Home Authors Posts by Ranjan Das

Ranjan Das

1805 POSTS 0 COMMENTS

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଅବ୍ୟବସ୍ଥା ଦେଖି ଡେଙ୍ଗୁ ରୋଗୀର...

0
କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ରୋଗୀ ଚିକିସôା କରିବାକୁ ଆସନ୍ତି ଓଗୁରୁତର ରୋଗୀ ଭର୍ତି ହୋଇ ଚିକିସôା କରାଯାଏ ।ଏହି ହସପିଟାଲର...

କୋରାପୁଟ ପୌର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ

0
କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ପୌର ପରିଷଦ ଦ୍ୱାରା ମହା ସମାରହୋରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଛି । ପ୍ରତ୍ୟୁଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ...

କୋରାପୁଟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଶିଶୁ ସଂସଦ ନିର୍ବାଚନ ଫଳ ଘୋଷଣା ଓ...

0
କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଶିଶୁ ସଂସଦ ନିର୍ବାଚନର ଫଳ ଘୋଷଣା କରାଯିବା ସହ ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶପଥପାଠ କରାଯାଇଥିଲା...

ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ବୈଠକ

0
କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା...

କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କଲେ

0
କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ଆଜି ପୂର୍ବାହ୍ନରେ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ,...

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ଶୁଭରାମ୍ଭ

0
କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାରେ ରାଜ୍ୟ ସରକାରଙ୍କର ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ...

ଲଗାଣ ବର୍ଷାରେ କୋଲାବ ଜଳସ୍ତର ବୃଦ୍ଧି, ଖୋଲାହେଲା ୧ଗେଟ୍

0
କୋରାପୁଟ ;ତା୨୬-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଥିବାବେଳେ କୋଲାବ ଜଳ ଭଣ୍ଡାର ସମେତ ଅନ୍ୟାନ୍ୟ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି। ଉପର କୋଲାବ...

ମୋ ସ୍କୁଲ ଅଭିଯାନ- ସରକାରୀ ବାଳିକା ବିଦ୍ୟାଳୟଠାରେ ବାଳିକା ଆତ୍ମରକ୍ଷା କୈାଶଳ ଓ କରାଟେ...

0
କୋରାପୁଟ ; ତା୨୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ମୋ ସ୍କୁଲ ଅଭିଯାନ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ବାଳିକା ଆତ୍ମରକ୍ଷା କୈାଶଳ ଓ କରାଟେ ଶିକ୍ଷାର ଶୁଭାରମ୍ଭ କରାଯାଇଥିବା ଜଣାପଡିଛିି।ବିଦ୍ୟାଳୟର ପ୍ରଧାନଶିକ୍ଷକ...

ହଷ୍ଟେଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଭାରତ ସେବା ସୋସାଇଟିର...

0
କୋରାପୁଟ ; ତା୨୫-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ମିଶନାରୀ ସଂସ୍ଥା ଦ୍ୱାରା କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତର ଗିର୍ଞିଗୁଡା ଗ୍ରାମରେ ଭାରତ ସେବା ସୋସାଇଟି ନାମରେ ଏକ ହ ଷ୍ଟେଲ ଖୋଲି...

ପୂଜାରୀପୁଟ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଫଳ ଘୋଷଣା ଓ ଶପଥପାଠ ଉତ୍ସବ

0
କୋରାପୁଟ ୨୫-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଅନୁଷ୍ଟିତ ହୋଇ ଫଳ ଘୋଷଣା କରାଯିବା ପରେ ଆଜି ବିଦ୍ୟାଳୟ ପରିସରରେ ଶପଥ...

କୋରାପୁଟ ଜିଲ୍ଲାରେ ୨୪ ଟି ଜଳବିଭାଜିକା ପ୍ରକଳ୍ପ ବନ୍ଦ ହେବ ; ଚିନ୍ତାରେ ଠିକା...

0
କୋରାପୁଟ ; ତା ୨୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ୨୪ ଟି ଜଳବିଭାଜିକା ପ୍ରକଳ୍ପ ବନ୍ଦ କରାଯିବ ବୋଲ ରାଜ୍ୟ ନିଦେ୍ର୍ଦଶକ ଚିଠି ପ୍ରେରଣ କରିବା ପରେ କାର୍ଯ୍ୟରତ...

ପୂଜାରୀପୁଟ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ

0
କୋରାପୁଟ ; ତା୨୪-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ପୂଜାରୀ ପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସଂସଦ ନିର୍ବାଚନ ଶେଷ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ୧୩ ଟି ପଦବୀ ନିମନ୍ତେ ୨୭...

ଅବକାରୀ ବିଭାଗ ଚଢାଉ ; ୧୪୨ କେଜି ଗଞ୍ଜେଇ ଜବତ ଓ ୨ ମହିଳା...

0
କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଅଧିକାରୀମାନେ ୨ ଟି ସ୍ଥାନରେ ଚଢାଉ କରି ୧୪୨ କେଜି ଗଞ୍ଜେଇ...

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

0
କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।ଜୟପୁର ବ୍ଲକ ଅନ୍ତର୍ଗତ ଛାତଡିପୁଟ ଗ୍ରାମରଯୁଧିଷ୍ଠିର ପେଣ୍ଢିଆ ନିଜ ଜମିକୁ...

କାର ଓ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ ଓ ଜଣେ ଗୁରୁତର

0
କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ଧାମଣାହାଣ୍ଡି ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବାଦ୍ୱାରା ୨ ଜଣ ବ୍ୟକ୍ତି ମୃତ୍ୟୁବରଣ...

କୋରାପୁଟ ଜେଲର କଏଦୀମାନଙ୍କୁ ନୈତିକତାର ଶିକ୍ଷା ପ୍ରଦାନ ; ପ୍ରତିଶୋଧ ନେବା ପରିବର୍ତେ ନିଜକୁ...

0
କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କାରାଗୃହରେ ନିଜକୁ ପରିବର୍ତ୍ତନ କରିବାର ପ୍ରବୃତି ରଖିବାକୁ ପଡିବ।ଅନ୍ୟଠାରୁ ପ୍ରତିଶୋଧ ନେବା ବଦଳରେ ନିଜକୁ ପରିବର୍ତ୍ତନ କର।ପ୍ରତିଶୋଧ ନେବା ଦ୍ୱାରା ସମସ୍ୟା ବଢିଯାଇଥାଏ ବୋଲି...

ଆସନ୍ତା ଗୁରୁଦିବସରୁ ସାମୁହିକ ଛୁଟିରେ ଯିବେ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ

0
କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ୫ ତାରିଖ ଗୁରୁ ଦିବସରୁ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକମାନେ ସାମୁହିକ ଛୁଟିରେ ଯିବେ ବୋଲି କୋରାପୁଟ ସାଂସ୍କୃତିକ ପରିଷଦରେ ଆୟୋଜିତ ମହାମଣ୍ଡଳୀୟ ବୈଠକରେ...

କୋରାପୁଟ ମ୍ୟୁନସିପାଲଟିରେ ଏଲଇଡି ଲାଇଟ ସ୍ଥାପନ କାର୍ଯ୍ୟ ଆରମ୍ଭ

0
କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟିରେ ଏଲଇଡି ଲାଇଟର ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିବା ଅଧ୍ୟକ୍ଷ ଭଗବାନ ବାହିନିପତି ସୂଚନା ଦେଇଛନ୍ତି।ଇସାଲ କଂପାନୀଦ୍ୱାରା ମ୍ୟୁନସିପାଲଟିର ୨୧ ଟି ଓାର୍ଡରେ...

ଅବ୍ୟବସ୍ଥା ମଧ୍ୟରେ ପିଣ୍ଡାପଦର ଗ୍ରାମ: ରାସ୍ତା ନାହିଁ; ଝରଣାରୁ ପାଣି ବ୍ୟବହାର- ସ୍କୁଲ ଘର...

0
କୋରାପୁଟ ; ତା୨୨-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଂଚାୟତର ପିଣ୍ଡାପଦର ଗ୍ରାମ ଅବ୍ୟବସ୍ଥା ମଧ୍ୟରେ ରହିଥିବା ଜଣାପଡିଛି।ପଣ୍ଡସ ଗ୍ରାମରୁ ୭ କିମି ପାହାଡ ରାସ୍ତାରେ ଚାଲି...

ନବରଙ୍ଗପୁର ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ; କୋରାପୁଟରେ ଜଣେ ମୃତ

0
କୋରାପୁଟ ;ତା୨୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନବରଙ୍ଗପୁର ଜିଲାର ଆମ୍ବ ଟାକୁଆ ଖାଇ ଗୁରୁଚର ଥିବା ପ୍ରମିଳା ସାଉନ୍ତାଙ୍କର କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ମୃତ୍ୟୁ ହୋଇଛି। ପ୍ରମିଳାଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା...