Home କୋରାପୁଟ କୋରାପୁଟ ଆଦିବାସୀ ସଂଗ୍ରହାଳୟର ରୋପ୍ୟଜୟନ୍ତି

କୋରାପୁଟ ଆଦିବାସୀ ସଂଗ୍ରହାଳୟର ରୋପ୍ୟଜୟନ୍ତି

98

କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଆଦିବାସୀ ସଂଗ୍ରହାଳୟର ରୋପ୍ୟଜୟନ୍ତି ଉସôବ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଟାନିକଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି , ନୂତତ୍ୱ ପ୍ରଫେସର ଏସ.ଏନ.ରଥ , ଗବେଷକ ଅନିଲ ଧୀର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଏହା ୨ ଦିନ ପର୍ଯ୍ୟନ୍ତ ଚାଲିବ ।ନିଦେ୍ଦର୍ଶକ ଗଦାଧର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।ସୂଚନାଯୋଗ୍ୟ ଯେ ୧୯୯୨ ମସିହା ଜାନୁଆରୀ ୨୬ ତାରିଖଦିନ କୋରାପୁଟ ଆଦିବାସୀ ସଂଗ୍ରାହାଳୟ ଉଦଘାଟିତ ହୋଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.