Home କୋରାପୁଟ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ବୈଠକ

ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ବୈଠକ

104

କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷା ମିନାକ୍ଷୀ ବାହିନିପତି , କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ବିଜେଡିର ସୀମାଞଳ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।ଆସନ୍ତା ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବାପରେ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଫର୍ମ ଦାଖଲ ସମୟ ସୀମା ରହିଥିବା କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ସୂଚନା ଦେଇଥିଲେ ।ଆସନ୍ତା ବର୍ଷ ଜାନୁଆରୀ ମାସ ୪ ତାରିଖଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ବୋଲି ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.