Home ଓଡ଼ିଶା ଦିଲ୍ଲୀପ ରାୟ କରୋନା ସଂକ୍ରମିତ

ଦିଲ୍ଲୀପ ରାୟ କରୋନା ସଂକ୍ରମିତ

37

ଭୁବନେଶ୍ୱର ୮-୩ (ଓଡ଼ିଆ ପୁଅ) ଦିଲ୍ଲୀପ ରାୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏ ନେଇ ସେ ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି।

ଦିଲ୍ଲୀପ ଲେଖିଛନ୍ତିଯେ, COVID ର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜର କୋଭିଡ୍‌ ଟେଷ୍ଟ କରିଥିଲି ଏବଂ ରିପୋର୍ଟଟି ପଜିଟିଭ୍ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ଆଇସୋଲେଟ୍‌ କରିଛି। ସମସ୍ତଙ୍କୁ ଭୂତାଣୁ ପ୍ରତି ସତର୍କ ରହିବାକୁ ଅନୁରୋଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.