Home ଓଡ଼ିଶା ପ୍ରସ୍ଥାନ ଅବଧାରିତ ତଥାପି ଯନ୍ତ୍ରଣାସିକ୍ତ !!

ପ୍ରସ୍ଥାନ ଅବଧାରିତ ତଥାପି ଯନ୍ତ୍ରଣାସିକ୍ତ !!

48

ସାରସ୍ୱତ ସନ୍ୟାସୀ ତଥା ବିଶିଷ୍ଟ ଚିନ୍ତାନାୟକ ମନୋଜ ଦାସଙ୍କ ବିୟୋଗ ସାରା ଭାରତବର୍ଷ ସମେତ ସମଗ୍ର ବିଶ୍ୱ ସାହିତ୍ୟ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟିକଲା ଯାହା କେବେବି ପୂର୍ଣାଙ୍ଗ ହେବନି। ବିପ୍ଳବରୁ ଆରମ୍ଭ ଓ ବିବେକାନୁମୋଦିତ ପ୍ରସଙ୍ଗ ଠାରେ ସମାପ୍ତି ତାଙ୍କ ସମଗ୍ର ଜୀବନ। ଶ୍ରୀମା ନିଶ୍ଚୟ ତାଙ୍କୁ କୋଳେଇ ନେବେ- ଏହା ନିଃସନ୍ଦେହ। ପରମାର୍ଥୀ ଆତ୍ମା ଆମ ଗହଣକୁ ଫେରୁ- ଏତିକି କାମନା ।
–  ବିଷ୍ଣୁ ସେଠୀ, ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.