Home ଓଡ଼ିଶା ଚାନ୍ଦପୁରଠାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ

ଚାନ୍ଦପୁରଠାରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ

651

ନୟାଗଡ଼, ୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ରଣପୁର ବ୍ଳକ ଅନ୍ତର୍ଗତ ଚାନ୍ଦପୁର ଠାରେ ଥିବା କୋଭିଡ ହସପିଟାଲରେ କରୋନ।। ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଜିଲାପାଳ ଡ ପୋମା ଟୁଡୁଙ୍କ ଉପସ୍ଥିତିରେ ବୁଧବାରଠାରୁ ଆରମ୍ଭ ହୋଇଛି। ସେଠାରେ ଏବେ ପ୍ରାୟ ୧୭ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଅଧିକ ଚିକିତ୍ସା ଦରକାର ପଡ଼ିଲେ ସେମାନଙ୍କୁ ଚାନ୍ଦପୁରରୁ ଭୁବନେଶ୍ୱର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିବାର ସୁବିଧା କରାଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ- ପ୍ରମୋଦ କୁମାର ନାୟକ ଏ ସୂଚନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.