Snigdha Ray
ରାହାଞ୍ଜ ସମବାୟ ସମିତିକୁ ଆଦର୍ଶ ସମିତିର ମାନ୍ୟତା
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସମବାୟ ସମିତି ଆଦର୍ଶ ସମବାୟ ସମିତିର ମାନ୍ୟତା ପାଇଛି। ପରିଚାଳନାଗତ ଶୃଙ୍ଖଳା, କାର୍ଯ୍ୟଦକ୍ଷତା ସହ ବିଭିନ୍ନ...
ଚାନ୍ଦବାଲି ଜଳସେଚନ ବିଭାଗ ଦୁର୍ନୀତି ଏବେ ଚରମ ସୀମାରେ ସର୍ବଗିଳା ଏସଡିଓଙ୍କ ହାତରେ ଚାନ୍ଦବାଲି...
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଂଚଳରେ ଜଳସମ୍ପଦ ବିଭାଗକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର...
କେନ୍ଦ୍ରୀୟ ଭତା ବନ୍ଦ: ଧାମନଗର ବ୍ଲକର ୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ହନ୍ତସନ୍ତ
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ସାମାଜିକ ସୁରକ୍ଷା ଅଧୀନରେ ବିଭିନ୍ନ ପ୍ରକାରର ଭତା ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଭତା ବନ୍ଦ...
ସମ୍ପତି ପାଇଁ ଭାଇ ସାଜିଲା ଭଉଣୀର ଭଗାରୀ, ଧାରୁଆ ଅସ୍ତ୍ରରେ ଭଉଣୀଙ୍କୁ କଲା ଆକ୍ରମଣ...
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ଥାନା ଅଂଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ...
ଜଗନ୍ନାଥପ୍ରସାଦ ଗ୍ରାମରୁ ଚୋରି
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ପ୍ରଭାତ କୁମାର ବେହେରାଙ୍କ ଘରୁ ବଡ ଧରଣର ଚୋରି ହୋଇଛି ପ୍ରଭାତଙ୍କ...
ବାପଘରେ ସର୍ପ ଦଂଶନ, ମହିଳା ମୃତ
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ଗ୍ରାମ ସୁରେନ୍ଦ୍ର ସାମଲଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସାମଲ(୪୯) ରବିବାର ସର୍ପ ଦଂଶନରେ ମୃତ୍ୟୁବରଣ କରିଥିବା...
ଟ୍ରେନରୁ ଖସି ଯୁବକ ମୃତ
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ା ଟିକିରା ଗ୍ରାମର ସ୍ୱର୍ଗତ ଅଜୟ ମଳ୍ଲିକଙ୍କ ପୁତ୍ର ବିନୋଦ (୩୦) ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ଯେଉଁଥି...
ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ର ସଂସଦ ସଭାପତିଙ୍କ ଉଦ୍ବେଗ ଜିଲାପାଳଙ୍କ...
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଚଳାବସ୍ଥା ନେଇ ପୁରାତନ ଛାତ୍ର ସଂସଦ ତଥା ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାପାତ୍ର ଉଦ୍ବେଗ ପ୍ରକାଶ...
ପୁଲିସ ପେଟ୍ରୋଲିଂ ବେଳେ ଧରାପଡ଼ିଲେ ୩ ବ୍ରାଉନସୁଗର ବେପାରୀ
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବନ୍ଧା ହେଲେ ୩ ବ୍ରାଉନସୁଗର ବେପାରୀ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର...
ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ବିଶାଳ ରକ୍ତଦାନ ଶିବିର
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏକ ରକ୍ତଦାନ ଶିବିର ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାର...
ଡ଼ାକ୍ତର ହୋଇ ସେବା କରିବେ ସତ୍ୟପ୍ରକାଶ
ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଦ୍ୟପ୍ରକାଶିତ ଯୁକ୍ତ୨ ପରିକ୍ଷାରେ ଏକ୍ସସେଲସର କଲେଜ ଯାଜପୁରର ବିଜ୍ଞାନଛାତ୍ର ସତ୍ୟପ୍ରକାଶ ପଳତା ୬ ଶହରୁ ୫୭୬ ନମ୍ବର ରଖି କଲେଜର ଟପ୍ପର...
ସମାଧାନ ସମାରୋହ ଆସନ୍ତା ଅଗଷ୍ଟ ମାସ ୨୧ରୁ
ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକଙ୍କ ତରଫରୁ ସୂଚନା ଦିଆଯାଇଛି ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ବିଶେଷ ଲୋକ ଅଦାଲତ (ସମାଧାନ...
ଧାମନଗରର ଝିଅ ଇପିସିତାଙ୍କ ସଫଳତା, +୨ ବିଜ୍ଞାନରେ ରଖିଲେ ୫୮୧ ନମ୍ବର, ଅଂଚଳରେ ଖୁସିର...
ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ଛାତ୍ରୀ ଇପିସିତା ପ୍ରିୟଦର୍ଶିନୀ ରାଉତ ଚଳିତ +୨ ବିଜ୍ଞାନ ପରୀକ୍ଷାରେ ଚମତ୍କାର...
ଧାମରା ପାଇଁ ଗୌରବ ଆଣିଲେ ଦିପ୍ତୀମୟୀ
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ପାଇକସାହି ଗ୍ରାମର ଦିପ୍ତୀମୟୀ ଦାସ ଚଳିତ ବର୍ଷ +୨ ବିଞାନ ପରୀକ୍ଷାରେ ୫୬୩ନମ୍ବର...
+ ୨ ବିଜ୍ଞାନ ପରୀକ୍ଷାରେ କୃତି ଛାତ୍ରୀ ରିତୁପର୍ଣ୍ଣାଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବର୍ଷର +୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ତଥା ଧାମନଗର...
ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଇଂଟନ୍ସିପ୍ କାର୍ଯ୍ୟକ୍ରମ
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଇଂଟନ୍ସିପ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ...
ଆବୁଧାବି ଓଡିଆ ସମାଜ ପକ୍ଷରୁ ଉତ୍କର୍ଷ ଉତ୍ସବ ପାଳିତ
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଆ ସମାଜ ଆବୁଧାବି (ଓସା) ପକ୍ଷରୁ ନିକଟରେ ଉତ୍କଳ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଜଣାଯାଇଛି । ଉତ୍କର୍ଷ-୨୦୨୬ ଶୀର୍ଷକ ଏହି ବାର୍ଷିକ...
ଭଦ୍ରକରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁ ଓ ସମ୍ଭାବ୍ୟ...
ଶିବ ବିବାହ ଉତ୍ସବ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ, ଜୁନ୍ ୧୯ରେ ବିବାହ ବନ୍ଧନରେ...
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ମହୋତ୍ସବ ଆସନ୍ତା ଜୁନ୍ ୧୯ ତାରିଖରେ ବୈଦିକ ରୀତିନୀତି ଓ ଲୋକାଚାର ମଧ୍ୟରେ ଆୟୋଜିତ...
ନ୍ୟାୟର ପ୍ରତୀକ ଥିଲେ ଅଧିବକ୍ତା ଦୁର୍ଗା ମହାପାତ୍ର, ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସନ୍ନ ରାୟ...
ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ ଅଧିବକ୍ତା ତଥା ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକର ପୂର୍ବତନ ସମ୍ପାଦକ ସ୍ୱର୍ଗତ ଦୁର୍ଗା ପ୍ରସନ୍ନ ରାୟ ମହାପାତ୍ର ଏକାଧାରରେ ଜଣେ...
























