ ଗେଟ୍ରେ ୧୦୧ କ୍ୟୁମେକ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଳନ୍ଦୀ ନଦୀର ଉପରମୁଣ୍ଡରେ ଲଗାଣ ଲଘୁଚାପ ଜନିତ ବର୍ଷ ଯୋଗୁଁ ହଦଗଡ ଡ୍ୟାମ୍ର ଜଳଭଣ୍ଡାର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରକୁ...
ଭଦ୍ରକ ସାମ୍ବାଦିକ ଭବନରେ ସ୍ୱାଧୀନତା ଦିବସ ପାଳିତ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂତନ ଭାବେ ଭଦ୍ରକ ଟାଉନ ରେ ଉଦ୍ଘାଟନ ହୋଇଥିବା ଭଦ୍ରକ ସାମ୍ବାଦିକ ଭବନ ସମ୍ମୁଖରେ ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ସ୍ୱାଧୀନତା ଦିବସ...
ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ବରପୁତ୍ରମାନଙ୍କୁ ଅଣଦେଖା
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ନିମନ୍ତେ ସହରର ମୁଖ୍ୟ ରାସ୍ତାରେ ଫଟୋଚିତ୍ର ଲଗାଯାଇଛି। ତେବେ ଏହି...
ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ବୈଠକରେ ଦାବୀ, ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ...
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ବରିଷ୍ଠ ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଧେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ବେଷ୍ଟ୍ ଇଞ୍ଜିନିୟରିଂ କଲେଜରେ...
ବନ୍ତ ଓ ଆଗରପଡାରେ ସାଇବର ସଚେତନତା
ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡା ଥାନା ପରିସରରେ ଆଜି ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।...






















