Home Authors Posts by Ranjan Das

Ranjan Das

1805 POSTS 0 COMMENTS

ମହମ୍ମଦ ଜୟନ୍ତି ପାଳିତ

0
କୋରାପୁଟ;ତା୨୧-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମହା ଆଡମ୍ବର ସହକାରେ ମହମ୍ମଦ ଜୟନ୍ତି ବା ମିଲାଦ୍-ଉଲ୍-ଲାବି ପାଳନ କରିଛନ୍ତି । ସୁନି ସମ୍ପ୍ରଦାୟ ପକ୍ଷରୁ...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷରେ...

0
କୋରାପୁଟ ; ତା୨୧-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର କ୍ଷୁଦ୍ର ଅସ୍ତ୍ରୋପଚାର କକ୍ଷରେ ତାଲା ପଡିଥିବାରୁ ରୋଗୀମାନେ ହନ୍ତସନ୍ତ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି...

ଓଡିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାଗରଣ ସୃଷ୍ଟି ନିମନ୍ତେ କାର୍ଯ୍ୟକରିବି-ପୂର୍ବତନ ବିଧାୟକ

0
କୋରାପୁଟ ; ତା୨୦-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାଗରଣ ସୃଷ୍ଠି ନିମନ୍ତେ କାର୍ଯ୍ୟକରିବି ବୋଲି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆମ ପ୍ରତିନିଧିଙ୍କ ଏକ ସ୍ୱତନ୍ତ୍ର...

କୋରାପୁଟର ପୂର୍ବତନ ବିଧାୟକଙ୍କ ସମର୍ଥନରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି କର୍ମି ସମ୍ମିଳନୀ...

0
କୋରାପୁଟ ; ତା୨୦-୧୧-୧୮(ଓଡିଆପୁଅ/ରଂଜନ କୁମାରଦାସ)କୋରାପୁଟର ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପଦବୀରୁ ଇସ୍ତାଫା ଦେବା ପରେ ଆଜି କୋରାପୁଟରେ ପହଂଚିବା ପରେ କଂଗ୍ରେସକର୍ମିମାନେ ସ୍ୱାଗତ କରିଥିବା ଦେଖାଦେଇଥିଲା ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ...

ପରବ-୨୦୧୮ ଉଦଯାପିତ ; ତାରା ,ଚନ୍ଦ୍ର ଓ ଝିନ୍ନ ନାଚିଲେ ଜନତା ଝୁମିଲେ

0
କୋରାପୁଟ;୧୯-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) ରବିବାର କୋରାପୁଟ ଜିଲାର ଲୋକ ମହୋସôବ ପରବ-୨୦୧୮ ଉଦଯାପୀତ ହୋଇଛି । ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ କେ.ସୂଦର୍ଶନ ଚକ୍ରର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ...

ମାନବାରଠାରେ ଆମ ଶିଶୁଗୃହ ଉଦଘାଟିତ

0
କୋରାପୁଟ ; ତା୧୮-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ...

ରୋଲ୍ ପ୍ଲେ ପ୍ରତିଯୋଗିତାରେ କୋରାପୁଟ ଜାତୀୟ ସ୍ତରକୁ ମନୋନୀତ

0
କୋରାପୁଟ;ତା୧୮-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଭବୂନେଶ୍ୱର ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନରେ ଆୟୋଜିତ ରାଜ୍ୟ ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିରେ କୋରାପୁଟ ସରକାରୀ ବାଳିକା ଉଚ ବିଦ୍ୟାଳୟ ଚମ୍ପିଆନ ହୋଇ ଜାତୀୟ ସ୍ତରକୁ ମନୋନୀତ...

ଶବ ବାହକ ଗାଡି ନଆସିବାରୁ ବାରଣ୍ଡାରେ ରାତି ସାରା ରହିଲା ଶବ

0
କୋରପୁଟ;ତା୧୮-୧୧-୧୮ (ଓଡିଆପୁଅ /ରଂଜନ କୁମାର ଦାସ) ପାଖରେ ପଇସା ନାହିଁ କି ହସ୍ପିଟାଲରେ ଶବ ବାହକ ଗାଡି ନାହିଁ,ଫଳରେ ହସ୍ପିଟାଲ ବାରଣ୍ଡାରେ ରାତି ସାରା ପଡି ରହିଲା ଏକ ମୃତଦେହ । ଅନ୍ୟ...

ପରବର ଦ୍ୱିତୀୟ ସଂନ୍ଧ୍ୟା ; ଡ.ମାଳବିକା ମିତ୍ର ପରବ ଶାବରୀ ସମ୍ମାନରେ ସମ୍ମାନ୍ନିତ

0
କୋରାପୁଟ;ତା୧୮-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଲୋକ ମହୋସôବ ପରବ-୨୦୧୮ର ଦ୍ୱିତୀୟ ସଂନ୍ଧ୍ୟା ହଜାର ହଜାର ଲୋକଙ୍କ ସମାଗମରେ ଅନୁଷ୍ଠିତ ହୋଇଛି । ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ କେ.ସୂଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ...

ପଟ୍ଟାଙ୍ଗିରେ ଚାଷି ଆତ୍ମହତ୍ୟା ଅଭିଯୋଗ

0
କୋରାପୁଟ ; ତା୧୮-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ରୁଣଭାର ଓ ଫସଲହାନି ଚିନ୍ତାରେ କୋରାପୁଟ ଜିଲାରେ ଜଣେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷିଙ୍କ ପତ୍ନୀ ନିଜେ ଏ...

ପରବ ମୁଖ୍ୟ ସମାରୋହ ଉଦଘାଟିତ

0
କୋରାପୁଟ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ ) ରାଜ୍ୟସ୍ତରୀୟ ଲୋକ ମହୋସôବ ପରବ-୨୦୧୮ ମୁଖ୍ୟ ସମାରୋହ ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଶୁକ୍ରବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଛି । ଜିଲାପାଳ ତଥା ପରବ...

କୋରାପୁଟଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

0
କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଗାନ୍ଧିନଗରଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ...

କୋରାପୁଟ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

0
କୋରାପୁଟ ; ତା୧୭-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ ) ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ...

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଆଇସିଡିଏସର ପରିଦର୍ଶିକାମାନେ ମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ 

0
କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଆଇସିଡିଏସର ପରିଦର୍ଶିକାମାନେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସିଧାସଳଖ ନିଯୁକ୍ତି...

କୋରାପୁଟ ଆଦିବାସୀ ସଂଗ୍ରହାଳୟର ରୋପ୍ୟଜୟନ୍ତି

0
କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଆଦିବାସୀ ସଂଗ୍ରହାଳୟର ରୋପ୍ୟଜୟନ୍ତି ଉସôବ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଟାନିକଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ...

ଲୋକ ବିକାଶ ମଂଚ ତରଫରୁ ବିଶ୍ରାମୁଣ୍ଡା ଜୟନ୍ତି ପାଳିତ

0
କୋରାପୁଟ ; ତା୧୭-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ କୋଟସଠାରେ ଲୋକ ବିକାଶ ମଂଚ ତରଫରୁ ସ୍ୱାଧିନତା ସଂଗ୍ରାମୀ ବିଶ୍ରାମୁଣ୍ଡାଙ୍କ ଜୟନ୍ତି ପାଳିତ ହୋଇଯାଇଛି ।କୋରାପସ୍ୱଙ୍କ ଜିଲ୍ଲା ସଭାପତି ରାମଚନ୍ଦ୍ର ଭତ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ପରବ ପାଇଁ ମିନି ମାରାଥନ ; ମହିଳା ବିଭାଗରେ ବତୀ,ପୁରୁଷରେ ହେମନ୍ତ ପ୍ରଥମ

0
କୋରାପୁଟ ;ତା୧୫- ୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) ପରବ-୨୦୧୮ ପାଇଁ ଆଜି କୋରାପୁଟରେ ମିନି ମାରାଥନ ପ୍ରତିଯୋଦିତା ଆୟୋଜିତ ହୋଇଛି । ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି , ବିଏସଏଫ ଡିଆଇଜି ଆଲୁରୀ ଶ୍ରୀନିଭାସନଙ୍କ ଉପସ୍ଥିତିରେ...

ମାଛକୁଣ୍ଡ ପ୍ରଜେକ୍ଟ ଅନଏମ୍ପ୍ଲଏଡ ୟୁଥ୍ ଆସୋସିଏସନର ଧାରଣା

0
କୋରାପୁଟ ; ତା୧୪-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)/ ୭ଦଫା ଦାବି ପୂରଣ ପାଇଁ ମାଛକୁଣ୍ଡ ଅନଏମ୍ପ୍ଲଏଡ ୟୁଥ୍ ଆସୋସିଏସନ ଜଳ ବିଦୟୁତ ପ୍ରକଳ୍ପ ଅଧୀକ୍ଷଣ ଯଂନ୍ତ୍ରୀ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଛନ୍ତି ।...

ପୁଙ୍ଗାର ବିଦ୍ୟାଳୟରେ ଶିଶୁ ଦିବସ ପାଳିଲେ ରାଜ୍ୟପାଳ; ଶିଶୁମାନେ ଭଗବାନଙ୍କ ଚଳନ୍ତି ପ୍ରତିମା-ରାଜ୍ୟପାଳ

0
  କୋରାପୁଟ,୧୪/୧୧(ଓଡିଆପୁଅ/ରଂଜନ କୁମାର ଦାସ) ଶିଶୁମାନେ ଭଗବାନଙ୍କ ଚଳନ୍ତି ପ୍ରତିମା ସଦୃଶ,ସେମାନଙ୍କ ମନ ଭଗାବନଙ୍କ ଭଳି ପବିତ୍ର ଓ ନିଷ୍କପଟ,ତେଣୁ ସେମାନଙ୍କୁ କୌଣସି ବାର୍ତା ଦିଆ ଯାଏ ନାହିଁ ବରଂ ସେମାନଙ୍କ ମୁହଁରୁ ତାଙ୍କ...

ପରବ-୧୮ ; ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା

0
କୋରାପୁଟ ; ତା୧୨-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ପରବ-୨୦୧୮ ଅବସରରେ ସ୍ଥାନୀୟ ସରକାରୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ କୁଇଜ, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନଙ୍କ...