Home କୋରାପୁଟ କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କଲେ

କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କଲେ

109

କୋରାପୁଟ ; ତା୩୦-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ମ୍ୟୁନସିପାଲଟି କର୍ତୂପକ୍ଷ ଆଜି ପୂର୍ବାହ୍ନରେ ମଶାଣୀ ସଫେଇ କରିବା ସହ ବୃକ୍ଷରୋପଣ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି , ଉପାଧ୍ୟକ୍ଷା ସଂଜୁଲତା ରାଉତ , ମ୍ୟୁନସିପାଲଟି ଇଂଜିନିୟର ରମେଶ କୁମାର ମହାରଣା , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହ , ପରିମଳ ନିରୀକ୍ଷକ ଭରତ ହାଲୁଆ ଓ କର୍ମଚାରୀମାନେ ଆଜି ସକାଳେ ମଶାଣୀକୁ ଯାଇ ସଫେଇ କରିଥିଲେ । ଏହାପରେ ମାଶାଣୀ ପରିସରରେ ବୃକ୍ଷରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.