Home ଓଡ଼ିଶା “ସାହୋ” ଫିଲ୍ମର ଗୀତ “ସାଇକୋ ସଇଆଁ” ରିଲିଜ୍: ଦେଖନ୍ତୁ ଭିଡିଓ..

“ସାହୋ” ଫିଲ୍ମର ଗୀତ “ସାଇକୋ ସଇଆଁ” ରିଲିଜ୍: ଦେଖନ୍ତୁ ଭିଡିଓ..

955

ମୁମ୍ବାଇ: ପ୍ରଭାସ (ବାହୁବଳୀ) ଏବଂ ଶ୍ରଦ୍ଧା କାପୁର ଅଭିନୀତ “ସାହୋ” ଫିଲ୍ମର ଗୀତ “ସାଇକୋ ସଇଆଁ” ଟ୍ରେଲର ରିଲିଜ୍ ହୋଇଯାଇଛି।ଗୀତଟି ହିନ୍ଦୀ ବ୍ୟତୀତ ତାମିଲ, ତେଲଗୁ ଏବଂ ମାଲୟାଲାମ୍ ଭାଷାରେ ରିଲିଜ୍ କରାଯାଇଛି।ଟି-ସିରିଜ ପ୍ରମୁଖ ଭୂଷଣ କୁମାର କହିଛନ୍ତି, “ଗିନିଜ ବୁକ ଅଫ ୱାର୍ଲଡ୍ ରେକର୍ଡ” ଦ୍ୱାରା ମାନ୍ୟତା ପାଇବା ପରେ ଏହି ଗୀତ ଦୁନିଆକୁ ଦେଖାଇଦେବ, ଯେତେବେଳେ ସବୁ ଭାଷା ଏବଂ ସବୁ କ୍ଷେତ୍ରର ରଚନାକାର ଏବଂ ଉର୍ଜା ଏକା ସାଙ୍ଗରେ ଆସନ୍ତି, ତେବେ ଭାରତ କ’ଣ କରିପାରେ।

https://youtu.be/kYndArN8O48

https://www.facebook.com/SaahoTheMovie/videos/1783962258373786/

ହିନ୍ଦୀ ଭର୍ସନରେ ଧ୍ୱନି ଭାନୁଶାଳୀ ସଚେତ ଟଣ୍ଡନଙ୍କ ସହିତ ଗୀତଟି ଗାଇଛନ୍ତି।ତେଲଗୁ ଓ ତାମିଲ ଭର୍ସନରେ ଅନିରୂଧ ରବିଚନ୍ଦନଙ୍କ ସହିତ ଏବଂ ମାଲାୟଲମ ଭର୍ସନରେ ୟାଜିର ନିଜାରଙ୍କ ସହିତ ଧ୍ୱନି ଭାନୁଶାଳୀ ଗୀତଟିକୁ ଗାଇଛନ୍ତି।ସମସ୍ତ ୪ଟି ଭାଷା ସଂସ୍କରଣର ସଙ୍ଗୀତକାର ହେଲେ ତନିଷ୍କ ବାଗଚୀ।//ଦେବଦତ୍ତ

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

ଇଣ୍ଟରନେଟରେ ନିଆଁ ଲଗାଇଛନ୍ତି ପୂର୍ବ ଭାଜପା ମନ୍ତ୍ରୀଙ୍କ ବୋଲ୍ଡ ଏବଂ ବିଉଟିଫୁଲ ଝିଅ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.