Surendra Nath Pradhan
ନୟାଗଡ଼ରେ ୭୧ ତମ ବନ ମହୋତ୍ସବରେ ନଣ୍ଡା ପାହାଡ଼ରେ ବୃକ୍ଷ ରୋପଣ
ନୟାଗଡ଼, ୯ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାସ୍ତରୀୟ ୭୧ତମ ବନ ମହୋତ୍ସବ ପାଳନ ପରିପ୍ରେକ୍ଷିରେ ପିଟିଏସ ରୋଡ଼ ଡିଆରଡିଏ ନିକଟରେ ଥିବା ନଣ୍ଡା ପାହାଡ଼ରେ ବୃକ୍ଷୋରୋପଣ କରାଯାଇଛି। ନୟାଗଡ଼...
ନୟାଗଡ଼ରେ ନୂଆ ସିଡିପିଓଙ୍କ ଯୋଗଦାନ
ନୟାଗଡ଼, ୧୦-୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ସମନ୍ନିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ନୂତନ ସିଡିପିଓ ଭାବେ ଲକ୍ଷ୍ମୀ ଦାଶ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟାଳୟରେ ସିଡିପିଓ ଆରତୀ...
ନୟାଗଡ଼-ଗଞ୍ଜାମ ଜିଲା ସୀମା ସିଲ୍ କଲା ଜିଲାପ୍ରଶାସନ
ନୟାଗଡ଼, ୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଥିବାବେଳେ ଏହାକୁ ରୋକିବା କ୍ଷେତ୍ରରେ ନୟାଗଡ଼ ଜଲା ପ୍ରଶାସନ ତରଫରୁ ନୟାଗଡ଼-ଗଞ୍ଜାମ ଜିଲା...
ଚାନ୍ଦପୁରଠାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ
ନୟାଗଡ଼, ୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ରଣପୁର ବ୍ଳକ ଅନ୍ତର୍ଗତ ଚାନ୍ଦପୁର ଠାରେ ଥିବା କୋଭିଡ ହସପିଟାଲରେ କରୋନ।। ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଜିଲାପାଳ ଡ ପୋମା...
ନୟାଗଡ଼ ଜିଲାରେ ନୂଆ ୧୯ ଆକ୍ରାନ୍ତ ସହ ସମୁଦାୟ ୨୨୧
ନୟାଗଡ଼, ୮ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ବୁଧବାର ନୂଆ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ ରେ ପହଁଚିଛି। ଏହି ନୂଆ ୧୯ଜଣ...
ୱାର୍ଡ଼ ସ୍ତରୀୟ କରୋନା ସଚେତନତା ବୈଠକ
ନୟାଗଡ଼, ୭ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ଭୟଭୟତା ଦିନକୁ ଦିନ ତା’ର କାୟା ବସ୍ତାର କରିଚାଲିଥିବାବେଳେ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଏଥିପାଇଁ ୱାର୍ଡ଼ ସ୍ତରରୁ ଟିକିନିଖି ଲୋକମାନଙ୍କ ସ୍ୱାସ୍ଥ୍ୟ...
ନୟାଗଡ଼ରେ ମାସ୍କ ନାକ ଉପରକୁ ପିନ୍ଧିବାକୁ ତାଗିଦ୍
ନୟାଗଡ଼, ୭ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ବିନା ମାସ୍କରେ ବୁଲୁଥିବା ଓ ନାକ ଉପରକୁ ମାସ୍କ ନପିନ୍ଧି ବୁଲୁଥିବା ଅମାନିଆକୁ ସାବାଡ଼ କରିବା ପାଇଁ ଗଠନ ହୋଇଛି ଟିମ୍।...
ନୟାଗଡ଼: ଔଷଧ ବିକ୍ରେତା ଓ ବିତରକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦାବି
ନୟାଗଡ଼, ୭ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବାରେ ବ୍ରତୀ ଥିବା ଔଷଧ ବିକ୍ରେତା ଓ ବିତରକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା...
ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨ଦିନିଆ ସଟଡାଉନ୍
ନୟାଗଡ଼, ୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ମଧ୍ୟଖଣ୍ଡ ଡାକ୍ତରଖାନାକୁ ୨ଦିନିଆ ସଟଡାଉନ୍ କରାଯାଇଛି। ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା...
ଶ୍ରାବଣର ପ୍ରଥମ ସୋମବାରେ କରୋନା ପ୍ରଭାବରେ ମନ୍ଦିର ବୋଲବମ୍ ଶୂନ୍ୟ
ନୟାଗଡ଼, ୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ପ୍ରଭାବରେ ଶ୍ରାବଣର ପ୍ରଥମ ସୋମବାରରେ ମନ୍ଦିର ଶୂନଶାନ ହୋଇଯାଇଥିବାବେଳେ ବୋଲବମ୍ ଭକ୍ତଙ୍କୁ କରୋନା କଟକଣା ହୋଇଥିବାରୁ ଜିଲାର ବିଭିନ୍ନ ଶିବ ମନ୍ଦିରରେ ଖାଁ ଖାଁ...
ନୟାଗଡ଼ରେ କରୋନା ମୃତ୍ୟୁ ବୋଲି ୫ ଦିନ ପରେ ପ୍ରଶାସନ ସ୍ପଷ୍ଟ କଲା
ନୟାଗଡ଼, ୫ା୭:( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ମୃତ୍ୟୁକୁ ନେଇ ୫ ଦିନ ହେଲା ଦ୍ୱନ୍ଦ ଉପୁଜିଥିଲାବେଳେ ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ଜିଲାପ୍ରଶାସନ ନୟାଗଡ଼ର ଔଷଧ ଦୋକାନୀ...
ନୟାଗଡ଼ରେ କରୋନା ମୃତ୍ୟୁ ନା ଆଉ କ’ଣ ଏବେବି କାରଣ ଅସ୍ପଷ୍ଟ
ନୟାଗଡ଼, ୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ମୃତ୍ୟୁକୁ ନେଇ ଏବେବି କାରଣ ଅସ୍ପଷ୍ଟ ରହିଛି। ମୃତକ କରୋନାରେ ମୃତ ନା ଆଉ କ’ଣ ବୋଲି କୁହାଯାଉନଥିଲାବେଳେ ଏହା...
ଗଞ୍ଜାମ ଜିଲାର କରୋନା ଗମ୍ଭୀର ସ୍ଥିତି ନୟାଗଡ଼କୁ ଥରଉଛି
ନୟାଗଡ଼, ୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗଞ୍ଜାମ ଜିଲାର କରୋନା ସ୍ଥିତି ଗମ୍ଭୀର ହୋଇପଡ଼ୁଥିବାବେଳେ ନୟାଗଡ଼ର ଛାତି ଥରେଇ ଦେଉଛି। ଗଞ୍ଜାମ ଜିଲାର କରୋନା ସ୍ଥିତି ଏବେ ସଙ୍ଗୀନ୍ ହୋଇପଡ଼ିଥିବାବେଳେ...
କରୋନା ଯୋଦ୍ଧାଙ୍କ ସହ ନୂଆ ୨୩ ଚିହ୍ନଟ
ନୟାଗଡ଼, ୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ଜିଲାରୁ ଶନିବାର ସୁଦ୍ଧା ବିଭିନ୍ନ ସ୍ଥାନରୁ କରୋନା ଯୋଦ୍ଧାଙ୍କ ସହ ନୂଆ ୨୩ ଆକ୍ରାନ୍ତ ଚିହ୍ନଟ ହେବାପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଂଚିଛି।...
ନୟାଗଡ଼ ଜିଲାପାଳଙ୍କ ନୂଆ କଟକଣା : ସକାଳ ୭ରୁ ଅପରାହ୍ନ ୨ଟା ଦୋକାନ ବଜାର...
ନୟାଗଡ଼, ୨ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ଯାହା ଆଶା କରାଯାଉନଥିଲା ତାହା ଏବେ ନିତି ପ୍ରତିଦିନ ଘଟୁଛି। ବାହ୍ୟ...
ବୃଦ୍ଧଙ୍କୁ ଶିଳରେ ଛେଚି ହତ୍ୟା ସନ୍ଦେହ
ନୟାଗଡ଼, ୨ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ପଂଚାୟତର ଡିଆଁପଡ଼ା ଗ୍ରାମରେ ଜଣେ ୬୫ବର୍ଷର ବୃଦ୍ଧଙ୍କୁ ଶିଳରେ ଛେତି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ମୃତକ ହେଲେ...
ଓଡ଼ଗାଁର ୫ ପଂଚାୟତ ଓ ୨୦ ଗାଁକୁ କଂଟେନମେଂଟ ଓ ବଫର ଜୋନ ଘୋଷଣା
ନୟାଗଡ଼, ୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଓଡ଼ଗାଁ ଅଂଚଳକୁ ଜିଲାପାଳ କଂଟେନମେଂଟ ଓ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଓଡ଼ଗାଁ ବ୍ଳକର କିଛି ଗାଁ ଓ ଓଡ଼ଗାଁ...
ବାକିଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଚାପରେ
ନୟାଗଡ଼, ୨୬ା୬:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣର ପ୍ରଭାବ ଯୁକ୍ତଦୁଇ ପରୀକ୍ଷାରେ ବି ପଡ଼ିଛି। ଏହାକୁ ନେଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ବାକି ଥିବା ପରୀକ୍ଷାକୁ ନେଇ ଅନିଶ୍ଚିତତା ଭିତରେ ଗତି...
ନୟାଗଡ଼ ଜିଲାରେ ସମନ୍ନିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଆରମ୍ଭ
ନୟାଗଡ଼, ୨୮-୬:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଟିମ୍ ଜିଲାର ବିଭିନ୍ନ ଅଂଚଳକୁ ଯାଇ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ନିତ...
ଜାମୁସାହି କଂଟେନମେଂଟ ଓ ଯଦୁମଣିନଗରକୁ ଅଧିକ କଟକଣା
ନୟାଗଡ଼, ୨୫ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ନୟାଗଡ଼ ପୌରାଚଂଳରେ କରୋନା ମାତିଥିବାବେଳେ ସୁନାବ୍ୟବସାୟୀ ଓ ତାଙ୍କ ପରିବାରଙ୍କ ଲିଙ୍କ ଯୋଗୁଁ...