Snigdha Ray
ଦୀର୍ଘଦିନର ବିବାଦୀୟ ୫୯୫ପ୍ଲଟ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ କ୍ରମେ ଉଛେଦ ପ୍ରକ୍ରିୟା
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଂଚାୟତରେ ୨୦୨୧ ମସିହାରୁ ଲାଗିରହିଥିବା ବହୁ ଚର୍ଚ୍ଚିତ ଓ ବିବାଦୀୟ ପ୍ଲଟ ନଂ୫୯୫...
ଧାମରାରେ ଜଳ ମିଶନ ଏକ ପ୍ରଶ୍ନବାଚୀ,ଏହାର କାର୍ଯ୍ୟକାରୀତା ନେଇ କଳ୍ପନା ଜଳ୍ପନା
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ଅଂଚଳରେ ଖରାରେ ଲୋକ ଆଉଟୁପାଉଟୁ ହେଲେଣି। ଧାମରାରେ ଖରାର ତାପମାତ୍ର ବଢି ବଢି...
ଭଦ୍ରକରେ ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ବରିଷ୍ଠ ନାଗରିକର...
ଭଦ୍ରକ, ୨୧ା୨ - ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଙ୍ଘ ତଥା ଭଦ୍ରକ ଜିଲ୍ଲାବାସୀଙ୍କର ମୁଖ୍ୟ ଦାବୀ ଦୁଇଟିକୁ ବର୍ତମାନର ଆମ ସରକାର ବିଧିବଦ୍ଧ ଭାବେ ପୂରଣ କରିଥିବାରୁ ଜିଲ୍ଲାବାସୀ ଅତ୍ୟନ୍ତ ଖୁସି।...
ଝରକା ଗ୍ରିଲ ଭାଙ୍ଗି ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ
ଭଦ୍ରକ, ୨୧ା୨ -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ବାମନବିନ୍ଧା ଗ୍ରାମର ଗଙ୍ଗାଧର ସେଠୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଅଳଙ୍କାର, ଟଙ୍କା ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା...
ଧାମନଗରରେ ସାଇବର ଜାଲିଆତି, ଥାନାରେ ଦ୍ୱାରସ୍ଥ ହେଲେ ଯୁବକ
ଭଦ୍ରକ, ୨୧ା୨ -ଇଂଟରନେଟ୍ ଯେତିକି ସୁବିଧା ଆଣିଛି, ସାଇବର ଅପରାଧୀମାନେ ତା’ଠାରୁ ଅଧିକ ବିପଦ ସୃଷ୍ଟି କଲେଣି। ଧାମନଗର ଥାନା ଆନନ୍ଦପୁର ପଂଚାୟତ ଉତେଇପୁର ଗାଁର ପ୍ରତାପ କୁମାର ବାରିକ ନାମକ ଜଣେ...
ସିନ୍ଦୋଳ ଲଷ୍ମୀନାରାୟଣ ମଣ୍ଡି ଚାଷୀ ୨୪ରେ କରିବେ ରାସ୍ତାରୋକ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରାହାଟ ଥାନା ଅଧିନ ସିନ୍ଦୋଳ ଲଷ୍ମୀ ନାରାୟଣ ମହିଳା ସଂଘ ଧାନ ମଣ୍ଡିର ଚାଷୀମାନେ ଭଦ୍ରକ...
ରାସ୍ତାରୋକ ପୂର୍ବରୁ ପହଂଚିଲା ପ୍ରଶାସନ,ନୋଡାଲ ଅଧିକାରୀ,ବିଡ଼ିଓ, ତହସିଲଦାର, ମିଲର ଓ ଚାଷୀଙ୍କ ୪ଘଂଟା ଆଲୋଚନା,...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାମନବିନ୍ଧା ସମିତିରୁ ଗତ ସପ୍ତାହେ ହେଲା ମିଲରମାନେ ଧାନ ଉଠାଉ ନଥିବାରୁ ସ୍ଥାନୀୟ ଅଂଚଳର...
ଜିଲାରେ ଧାନ ସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ,ପାକ୍ସ ସଭାପତି ଓ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ଧାନ ସଂଗ୍ରହ କାର୍ଯ୍ୟରେ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟିକୁ ନେଇ ସେବା ସମବାୟ ସମିତିର ସଭାପତି ଓ ବାଲେଶ୍ୱର-ଭଦ୍ରକ କେନ୍ଦ୍ର...
ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ସୁନା ରୂପା ଅଳଙ୍କାରକୁ ଉଦ୍ଧାର କଲା ପୁଲିସ୍ ,ଦୁଇ...
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରକୁ ଫେରୁଥିଲା ବେଳେ ସୁନା ଦୋକାନୀ ଙ୍କ ଠାରୁ ଲୁଟ ଘଟଣାରେ ଭଦ୍ରକ ଟାଉନ ପୋଲିସ କୁ ମିଳିଛି ବଡ଼ ସଫଳତା।...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଯୁକ୍ତି ନମିଳିବାରୁ ଭଦ୍ରକ ଜିଲ୍ଲା ଶ୍ୟାମସୁନ୍ଦର ପୁର ଅଂଚଳ ର ଯୁବତୀ ବିଜୟା ଲକ୍ଷ୍ମୀ ଦାସ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି...
ଶ୍ରୀକାନ୍ତ ମହାଳିକଙ୍କୁ ଜାତୀୟ ଶିଶୁ ସାହିତ୍ୟିକ ସମ୍ମାନ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଡ. ଧୀରେନ୍ଦ୍ର ନାଥ ମୁଣ୍ଡ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ପକ୍ଷରୁ ବରପାଲି, ବରଗଡ ଜିଲ୍ଲା ଠାରେ ଜାତୀୟ ଶିଶୁ ସାହିତ୍ୟ...
ଚାନ୍ଦବାଲି ମାଟିର ଝିଅ ପୂଜାରାଣୀ ଦାସ ୨୩ ବର୍ଷରୁ କମ୍ ଓଡିଶା ମହିଳା କ୍ରିକେଟ...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବି ସି ସି ଆଇ ପକ୍ଷରୁ ୨୩ ବର୍ଷରୁ କମ୍ ମହିଳା ଦିନିକିଆ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି।...
ମହୋତ୍ସବ ମାଧ୍ୟମରେ ଗ୍ରାମ ଗ୍ରାମ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଏ, ବାବା ବୀରେଶ୍ୱର ମହୋତ୍ସବ...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକର ନଳାଙ୍ଗ ନିକଟସ୍ଥ ବିରପଡା ଠାରେ ବାବା ବିରେଶ୍ୱର ମହୋତ୍ସବ ଗତକାଲି ବୁଧବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି ।...
ସାଧାରଣ ଲୋକଙ୍କ ସେବା ପାଇଁ କାର୍ଯ୍ୟକର୍ତାମାନେ ସଂକଳ୍ପ ନିଅନ୍ତୁ:ବିଜେପିର ମିଶ୍ରଣ ପର୍ବ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟି କେବଳ କ୍ଷମତା ରାଜନୀତିରେ ବିଶ୍ୱାସ କରେ ନାହିଁ।ସମାଜର ତଳସ୍ତରରେ ଥିବା ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ...
ଚାରୁଚନ୍ଦ୍ର ମେମୋରିଆଲ୍ ଭଲି ଟୁର୍ଣ୍ଣାମେଟଂ ଉଦ୍ଘାଟିତ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ଅଚଂଳର ସମାଜସେବୀ ଚାରୁଚନ୍ଦ୍ର ନାୟକଙ୍କ ଦ୍ୱୀତିୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଚାରୁଚନ୍ଦ୍ର ମେମୋରିଆଲ୍ ସର୍ବ ଭାରତୀୟ ଭଲି...
ସର୍ବସାଧାରଣ ରାସ୍ତା ଉପରୁ ଜବର ଦଖଲ ଉଚ୍ଛେଦ ପାଇଁ ଦାବି
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଂଚାୟତ ଅଧିନ ବାଉଁଶବାଗ ଗ୍ରାମର ସରକାରୀ ରାସ୍ତାକୁ ସେହି ଗ୍ରାମର କେତକ ବ୍ୟକ୍ତି ବେଆଇନ...
ଭଦ୍ରକରେ ଶ୍ରୀରାମକୃଷ୍ଣ ଜୟନ୍ତୀ ପାଳିତ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀରାମକୃଷ୍ଣ ପରମହଂସଙ୍କ ଜୀବନ ହେଉଛି ଭାରତ ବଷର୍ର ଦୁଇ ହଜାର ବର୍ଷ ସାଂସ୍କୃତିକ ଇତିହାସର ସଂକ୍ଷିପ୍ତ ସଂସ୍କରଣ । ଭାରତ ବଷର୍ର...
ଚାଇଲ୍ଡ ହେଲ୍ପ ଲାଇନ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ଶିଶୁକୁ ଉତମ ପରାମର୍ଶ...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଟ ହେଲ୍ପ ଲାଇନ...
ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଗାନ୍ଧୀ ବାଳାଶ୍ରମ ପରିଦର୍ଶନ
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ଓଡ଼ିଶା ବାଳାଶ୍ରମକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭଦ୍ରକର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର କର,...
ଖେରଙ୍ଗ ପଂଚାୟତର ସରପଂଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଆକ୍ରମଣ ଓ ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ...
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖେରଙ୍ଗ ପଂଚାୟତର ବିଜେପି କର୍ମୀଙ୍କ ବିରୋଧରେ ଚାନ୍ଦବାଲି ଥାନା ସମ୍ମୁଖରେ ବିଜେଡ଼ିର ନିରବ ପ୍ରତିବାଦ । ଚାନ୍ଦବାଲି ବ୍ଲକର ଖେରଙ୍ଗ ପଂଚାୟତରେ...






















