Home Coronavirus Outbreak ୫୪ ଲକ୍ଷ ପାର – ଦେଶରେ ୯୨, ୬୦୫ ନୂଆ କରୋନା ଆକ୍ରାନ୍ତ, ୧, ୧୩୩...

୫୪ ଲକ୍ଷ ପାର – ଦେଶରେ ୯୨, ୬୦୫ ନୂଆ କରୋନା ଆକ୍ରାନ୍ତ, ୧, ୧୩୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୬, ୭୫୨ କୁ ବୃଦ୍ଧି

61

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୨, ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪, ୦୦, ୬୨୦ କୁ ବୃଦ୍ଧି ପାଇଛି ଓ ୧୦, ୧୦, ୮୨୪ ସକ୍ରୀୟ ଥିବାବେଳେ ଏବଂ ୪୩, ୦୩, ୦୪୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୬, ୭୫୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.