Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ମିଳନୀ

0
ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାବେଶରେ ଓଡ଼ିଶା ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି...

ନୟାଗଡ଼ରେ ଏଲ୍ଇଡି ଲାଇଟର ଶୁଭାରମ୍ଭ

0
ନୟାଗଡ଼, ୭ା୫(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କେନ୍ଦ୍ର ସରକାରଙ୍କ ଇଇଏସ୍ଏଲ୍ ସଂସ୍ଥା ସହଯୋଗରେ ନୟାଗଡ଼ ସହରରେ ଏଲଇଡି ଲାଇଟର ଶୁଭାରରମ୍ଭ ହୋଇଛି। ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି...

ନବଘନପୁର ପଂଚାୟତ: ସରପଂଚ ପଦ ହରାଇବା ପରେ ଦାୟିତ୍ୱରେ ରହିବେ ନାଏବ ସରପଂଚ

0
ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ନୟାଗଡ଼ ବ୍ଳକ ନବଘନପୁର ପଂଚାୟତର ସରପଂଚ ସରସ୍ୱତୀ ସାହୁ ମିଥ୍ୟା ସତ୍ୟପାଠ ଓ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ ପଦ ହରାଇଥିବାବେଳେ ନାଏବ ସରପଂଚଙ୍କୁ ଦାୟିତ୍ୱରେ ରହିବାପାଇଁ ହାଇକୋର୍ଟ...

ଷ୍ଟେଟବ୍ୟାଙ୍କ ଓ ପୁଲିସ ସହାୟତାରେ ଜଳଛତ୍ର

0
ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟଶାଖା, ପୁଲିସ ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ପୁରୁଣା ସିଭିଲ୍କୋର୍ଟ ପାଖରେ ଏକ ଜଳଛତ୍ର ଖୋଲାଯାଇଛି। ଏହି ଜଳଛତ୍ରକୁ...

ସାରୁଚାଷୀ ସାରୁ ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଉନାହାନ୍ତି

0
ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକର ଶାଳଝରିଆ, କୁସୁମିତରା, ଟିକିରିଆ ଆଦି ଗ୍ରାମର ସାରୁଚାଷୀ ସାରୁ ବିକ୍ରି କରି ପ୍ରାୟ ୨୦ ଲକ୍ଷ ଟଙ୍କା ପାଇନଥିବା ନେଇ...

ପଲିଥିନ୍ ବ୍ୟବହାର ବିରୋଧରେ ଶୋଭାଯାତ୍ରା

0
ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼୍ ବ୍ଳକ ଇଟାମାଟି ଆଂଚଳିକ ମହିଳା ଉନ୍ନୟନ କମିିଟି ଆନୁକୂଲ୍ୟରେ ପଲିଥିନ୍ ବ୍ୟବହାର ବିରୋଧରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅମିତା ପ୍ରଧାନଙ୍କ ନେତୃତ୍ୱରେ...

ଜିଲ୍ଳା ପ୍ରଗତି ମହିଳା ସଂଘର ବୈଠକ

0
ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଜିଲ୍ଲା ପ୍ରଗତି ମହିଳା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ା ସଭାନେତ୍ରୀ ପ୍ରଭାସିନୀ ନନ୍ଦଙ୍କ ସଭାପତିତ୍ୱରେ...

ଖରା, ଜଳକଷ୍ଟ ସାଙ୍ଗକୁ ବିଦ୍ୟୁତ କାଟ କଷ୍ଟରେ ଜନଜୀବନ ଅସ୍ତବ୍ୟସ୍ତ

0
ନୟାଗଡ଼, ୩୦ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳାରେ ପ୍ରବଳ ଖରାର ତାତି ସହିତ ଗୁଳୁଗୁଳି ଓ ଘନ ଘନ ବିଦ୍ୟୁତ କାଟରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ସାରା ଓଡ଼ିଶା ଖରାରେ...

ଚାଷୀର ଅନାଗ୍ରହରେ ବିଲୁପ୍ତ ହେବାକୁ ଯାଉଛି ଦେଶୀ ଧାନ

0
ନୟାଗଡ଼, ୩୦ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାରେ ଚାଷୀମାନେ ପାରମ୍ପରିକ ଦେଶୀଧାନ ପ୍ରତି ମୁହଁ ଫେରାଇ ନେଇ ସରକାରୀ ଧାନ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଉଛି। କେମିତି...

ଚୋର ଭାବି ଯୁବକକୁ ପିଟି ପିଟି ମାରିଦେଲେ

0
ନୟାଗଡ଼, ୩୦ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ଚୋର ଭାବି ପିଟି ପିଟି ମାରିଦେଇଥିବା ଜଣାପଡ଼ିଛି। ଯୁବକର ନାମ...

ଜିଲାପାଳଙ୍କ ବଦଳି ପରେ ସିଲ୍ ଗୋଦାମ ଖୋଲିଲା

0
ନୟାଗଡ଼, ୩୦ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡରେ ବହୁଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାକୁ ସୁଧାରିବା ଲକ୍ଷ୍ୟରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟ୍ରାଫିକ ଛକଠାରୁ ଓଡ଼ଗାଁ ଛକ ପର୍ଯ୍ୟନ୍ତ ଥିବା ଗୋଦାମକୁ...

୫୦ କେଜି ଚାଉଳ ପ୍ୟାକେଟ ଓଜନ କଲେ ୪୦

0
ନୟାଗଡ଼, ୩୦ା୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କୋମଳମତି ଶିଶୁଙ୍କ ପାଇଁ ଆସୁଥିବା ଖାଦ୍ୟକୁ ବି ଠକିବାରେ ଅବହେଳା କରୁନି ସଂସ୍ଥା। ଶିଶୁଙ୍କୁ ପ୍ରାରମ୍ଭିକ ଶିକ୍ଷାଦାନ, ଟୀକାକରଣ, ଶାରିରୀକ ଓ ବୌଦ୍ଧିକ ବିକାଶ, ପୃଷ୍ଟିକର ଖାଦ୍ୟ...

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮

0
ନୟାଗଡ଼, ୨୩ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ସୋମବାର ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେବା ଅବସରରେ ନୟାଗଡ଼ ପରୁଣା ବସଷ୍ଟାଣ୍ଡ...

ନୟାଗଡ଼ ଜିଲ୍ଲା କୋର୍ଟ ନୂତନ ଗୃହ ଉଦ୍ଘାଟିତ

0
ନୟାଗଡ଼, ୨୨ା୪: ( ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ଠାରେ ଜିଲ୍ଳାକୋର୍ଟର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି। ନୟାଗଡ଼-ଖଣ୍ଡପଡ଼ାରୋଡ଼ର ବନବିଭାଗ କାର୍ଯ୍ୟାଳୟ ନିକଟରେ ୧ଲକ୍ଷ ୧୦ହଜାର ୯୯୦ ସ୍କୋୟାରଫୁଟ ପରିମିତ ଜାଗାରେ ତଥା ୨୩କୋଟି ୨ଲକ୍ଷ...

ନୟାଗଡ଼ରେ ସୌମ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଦନା

0
ନୟାଗଡ଼,୧୬ା୪: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ନୟାଗଡ଼ ୍ବିଜେଡି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ନୟାଗଡ଼ର ୍ବିଭିନ୍ନ ...

ମଣିମା ସୁଧଘରରେ ସବୁଠି ଭୋଜି ଭାତ

0
ନୟାଗଡ଼,୧୬ା୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାର ପାରମ୍ପରିକ  ଦଣ୍ଡପର୍ବର ଉଦ୍ୟାପନ ପରେ ଏହାର ଶେଷ ଦିବସରେ ଅର୍ଥାତ  ମଣିମା ସୁଧଘର ପରିପ୍ରେକ୍ଷିରେ ବିଭିନ୍ନ ଦଣ୍ଡଯାତ୍ରା ପାଳିତ ହୋଉଥିବା ଗ୍ରାମରେ ଭୋଜିଭାତର ଆସର ଜମିଛି  ...

ନୟାଗଡ଼ ନୂତନ ବସଷ୍ଟାଣ୍ଡର ଆଧୁନିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

0
ନୟାଗଡ଼, ୮ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କ ନୟାଗଡ଼ ପୁରୁଣା ସହର ଝୁମ୍ପୁରି ନିକଟରେ ନୂତନ ବସଷ୍ଟାଣ୍ଡର ଆଧୁନିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନା କରାଯିବା ସହ ନୟାଗଡ଼ ସହରର ସବୁ ୱାର୍ଡ଼କୁ ଖୋଲା...

ନୟାଗଡ଼ ପୁସ୍ତକ ମେଳା ଉଦ୍ୟାପିତ

0
ନୟାଗଡ଼, ୮/୪:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ୮ଦିନ ଧରି ଚାଲିଥିବା ପୁସ୍ତକ ମେଳା ରବିବାର ଉଦ୍ୟାପିତ ହୋଇଯାଇଛି। ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଆଶିଷ କୁମାର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁସ୍ତକ...

ନୟାଗଡ଼ର ସବୁ ୱାର୍ଡ଼କୁ ଖୋଲା ଶୌଚମୁକ୍ତ ସହର ଘୋଷଣାକୁ ନେଇ ଚର୍ଚ୍ଚା

0
ନୟାଗଡ଼, ୮/୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ନୂଆ ବସଷ୍ଟାଣ୍ଡ ଠାରେ ଆୟୋଜିତ ଏକ ସଭାରେ ନୟାଗଡ଼ ସହରର ସବୁ ୱାର୍ଡ଼କୁ ଖୋଲା ଶୌଚମୁକ୍ତ ସହର ରବିବାର ଘୋଷଣା କରାଯାଇଛି। ମୁଖ୍ୟଅତିଥିଭାବେ ପର୍ଯ୍ୟଟନ...

ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଚିନ୍ତା ଓ ଚେତନା ଉପରେ ଭାବ ଗର୍ଭକ ସାହିତ୍ୟ...

0
ନୟାଗଡ଼,୬ା୪(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ନୟାଗଡ଼ ଜିଲ୍ଳା ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ଚାଲିଥିବା  ଜିଲ୍ଳା ମହୋତ୍ସବ ପରି ଆଉ ଏକ ନିଆରା ମହୋତ୍ସବ ପୁସ୍ତକ ମେଳାର  ଷ୍ଷ୍ଠ ସନ୍ଧ୍ୟାରେ...