Home କୋରାପୁଟ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ହୀନସ୍ଥା

ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ହୀନସ୍ଥା

811

କୋରାପୁଟ;ତା୨୬-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ବ୍ୟାଙ୍କ ଧର୍ମଘଟ ଯୋଗୁଁ ଲୋକେ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ୨୧ରେ ଧର୍ମଘଟ,୨୨ରେ ଚତୁର୍ଥ ଶନିବାର ଓ ୨୩ ରବିବାର ପାଇଁ ଲଗାତାର ତିନିଦିନ ଛୁଟି ପରେ ସୋମବାର ମାତ୍ର ଗୋଟିଏ ଦିନ ଖୋଲା ରହିଥିଲା । ମଙ୍ଗଳବାର ବଡଦିନ ଛୁଟି ପରେ ବୁଧବାର ପୁଣି ଧର୍ମଘଟ ଯୋଗୁଁ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାରୁ ଜନ ଜୀବନ ପ୍ରଭାବୀତ ହୋଇଛି । ଅନେକ ଗ୍ରାମାଂଚଳର ଲୋକେ ଧର୍ମଘଟ ସମ୍ପର୍କରେ ଅବଗତ ନଥିବାରୁ ସେମାନେ ବ୍ୟାଙ୍କକୁ ଆସି ନିରାଶ ହୋଇ ଫ୍ରେି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.