Home Coronavirus Outbreak ଦେଶରେ ୯୦, ୬୩୩ ନୂଆ କରୋନା ଆକ୍ରାନ୍ତ, ୧, ୦୬୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୦,...

ଦେଶରେ ୯୦, ୬୩୩ ନୂଆ କରୋନା ଆକ୍ରାନ୍ତ, ୧, ୦୬୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୦, ୬୨୬ କୁ ବୃଦ୍ଧି

88

ନୂଆ ଦିଲ୍ଲୀ ୦୬-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୦, ୬୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧, ୧୩, ୮୧୨ କୁ ବୃଦ୍ଧି ପାଇଛି ଓ ୮, ୬୨, ୩୨୦ ସକ୍ରୀୟ ଥିବାବେଳେ ଏବଂ ୩୧, ୮୦, ୮୬୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୦, ୬୨୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.