Home Authors Posts by Suchitra Dash

Suchitra Dash

Suchitra Dash
1765 POSTS 0 COMMENTS

ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚା ନେହେରୁଙ୍କ ଜୟନ୍ତୀ ପାଳିଲେ ସେଟଂଜାଭିୟେର ବିଦ୍ୟାଳୟର ଛାତ୍ର...

0
ମାଲକାନଗିରି,୧୪ା୧୧(ଓଡିଆ ପୁଅ )ସମଗ୍ର ଦେଶ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁଦିବସ ଭାବେ ପାଳୁଥିବା ବେଳେ ମାଲକାନଗିରି ଜିଲ୍ଲାସଦର ମହକୁମା ପାତ୍ରଗୁଡା ଠାରେ ଥିବା ସେଟଂ ଜାଭିୟେର ହାଇସ୍କୁଲର ପ୍ଲେ ଓ ନର୍ସରୀ ଶ୍ରେଣୀର...

ମାଲକାନଗିରି ଜିଲ୍ଲାର ୨୫ତାରିଖରୁ ଧାନ ମଣ୍ଡି ଆରମ୍ଭ,ପ୍ରଥମ ପର୍ଯ୍ୟାୟରେ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟହେବ

0
ମାଲକାନଗିରି,୧୪ା୧୧ (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ  ଖରିପଚାଷର ଧାନମଣ୍ଡି ଚଳିତ ମାସ ୨୫ତାରିଖ ଠାରୁ ଆରମ୍ଭ ହୋଇ ଚାଷୀମାନଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୨୦ହାଜର କ୍ୱିଟାଂଲ ଧାନ କ୍ରୟହେବ ବୋଲି...

ମାଲ୍ୟବନ୍ତ ମହୋତ୍ସବ ନାମକରଣ ପରିବର୍ତନକୁ ନେଇ ବିବାଦୀୟ ପରିସ୍ଥିତି,ଜିଲ୍ଲାପ୍ରଶାସନ ମତାମତ ସଂଗ୍ରହ ପାଇଁ ଡାକିଲେ...

0
ମାଲକାନଗିରି,୧୩ା୧୧ (ଓଡିଆ ପୁଅ )  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ ର ନାମ ପରିବର୍ତନ କୁ ନେଇ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ମାଲ୍ୟବନ୍ତ ମହୋତ୍ସବ ବଦଳରେ...

ମାଲକାନଗିରି ଶିଶୁଗୃହ ର ଦୁଇ ଅନ୍ତେବାସୀ ଜାତୀୟସ୍ତର ହୋସଲା ପ୍ରତିଯୋଗୀତା ରେ ଭାଗନେବେ

0
ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଶିଶୁଗୃହର ଦୁଇଜଣ ଗରିବ ଆଦିବାସୀ ଛାତ୍ର ଛାତ୍ରୀ ଜାତୀୟସ୍ତରରେ ଆୟୋଜିତ ହୋସଲା ପ୍ରତିଯୋଗୀତା ରେ ଭାଗନେବାକୁ ମନୋନିତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ...

ଚିତ୍ରକୋଣ୍ଡା ବ୍ଲକ ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ସହ ୪ଦଫା ଦାବିନେଇ ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ...

0
ମାଲକାନଗିରି, ୧୨ା୧୧ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବ୍ଲକର ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନ ତୁରନ୍ତ କରିବା ସହ ଅନ୍ୟାନ ୪ଦଫା ଦାବିନେଇ ପୁର୍ବତନ ବାଚସ୍ପତି ତଥା ଭାଜପା ବରିଷ୍ଟନେତା ପ୍ରହ୍ଲାଦ ଦୋରା ଆଜି...

ମାଲକାନଗିରି ସୀମାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ, ମାଓବାଦୀ ଯବାନ ଗୁଳି ବିନିମୟ, ୫...

0
ମାଲକାନଗିରି, ୧୨ା୧୧ (ଓଡିଆ ପୁଅ ) ଆଜି ଠାରୁ ମାଲକାନଗିରି ଜିଲ୍ଲାସୀମାନ୍ତ ଛତିଶଗଡ ରାଜ୍ୟରେ ନିର୍ବାଚନ ଆରମ୍ଭ ହେଉଥିବାରୁ ଏହାକୁ ଭଣ୍ଡୁର କିରବାପାଇଁ ମାଓବାଦୀ ମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି।...

କଡାସୁରକ୍ଷା ମଧ୍ୟରେ ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ, ସ୍ୱାମୀବିବେକାନନ୍ଦ ଓ ରମାନୁଜନ ଙ୍କ ଆଦର୍ଶ...

0
ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ସ୍ୱାମୀବିବେକାନନ୍ଦ ଓ ଗଣିତବିଷାରଦ ରାମାନୁଜନ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଶ୍ୱବାସୀ ଓ ପ୍ରକୃତିକୁ ଭଲପାଅ ବୋଲି ମାଲକାନଗିରି ଜିଲ୍ଲାଗସ୍ତରେ ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ...

ମାଇଁଷ୍ଟାର୍ଟଅପଯାତ୍ରା ର ଦ୍ବିତୀୟ ପର୍ଯ୍ୟାୟ ସମାରୋହ, ଯୁବଗୋଷ୍ଟି ଙ୍କୁ ନେଇ କଫିବ୍ରେକ୍ ସଟରଡେ କାର୍ଯ୍ୟକ୍ରମ

0
ଭୁବନେଶ୍ୱର,୧୧ା୧୧ (ଓଡିଆ ପୁଅ ) ବିଭିନ୍ନ ଦେଶ ଓ ପ୍ରଦେଶ ର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅତ୍ୟାଧୁନିକ ଶୈଳୀରେ ମାଇଁଷ୍ଟାର୍ଟଅପଯାତ୍ରା ଦ୍ୱାରା କଫିବ୍ରେକ ସଟରଡେ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ...

ଦ୍ୱିତୀୟ ପର୍ଯ୍ୟାୟରେ ମାଇଷ୍ଟାର୍ଟ ଅପ ଯାତ୍ରା,ଶିକ୍ଷିତ ଯୁବଗୋଷ୍ଟି ଙ୍କୁ ନେଇ କଫିବ୍ରେକ୍ ସଟରଡେ କାର୍ଯ୍ୟକ୍ରମ

0
ଭୁବନେଶ୍ୱର,୧୧ା୧୧ (ଓଡିଆ ପୁଅ/ ଆର.କେ.ଦାଶ ) ବିଭିନ୍ନ ଦେଶ ଓ ପ୍ରଦେଶ ର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅତ୍ୟାଧୁନିକ ଶୈଳୀରେ ମାଇଷ୍ଟାର୍ଟ ଅପ ଯାତ୍ରା ଦ୍ୱାରା କଫିବ୍ରେକ ସଟର...

ରାଜ୍ୟପାଳଙ୍କ ଗସ୍ତକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତତ୍ପର, ପୁଲିସ ପକ୍ଷରୁ କଡା ସୁରକ୍ଷା...

0
ମାଲକାନଗିରି, ୧୧ା୧୧ (ଓଡିଆ ପୁଅ ) ଓଡିଶାର ନୂତନ ରାଜ୍ୟପାଳ ପ୍ରଫେସର ଶ୍ରୀ ଯୁକ୍ତ ଗଣେଶୀ ଲାଲଙ୍କ ପ୍ରଥମ ଥର କରି ମାଲକାନଗିରି ଜିଲ୍ଲା ଗସ୍ତ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା...

ସୀମାନ୍ତ ଛତିଶଗଡ ନିର୍ବାଚନ ପାଇଁ ମାଓପ୍ରବଣ ବୁଥକୁ ସ୍ୱତନ୍ତ୍ର ହେଲିକେପ୍ଟରରେ ପୁଲିଂପାର୍ଟୀଙ୍କୁ ପଠାଗଲା

0
ମାଲକାନଗିରି,୧୦ା୧୧ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୧୨ତାରିଖରେ ନିର୍ବାଚନ ହେଉଥିବାରୁ ବିଭିନ୍ନ ମାଓପ୍ରବଣ ଅଚଂଳରେ ଥିବା  ଭୋଟକେନ୍ଦ୍ର ଗୁଡିକୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିଂ ପାର୍ଟିଙ୍କୁ ଆଜି ଠାରୁ...

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଓଡିଶା ପୁରୁଷ ହକି ବିଶ୍ୱକପ ମାସ୍କଟ ଓଲିକୁ ସ୍ୱାଗତ

0
ମାଲକାନଗିରି, ୧୦ା୧୧ (ଓଡିଆ ପୁଅ ) ଆସନ୍ତା ୨୮ତାରିଖରୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ହେବାକୁ ଥିବା ଓଡିଶା ପୁରୁଷ ହକି ବିଶ୍ୱକପ ର ମାସ୍କଟ ଓଲି ଆଦିବାସୀ ଆଧ୍ୟୁଷିତ ମାଓପ୍ରବଣ...

ମାଲକାନଗିରି ରେ ଜନନୀ ଯନ୍ତ୍ରଣା, ଗାଁରେ ପହଁଚିପାରିଲା ନାହିଁ ଆମ୍ବୁଲାନ୍ସ,୪କିମି ଖଟିଆରେ ମେଡିକାଲ ନେଉଥିବା...

0
ମାଲକାନଗିରି,୧୦ା୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ପୁଣି ଆଜି ଦେଖା ଦେଇଛି ଜନନୀ ଯନ୍ତ୍ରଣା । ଅନେକ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ପହଁଚିପାରିନଥାଏ । କେଉଁଠି ଗର୍ଭବତୀ ମହିଳାଙ୍କୁ...

ସ୍ୱାଭିମାନ ଅଚଂଳକୁ ୪ ସଚିବଙ୍କ ଗସ୍ତ, ଗୁରୁପ୍ରୀୟା ସେତୁ ଓ ଉନ୍ନୟନ ମୁଳକକାର୍ଯ୍ୟ ପରିଦର୍ଶନ...

0
ମାଲକାନଗିରି, ୯ା୧୧ (ଓଡିଆ ପୁଅ) ରାଜ୍ୟ ସରକାରଙ୍କ ୪ଜଣ ବରିଷ୍ଟ ସଚିବ ଶୁକ୍ରବାର ଦିନ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳଗସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ...

ସୀମାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ବସ ଧ୍ୱଂସ,ଯବାନ ସହ 3 ନାଗରିକ ମୃତ

0
ମାଲକାନଗିରି,୮ା୧୦(ଓଡିଆ ପୁଅ) ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ମାଓବାଦୀଙ୍କ ଲ୍ୟଣ୍ଡମାଇନ ବିସ୍ପୋରଣରେ ଏକ ଯାତ୍ରୀ ବାହି ବସ ଧ୍ୱଂସ ହେବାସହ ଜଣେ ଯବାନ  ଓ 3ଜଣ ସାଧରଣନାଗରିକ ଙ୍କ ମୃତ୍ୟୁ ହୋଇଛି...

ମାଲକାନଗିରିରେ କାଳୀପୂଜା ଓ ଦୀପାବଳୀ ଉତ୍ସବ

0
ମାଲକାନଗିରି,୮ା୧୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ  କାଳୀପୂଜା ଓ ଦୀପୀବଳୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଜିଲ୍ଲାସଦର ମହକୁମା ଡିଏନକେ ଛକ,ଡିଏନକେ ମଇଦାନ ସାବ ର୍ଜନୀନ...

ମାଲକାନଗିରି ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରିକେଟ ମ୍ୟାଚ

0
ମାଲକାନଗିରି,୮ା୧୧  (ଓଡିଆ ପୁଅ)   ପବିତ୍ର ଦୀପାବଳି ଉତ୍ସବ ଅବସରରେ  ମାଲକାନଗିରି ଜିଲ୍ଲାପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବନ୍ଧୁତ୍ୱପୁର୍ଣ୍ଣ କ୍ରୀକେଟ ମ୍ୟାଚ ବୁଧବାର ଦିନ ପୁଲିସ ପଡିଆ ଠାରେ ଅନୁଷ୍ଟିତ ହୋଇ ଯାଇଛି...

ସ୍ତ୍ରୀକୁ ହତ୍ୟାଉଦ୍ୟମ କରି ସ୍ୱାମୀ ଆତ୍ମହତ୍ୟା କରୁଥିବା ବେଳେ ପୁଲିସ ଉଦ୍ଧାର କଲେ...

0
ମାଲକାନଗିରି,୮ା୧୧(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଦୀପାବଳି ଉତ୍ସବରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପାରିବାରିକ ଗଣ୍ଡ ଗୋଳ ଯୋଗୁ ନିଜ ସ୍ତ୍ରୀକୁ ହତ୍ୟାଉଦ୍ୟମ କରି ନିଜେ ଆତ୍ମହତ୍ୟା...

ପିକଅପ ଭ୍ୟାନ ଓଲଟି ଜଣେ ମୃତ,୧୦ଆହତ, ୩ ଗୁରୁତର

0
ମାଲକାନଗିରି,୮ା୧୧(ଓଡିଆ ପୁଅ)  ମାଲକାନଗିରି ଥାନାସ୍ଥ ଚମ୍ପାଖାରି ନିକଟରେ ପିକଅପ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ହେବାସହିତ ୧୦ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ମାଲକାନଗିରି ପୁଲିସ...

ସୀମାରେ ୬୨ ନକ୍ସଲ ଅସ୍ତ୍ରଶସ୍ତ୍ର ସହ ପୁଲିସ ନିକଟରେ ଆତ୍ମସମର୍ପଣ କଲେ

0
ମାଲକାନଗିରି,୬ା୧୧(ଓଡିଆ ପୁଅ)  ଗତ କାଲି ମାଲକାନଗିରି ଜିଲ୍ଲା ପୁଲିସ କୁ ଏକ ବଡ ସଫଳତା ମିଳିଥିବାବେଲେ  ଆଜି ସୀମାନ୍ତ ଛତିଶଗଡ ରାଜ୍ୟ ନରାୟଣପୁର ଜିଲ୍ଲାପୁଲିସ ନିକଟରେ ୬୨ଜଣ ନକ୍ସଲ ଅସ୍ତ୍ର ଶସ୍ତ୍ର ସହିତ...