ସାବଧାନ୍: ପାର୍ସଲରେ ସାପ !

ଭୁବନେଶ୍ୱର: ପାର୍ସଲ ପେଟି ଭିତରୁ ବାହାରିଲା ୬ଫୁଟ ଲମ୍ବର ନାଗ ସାପ।କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର ୱାର୍ଡ଼ରେ ରହୁଥିବା ମୁଥକୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା ଏହି ପାର୍ସଲ।ତେବେ ସେ ପାର୍ସଲ ପେଟି ଖୋଲିବା ପରେ ଦେଖିଲେ କୌଣସି ସାମଗ୍ରୀ ବଦଳରେ ସେଥିରେ ଥିଲା ଏକ ନାଗ ସାପ।ସାପଟିକୁ ଦେଖି ମୁଥକୁମାର ଆତଙ୍କିତ ହୋଇପଡ଼ିଥିଲେ।ଅଗ୍ରୱାଲ ପ୍ୟାକର୍ସ ଆଣ୍ଡ ମୁଭର୍ସ ନାମକ ଏକ କୋରିଅରରୁ ଏହି ପାର୍ସଲଟି ଆସିଥିଲା।ଏ’ … Continue reading ସାବଧାନ୍: ପାର୍ସଲରେ ସାପ !