Home ଓଡ଼ିଶା କୋରାପୁଟ ମ୍ୟୁନସିପାଲଟିରେ ଏଲଇଡି ଲାଇଟ ସ୍ଥାପନ କାର୍ଯ୍ୟ ଆରମ୍ଭ

କୋରାପୁଟ ମ୍ୟୁନସିପାଲଟିରେ ଏଲଇଡି ଲାଇଟ ସ୍ଥାପନ କାର୍ଯ୍ୟ ଆରମ୍ଭ

81

କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟିରେ ଏଲଇଡି ଲାଇଟର ସ୍ଥାପନ କାର୍ଯ୍ୟ ଆରମ୍ଭ କରାଯାଇଥିବା ଅଧ୍ୟକ୍ଷ ଭଗବାନ ବାହିନିପତି ସୂଚନା ଦେଇଛନ୍ତି।ଇସାଲ କଂପାନୀଦ୍ୱାରା ମ୍ୟୁନସିପାଲଟିର ୨୧ ଟି ଓାର୍ଡରେ ଏଲଇଡି ଲାଇଟ ଲଗାଯିବ ଓ ଆସନ୍ତା ୩୧ ତାରିଖଦିନ ଏହା ଉଦଗାଟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି।ଓାର୍ଡରେ ଲାଗିଥିବା ପୂରୁଣା ଷ୍ଟ୍ରିଟ ଲାଇଟ ଗୁଡିକ କଢାଯାଇ ନୂତନ ଏଲଇଡି ଲାଇଟ ଲଗାଯିବ ଓ ସହରକୁ ଏହା ଅଧିକା ଉଜ୍ଜଳ କରିବ ବୋଲି ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.