Home Coronavirus Outbreak ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୯୧୯

ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୯୧୯

16

ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) ରାଜ୍ୟରେ ୬୯୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୯୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୦୫୪ ସ୍ଥାନୀୟ ଅଞ୍ଚଳରୁ୨୯୪୪ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୩୨୫
୨- ବାଲେଶ୍ୱର ଜିଲ୍ଲାରୁ – ୯୭
୩- ବରଗଡ଼ ଜିଲ୍ଲାରୁ – ୩୩୦
୪- ଭଦ୍ରକ ଜିଲ୍ଲାରୁ – ୯୧
୫- ବଲାଙ୍ଗୀର ଜିଲ୍ଲାରୁ – ୨୩୬
୬- ବୌଦ୍ଦ ଜିଲ୍ଲାରୁ – ୬୫
୭- କଟକ ଜିଲ୍ଲାରୁ – ୫୧୭
୮- ଦେବଗଡ଼ ଜିଲ୍ଲାରୁ – ୭୪
୯- ଢେଙ୍କାନାଳ ଜିଲ୍ଲାରୁ – ୨୨
୧୦- ଗଜପତି ଜିଲ୍ଲାରୁ – ୧୨୧
୧୧- ଗଞ୍ଜାମ ଜିଲ୍ଲାରୁ – ୧୨୮
୧୨- ଜଗତସିଂହପୁର ଜିଲ୍ଲାରୁ – ୧୦୪
୧୩- ଯାଜପୁର ଜିଲ୍ଲାରୁ – ୨୨୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୯୬
୧୫- କଳାହାଣ୍ଡି ଜିଲ୍ଲାରୁ – ୨୯୨
୧୬- କନ୍ଧମାଳ ଜିଲ୍ଲାରୁ – ୪୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୭
୧୮- କେନ୍ଦୁଝର ଜିଲ୍ଲାରୁ – ୧୬୦
୧୯- ଖୋର୍ଦ୍ଧାରୁ : ୯୧୯
୨୦- କୋରାପୁଟ ଜିଲ୍ଲାରୁ – ୫୭
୨୧- ମାଲକାନଗିରି : ୩୦
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୦୮
୨୩- ନବରଙ୍ଗପୁର ଜିଲ୍ଲାରେ: ୨୫୫
୨୪- ନୟାଗଡ଼ ଜିଲ୍ଲାରୁ – ୧୨୧
୨୫- ନୂଆପଡ଼ା ଜିଲ୍ଲାରୁ – ୪୨୦
୨୬- ପୁରୀ ଜିଲ୍ଲାରୁ – ୨୮୮
୨୭- ରାୟଗଡ଼ା ଜିଲ୍ଲାରୁ – ୧୮୧
୨୮- ସମ୍ବଲପୁର ଜିଲ୍ଲାରୁ – ୩୨୩
୨୯- ସୋନପୁର ଜିଲ୍ଲାରୁ – ୧୩୧
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୪୭୪
୩୧- State Pool: ୧୮୫

– ନୂଆ ସୁସ୍ଥ ହୋଇଥିଲେ୪୫୨୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୪୧୨୦୪
– ମୋଟ ଆକ୍ରାନ୍ତ ୪୩୫୫୧୩
– ମୋଟ ସୁସ୍ଥ ହେଲେଣି ୩୭୫୭୨୧
– ସକ୍ରୀୟ ଆକ୍ରାନ୍ତ – ୫୭୭୧୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.