କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ସେତେବେଳେ ବିଜେଡିର ତୁଣ୍ଡ ନାମରେ ପରିଚିତ ଦାମ ବାବୁଙ୍କୁ ବିଜେପି ଶ୍ରୀଖଣ୍ଡୀ କରାଇଦେଲା।ବିଜେପି ନେତ୍ରୀ ଲେଖାଶ୍ରୀ ଏହି ନୂଆ ନାମଟି ଦେଇଥିଲେ।ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ର କହୁଥିଲେ।ଅର୍ଥାତ୍ ବିଜେଡି ମହାଭାରତର କୌରବ।ଏବଂ ନିଜକୁ ବୋଧେ ପାଣ୍ଡବ ପକ୍ଷ ଭାବୁଛି ବିଜେପି।ତେଣୁ ବୋଧେ ମହାଭାରତ ଅନୁଯାୟୀ ଶ୍ରୀଖଣ୍ଡୀଙ୍କୁ ନିଜ ପକ୍ଷକୁ ଆଣି ଦେଇଥିଲା ବିଜେପି।ଅଥବା ଶ୍ରୀଖଣ୍ଡୀ ନିଜେ ଚାଲି ଆସିଥିଲେ ପାଣ୍ଡବ ପକ୍ଷକୁ। କିନ୍ତୁ, ଯଦି ବା ବିଜେଡିକୁ କୌରବ ବୋଲି ଏମାନେ ଭାବୁଥାଇ ପାରନ୍ତି, … Continue reading କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?