Home Authors Posts by Santosh Nayak

Santosh Nayak

468 POSTS 0 COMMENTS

ବିଭିନ୍ନ ଜଣ ସମସ୍ୟାର ସମାଧାନ ନେଇ ୯ ଦଫା ଦାବି ସମ୍ବିଳତ ଦାବିପତ୍ର ପ୍ରଦାନ...

0
ବଲାଙ୍ଗିର, ୧୫-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବିଭିନ୍ନ ଜନ ସମସ୍ୟାର ସମାଧାନ ଦାବି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍-ୟୁ-ସି-ଆଇ(ସି) ବଲାଙ୍ଗିର ଶାଖା ତରଫରୁ ସୋମବାରଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ୯...

କରୋନା କଟକଣାକୁ ବେଖାତିର ଭାବେ ଚାଲିଛି ମାଟ୍ରିକ ପରୀକ୍ଷା

0
ବଲାଙ୍ଗୀର/ଟିଟିଲାଗଡ଼, ୧୫-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳୁଛି ଛାତ୍ରଛାତ୍ରୀ ଓ ଅଭଭାବକଙ୍କ ଭିଡ଼। ଦେଖନ୍ତୁ ଏହି ଦୃଶ୍ୟ, ଏହା ହେଉଛି ଟିଟିଲାଗଡ...

ବଲାଙ୍ଗୀର ଜିଲ୍ଲାରୁ ୩୯ ଜଣ ନୂତନ କରୋନା ଅକ୍ରାନ୍ତ ଚିହ୍ନଟ

0
ବଲାଙ୍ଗୀର, ୧୫-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରୁ ଆଜି ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ରେଲୱେ...

ଅର୍ଥାଭାବରୁ ଚିକିତ୍ସା ନହେବା କାରଣରୁ ଯନ୍ତ୍ରଣାରେ ବୃନ୍ଦାବନ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

0
ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଖଗସା ସଂପୃକ୍ତ ବ୍ଲକ୍‌ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍‌ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି।...

ଆକାଶରୁ ଖସିଲା ଏକ ବିରାଟ କାୟ ବେଲୁନ, ଗ୍ରାମବାସୀ ଭୟଭୀତ

0
ବଲାଙ୍ଗୀର ୧୩-୦୯, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍‌ଅନ୍ତର୍ଗତ ସାନଡଙ୍ଗର ଗାଁ ପାଖ ବିଲରେ ଖସି ପଡ଼ିଥିବା ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ...

ବଜ୍ରପାତରେ ମାଆଙ୍କ ଶୋଚନୀୟ ମୃତ୍ୟୁ, ୧୨ ବର୍ଷୀୟ ପୁଅ ଗୁରୁତର

0
ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ (୪୦) ଆଜି ବିଲକୁ ଯାଉଥିବା ବେଳେ ହଟାତ ବଜ୍ରପାତରେ ତାଙ୍କର ମୃତ୍ୟୁ...

ଦେଉଗାଁ ବ୍ଲକରେ ହାତୀ ଆତଙ୍କ : ବ୍ୟାପକ ଫସଲ ନଷ୍ଟ

0
ବଲାଙ୍ଗୀର, ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦେଓଗାଁ ବ୍ଳକରେ ଦୈନନ୍ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। କେତେବେଳେ ହାତୀ ଧାନ ଚାଷ ନଷ୍ଟ କରୁଛି ତ ପୁଣି କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ...

ଚାଷୀଙ୍କ ଫସଲବୀମା ଟଙ୍କା ପ୍ରଦାନ ନେଇ ବି ଜେ ପି ଦଳ ତରଫରୁ ଦାବି

0
ବଲାଙ୍ଗୀର ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ଗତ ବର୍ଷ ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଓ ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାଇକ୍ରୋ ସ୍ତରୀୟ ଇ ଲୋକ ଅଦାଲତ ଅନୁଷ୍ଠିତ

0
ବଲାଙ୍ଗୀର, ୧୨-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର କୋର୍ଟ ପରିସରରେ ଆଜି ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଦାଶଙ୍କ ଅଧ୍ୟକ୍ଷତାରେ ମାଇକ୍ରୋ ସ୍ତରୀୟ ଇ-ଲୋକ ଅଦାଲତ...

କଣ୍ଟାବାଞ୍ଜି ଏନଏସିରେ ବ୍ୟାପକ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ

0
ବଲାଙ୍ଗୀର / କଣ୍ଟାବାଞ୍ଜି, ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଏନଏସି ରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା...

ଲୋୟର ସୁକତେଲ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ

0
ବଲାଙ୍ଗିର, ୧୨-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ କିଛିଦିନ ତଳେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି...

ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ, ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ପୂଜା

0
ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ...

୧୧୦ ଜଣ ବଲାଙ୍ଗୀର ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗୀର ପୌରାଞ୍ଚଳରୁ ୫୧

0
ବଲାଙ୍ଗିର, ୦୮-୦୯ (ଓଡ଼ିଆ ପୁଅ) : ଆଜି ବଲାଙ୍ଗିର ଜିଲ୍ଲାରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୫୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ...

ଟିଟିଲାଗଡ଼ରେ ପ୍ରଥମ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

0
ବଲାଙ୍ଗୀର, ୦୮-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ରେ ଚିକିତ୍ସିତ...

ଭିଲେଜର୍ସ ଇଣ୍ଡିଆ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ତଥା ଶ୍ରମମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ, ଶ୍ରମିକ ସମସ୍ୟା...

0
ବଲାଙ୍ଗିର, ୦୭-୦୯ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମାଣ ଶ୍ରମିକ ଯୋଜନାର ଲାଭ ପାଇବା ପାଇଁ ଆଜି ୫୦୦ ଶ୍ରମିକ ଜବ୍‌ କାର୍ଡଧାରୀ, ଦାଦନ ଶ୍ରମିକ ମାନେ ବଲାଙ୍ଗିର...

ହତ୍ୟାକାରୀକୁ ପୋଲିସ ଗିରଫ କରିବା ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

0
ବଲାଙ୍ଗୀର, ୦୭-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ପୁଇଁତଲା ଥାନା ହତ୍ୟାକାଣ୍ଡକୁ ବିତିଲାଣି ୧୨ ଦିନ। ହେଲେ ପୋଲିସ ଅଭିଯୋଗ ପାଇ ସୁଦ୍ଧା ନିରବ ରହିବା ନେଇ ତୀବ୍ର ବିରୋଧ କରାଯାଇଛି। ପ୍ରକାଶ...

ନିଲମ୍ବିତ ଉପଜିଲ୍ଲାପାଳଙ୍କୁ ଗିରଫ ଦାବିରେ ଜିଲ୍ଲା ମହିଳା ସୁରକ୍ଷା ସଙ୍ଗଠନର ଦାବି

0
ବଲାଙ୍ଗୀର, ୭-୯ (ଓଡ଼ିଆ ପୁଅ) ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ସରକାର ନିଲମ୍ବନ କରିଥିବା ବଲାଙ୍ଗୀର ର ପୂର୍ବତନ ଉପଜିଲ୍ଲାପାଳଙ୍କୁ ଗିରଫ କରାଯାଉ। ଏହି ଦାବି କରିଛି ବଲାଙ୍ଗୀର ଜିଲ୍ଲାର ମହିଳା...

ବଲାଙ୍ଗୀର ଜିଲ୍ଲାରେ ୭୫ ଜଣ କରୋନା ଅକ୍ରାନ୍ତ ଚିହ୍ନଟ

0
ବଲାଙ୍ଗୀର ୭-୯ (ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବଲାଙ୍ଗିର...

ବିଜୁଳି ନ ରହିବା ଓ ଜେନେରେଟର ବନ୍ଦ ହୋଇ ରହିବା ଓ ଅଲ୍ଟ୍ରାସାଉଣ୍ଡ ପାଇଁ...

0
ବଲାଙ୍ଗୀର, ୦୭-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା କୋଭିଡ ଯୋଦ୍ଧାଙ୍କ ଭୂମିକା ସମସ୍ତଙ୍କଠୁ ଅଧିକା। ସରକାରୀ ଏବଂ ବେସରକାରୀ ତଥା ଡାଇଗ୍ନୋଷ୍ଟିକ ସେଣ୍ଟରମାନଙ୍କରେ...

ବଲାଙ୍ଗୀର ଜିଲ୍ଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା

0
ବଲାଙ୍ଗୀର ୦୭-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ଆଜି ୪୩ ଜଣ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ...