Ranjan Das
ବିବାଦୀୟ କୋଟିଆର ୩ ଟି ଗ୍ରାମରେ ଜିଲ୍ଲା ପ୍ରଶାସନର ସଚେତନତା ଓ ସ୍ୱାସ୍ଥ୍ୟ ଶିବିର
କୋରାପୁଟ ; ତା୦୫-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆର ଧୂଲିପଦର ଗ୍ରାମରେ ଆସନ୍ତା ୭ ତାରିଖ ଦିନ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ବିବାଦୀୟ...
ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଲା ;ଅଧିକାରୀମାନଙ୍କ କୋଟିଆ ଗସ୍ତ...
କୋରାପୁଟ ;ତା୦୫-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବିାବଦୀୟ କୋଟିଆର ଗ୍ରାମପୁଞରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ଚେତା ପଶି କେତେଜଣ ଅଧିକାରୀ ଗତକାଲି ଅପାରହ୍ନରେ...
ଜଗନ୍ନାଥ ମନ୍ଦିର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ନେଇ ଜିଲ୍ଲା ବିଜେପିର ଦୀପ ପ୍ରଜ୍ଜଳନ ଓ...
କୋରାପୁଟ ; ତା୦୩-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ନେଇ କୋରାପୁଟ ଜିଲ୍ଲା ବିଜେପିର କର୍ମକର୍ତାମାନେ ଦୀପ ପ୍ରଜ୍ଜଳନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ...
କୋଟିଆରେ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ
କୋରାପୁଟ ;ତା୦୩-୦୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋଟିଆ ପଂଚାୟତରେ ଆନ୍ଧ୍ର୍ର ପୁନର୍ବାର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ଆନ୍ଧ୍ର ପ୍ରଦେଶର କିଛି ଶିକ୍ଷକ,ଅଙ୍ଗନୱାଡି କର୍ମୀ,ଅନ୍ୟାନ୍ୟ...
ଖଳାରେ ଜଳିଗଲା ଧାନ ଗଦା
କୋରାପୁଟ ;ତା୦୨-୦୧-୧୯(ଓଡିଆପୁଅ/ରଂଜନହ କୁମାର ଦାସ) ସେମିଲିଗୁଡା ବ୍ଲକ ଆଲିଗାଁରେ ବୁଧବାର ସକାଳେ ନିଆ ଲାଗି ଖଳାରେ କଟା ଯାଇ ରଖା ଯାଇଥିବା ୮ଏକର ଜମିର ଧାନ ଜଲି ଯାଇଛି । ସୂଚନା ଅନୁଯାୟୀ,ଆଲିଗାଁ...
ଚୋରି ଅଭିଯୋଗରେ ନାବାଳକ ସମେତ ୪ଗିରଫ
କୋରାପୁଟ ; ତା୦୨-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଟାଉନ ଥାନା ପୁଲିସ୍ ଚୋରି ଅଭିଯୋଗରେ ଜଣେ ନାବାଳକ ସମେତ ୪ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଟାଉନ ତାନା...
କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ
କୋରାପୁଟ ; ତା୦୨-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।୨ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଚାଷୀମାନଙ୍କୁ ଯୋଜନାରେ...
କୋରାପୁଟ ଆହାର କେନ୍ଦ୍ରରେ ଶୁଭାରମ୍ଭ ହେଲା ରାତ୍ରୀ ଭୋଜନ ବ୍ୟବସ୍ଥା
କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଆହାର କେନ୍ଦ୍ରଠାରେ ରାତ୍ରୀ ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲ୍ଲା...
ଜୟପୁର ସହରରେ ଖାଦ୍ୟରେ ଅସରପା ବାହିରିବା ଘଟଣା- ଖାଦ୍ୟ ଅଧିନିୟମନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ-ଡା. ଅରୁଣ...
କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଜୟପୁର ସହରର ଏକ ହୋଟେଲରୁ ନେଇଥିବା ଖାଦ୍ୟରେ ଅସରପା ବାହିରିବା ଘଟଣା ପଦାକୁ ଆସିବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ମହନ୍ତ...
କୋରାପୁଟ ପ୍ରେସକ୍ଲବରେ ଜୟପୁର ବିଧାୟକ ଜନ୍ମଦିନ ପାଲିଲେ ; ଜିଲ୍ଲାରୁ ଦୁର୍ନତି ହଟେଇବା ନୂତନ...
କୋରାପୁଟ ; ତା୩୧-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ପ୍ରେସକ୍ଲବରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଜନ୍ମଦିନ ପାଳନ କରିଥିଲେ ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ...
କୋରାପୁଟ ଡିଏଭି କଲେଜର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ
କୋରାପୁଟ ; ତା୩୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଡିଏଭି କଲେଜର ସୁବର୍ଣ୍ଣ ଜୟନ୍ତୀ ଉସôବ ଉଦଯାପିତ ହୋଇଯାଇଛି ।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜୟପୁର ବିଧାୟକ ତଥା...
ପିତାଗୁଡା ରାସ୍ତା ଦୁର୍ଘଟଣା ; ଶବ ବ୍ୟବଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର
କୋରାପୁଟ ; ତା୩୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ )ସେମିଲିଗୁଡା ବ୍ଲକ ଅନ୍ତର୍ଗତ ପିତାଗୁଡା ପୋଲ ନିକଟରେ ଗତକାଲି ଅପାରହ୍ନରେ ଏକ କାର ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିଲେ ।ଆଜି ସକାଳେ କୋରାପୁଟ ହସପିଟାଲରେ...
ରାଜ୍ୟ ସରକାରଙ୍କ କୃଷକମାରଣ ନିତୀ ପ୍ରତିବାଦରେ ବିଜେପି କୃଷକମୋର୍ଚ୍ଚାର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
କୋରାପୁଟ ; ତା୨୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ରାଜ୍ୟ ସରକାରଙ୍କ କୃଷକମାରଣ ନିତୀ ପ୍ରତିବାଦରେ କୋରାପୁଟ ଜିଲ୍ଲା ବିଜେପି କୃଷକମୋର୍ଚ୍ଚାର କର୍ମାକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କଅଫିସ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।କୋରାପୁଟ...
କୋରାପୁଟ କଲେଜର ଗୁଲଡେନ ଜୁବୁଲି ପାଳିଲେ ଆଲୁମିନି
କୋରାପୁଟ;ତା୨୯-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସରକାରୀ ମହାବିଦ୍ୟାଳୟର ଗୋଲଡେନ୍ ଜୁବୁଲି ଗତକାଲି କଲେଜ କର୍ତୂପକ୍ଷ ପାଳିଥିବା ବେଳେ ଦୁଇଦିନ ପୁରାତନ ଛାତ୍ରଛାତ୍ରୀ ବା ଆଲୁମିନିଙ୍କ ଦ୍ୱାରା ଆୟୋଜିତ ହେଉଥିବାବେଳେ ମହାବିଦ୍ୟାଳୟର ବହୁ ପୁରାତନ...
ସରକାରୀ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମିନି ମରାଥନ
କୋରାପୁଟ ; ତା୨୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସରକାରୀ କଲେଜ କୋରାପୁଟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ମୁଖ୍ୟ...
ସରକାରୀ କଲେଜ , କୋରାପୁଟର ସୁବର୍ଣ୍ଣ ଜୟନ୍ତୀ; ପରୀକ୍ଷାକୁ ଆଳ କରି ନିରାଡମ୍ବରରେ...
କୋରାପସ୍ୱଙ୍କ ;ତା୨୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସରକାରୀ କଲେଜ ,କୋରାପୁଟର ସୁବର୍ଣ୍ଣ ଜୟନ୍ତୀ ଉସôବ ଲାଣ୍ଡିଗୁଡାଠାରେ ପାଳିତ ହୋଇଯାଇଛି ।ପରୀକ୍ଷାକୁ ଆଳ କରି କର୍ତୂପକ୍ଷ ନିରାଡମ୍ବରରେ ଉସôବକୁ ପାଳଣ କରିଥିବାରୁ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ...
କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ
କୋରାପୁଟ;ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କିଛି ଦିନର ବ୍ୟବଧାନ ପରେ ଆନ୍ଧ୍ର ପ୍ରଦେଶର ପ୍ରଶାସନିକ ଅଧିକାରୀ ବିବାଦୀୟ କୋଟିଆ ଅଂଚଳରେ ପୁନର୍ବାର ଅନୁପ୍ରବେଶ କରିଥିବା ଦେଖିବାକୁମିଳିଛିାବୈଠକରେ କୋଟିଆ ସଦର ଗ୍ରାମବାସୀଙ୍କ ସମେତ ଗଂଜେଇପଦର,ଉପରସେମ୍ବି,ତଳସେମ୍ବି,ନାରେଡିୱାଲସା,ପନିକି,ନରସିଂହପୁର ଇତ୍ୟାଦି ଗ୍ରାମର...
ରାତ୍ରୀରେ ଗାଈମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବାକୁ ଶିଙ୍ଗରେ ରେଡିୟମ ଟେକ
କୋରାପୁଟ ; ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ରାତ୍ରୀ ସମୟରେ ଅନେକ ଗାଈ ରାସ୍ତା ଦୁର୍ଘଟଣାରେ ଆହତ ହେବା ସହ ମୃତ୍ୟୁବରଣ କରୁଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ତରଫରୁ ଗାଈମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବାକୁ...
କୋରାପୁଟ ପୈାରପରିଷଦ ଦ୍ୱାରା ଅସହାୟକଙ୍କ ନିମନ୍ତେ ଅସ୍ଥାୟୀ ରାତ୍ରୀ ରହଣୀ ସ୍ଥଳୀ
କୋରାପୁଟ ; ତା୨୭-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟରେ ଦିନକୁ ଦିନ ଶୀତ ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଅସହାୟକମାନଙ୍କ କୋରାପୁଟ ପୈାରପରିଷଦ ସହଯୋଗର ହାତ ବଢେଇଛି ।କୋରାପୁଟ ଶିରିଡି ସାଇମନ୍ଦିର ନିକଟରେ ଏକ ଅସ୍ଥାୟୀ...
ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ହୀନସ୍ଥା
କୋରାପୁଟ;ତା୨୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ୨୧ରେ ଧର୍ମଘଟ,୨୨ରେ ଚତୁର୍ଥ ଶନିବାର ଓ ୨୩ ରବିବାର ପାଇଁ ଲଗାତାର ତିନିଦିନ ଛୁଟି ପରେ...