Home ଓଡ଼ିଶା ହନ୍ଦୱାଡାରେ ସହିଦ ହୋଇଥିବା ସୈନିକ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ହନ୍ଦୱାଡାରେ ସହିଦ ହୋଇଥିବା ସୈନିକ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

69

ଜମ୍ମୁ ଓ କଶ୍ମୀରର ହନ୍ଦୱାଡାଠାରେ ସହିତ ହୋଇଥିବା ବୀର ସୈନିକ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ କହିଛନ୍ତି, “ହନ୍ଦୱାଡାରେ ସହିଦ ହୋଇଥିବା ସାହସୀ ସୈନିକ ଓ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ବୀରତ୍ଵ ଏବଂ ତ୍ୟାଗକୁ ସର୍ବଦା ସ୍ମରଣ କରାଯିବ। ସେମାନେ ଉତ୍ସର୍ଗୀକୃତ ଭାବନା ସହ ଦେଶର ସେବା କରିଛନ୍ତି ଏବଂ ନାଗରିକଙ୍କ ସୁରକ୍ଷା ଲାଗି ଅନବରତ କାର୍ଯ୍ୟ କରିଛନ୍ତି। ସେମାନଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଗଭୀର ସମବେଦନା”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.