ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!

ଭୁବନେଶ୍ୱର: ପପୁ ପମ୍ ପମଙ୍କ ଆଗାମୀ ଫିଲ୍ମ “ମିଷ୍ଟର କହ୍ନେୟା”ର ଏକ ପୋଷ୍ଟରକୁ ନେଇ ଏବେ ବିବାଦ ଦେଖାଦେଇଛି।ପୋଷ୍ଟରଟିରେ ପପୁଙ୍କ ସାମନାରେ ୭ ଜଣ ଝିଅ ଆଣ୍ଠୁ ମାଡ଼ି ବସିଛନ୍ତି।ଆଉ ସେ, ୭ ଜଣ ଝିଅଙ୍କ ବେକରେ ପଡ଼ିଥିବା ଦଉଡ଼ିର ଡୋର ପପୁ ଧରିଛନ୍ତି।ଏହାକୁ ନେଇ ଖୁବ୍ ବିବାଦ ଦେଖାଦେଇଛି।ପପୁ ଏଠି ନାରୀ ସମାଜକୁ ଅପମାନିତ କରିଥିବା କହି ଜଣେ ସମାଜସେବୀ ତାଙ୍କ ସମେତ ପ୍ରଡକ୍ସନ କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି।ସେହିପରି ଏହି ଘଟଣାକୁ ନେଇ … Continue reading ମାଡ଼ ମୂଲଉଛନ୍ତି କି ପପୁ ? ଧର୍ମ,ଦେବାଦେବୀ ଏବଂ ନାରୀଙ୍କୁ ଅସମ୍ମାନ ତାଙ୍କର ଅଭ୍ୟାସଗତ ତୃଟି!