ad
Coronavirus Outbreak

୫୪ ଲକ୍ଷ ପାର – ଦେଶରେ ୯୨, ୬୦୫ ନୂଆ କରୋନା ଆକ୍ରାନ୍ତ, ୧, ୧୩୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୮୬, ୭୫୨ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୨, ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪, ୦୦, ୬୨୦ କୁ ବୃଦ୍ଧି ପାଇଛି ଓ ୧୦, ୧୦, ୮୨୪ ସକ୍ରୀୟ ଥିବାବେଳେ ଏବଂ ୪୩, ୦୩, ୦୪୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୮୬, ୭୫୨ କୁ ବୃଦ୍ଧି ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top