Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଭଦ୍ରକ ବ୍ଲକ୍ ସମ୍ମୁଖରେ ମହିଳା ମହାସଂଘର ଧାରଣା

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧୀନସ୍ଥ ବନ୍ଧଗାଁ ଗ୍ରାମପଞ୍ଚାୟତର ରାମେଶ୍ୱର ମହିଳା ମହାସଂଘର ସଭାନେତ୍ରୀ, ସଂପାଦିକାଙ୍କ ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ୬ ଦଫା ଦାବି...

୧୦ଟଙ୍କା ନାହିଁ ତ ରିଲିଫ ନାହିଁ : ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଜବ ବୟାନ...

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବନ୍ୟାରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ୫୦କେଜି ଚାଉଳ ସାଙ୍ଗକୁ ୫ଶହ ଟଙ୍କା। ହେଲେ ବଡବଡିଆ...

ନୂତନ ସଂସ୍କୃତି ଅଧିକାରୀଙ୍କ ଯୋଗଦାନ

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଆଜି ମନସ୍ୱିନୀ ରାଉତ ଯୋଗ ଦେଇଛନ୍ତି। ଏଥି ପୂର୍ବରୁ ରାଉତ ବାଲେଶ୍ୱର ଜିଲ୍ଲାର ସଂସ୍କୃତି...

ସରପଞ୍ଚମାନଙ୍କ ଧାରଣା ପ୍ରତ୍ୟାହୃତ

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟାଳୟ ସମ୍ମୁଖରେ ଗତ ଶୁକ୍ରବାର ଠାରୁ ସରପଞ୍ଚମାନେ ଟି-ଏମ-ସି ପରିଚାଳନା ପାଊଣା ପାଇବା ପାଇଁ ଚଳାଇଥିବା ଧାରଣା ମଙ୍ଗଳବାର...

ଦୁର୍ବିସହ ହୋଇପଡ଼ିଛି ଛପୁଲିଆ ବସ୍ତିବାସିନ୍ଦାଙ୍କ ଜୀବନ

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୩ପୁରୁଷ ଧରି ମଠସାହି ଛପୁଲିଆ ରାସ୍ତା ପାଶ୍ୱର୍ରେ ବାସ କରି ଆସୁଥିବା ବସ୍ତି ବାସିନ୍ଦାଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି।...

କଟକ ଅଗ୍ନିକାଣ୍ଡ ପରେ ତତ୍ପରତା : ଭଦ୍ରକରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶେଷରେ ଚେତିଛି ଜିଲା ପ୍ରଶାସନ। କଟକସ୍ଥିତ ଏକ ଘରୋଇ କୋଭିଡ୍ ହସ୍‌ପିଟାଲରେ ଅଗ୍ନିକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଭଦ୍ରକ ସାଳନ୍ଦୀ କୋଭିିଡ...

ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁତର ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ନହେଲେ ଜିଲାପାଳଙ୍କ...

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓ ବାଲେଶ୍ୱରର ସିମୁଳିଆ ବ୍ଲକ୍‌ରେ ଏକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ସାବିତ୍ରୀ ବାରିକ (୪୨) ନାମ୍ନୀ...

ଅସାଧୁ ସାର ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୧୭୪୬୮, ତା୧୦ା୮ା୨୦୨୦ଙ୍କ ନିର୍ଦ୍ଦେଶ କ୍ରମେ ୧ା୪ା୨୦୨୦ରୁ ୩୧ା୭ା୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର...

ଲୁଣିଆ ଗୁଳିକାଣ୍ଡର ୭୮ ତମ ସହିଦ ସ୍ମୃତି ଦିବସ ପାଳିତ

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସହିଦନଗର ସ୍ଥିତ ଲୁଣିଆ ଗୁଳିକାଣ୍ଡର ୭୮ତମ ସ୍ମାରକୀ ଦିବସ ଆଜି ଭାବେ ପାଳିତ କରାଯାଇଛିା କୋଭିଡ...

ବିିଭିନ୍ନ ଦାବି ନେଇ କଂଗ୍ରେସ ରାଜପଥ ଅବରୋଧ : ୩ ଦିନ ମଧ୍ୟରେ ଦାବି...

0
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ବନ୍ୟାରେ ଜିଲ୍ଲାର ୭ଟି ବ୍ଲକ ଓ ୪ଟି ପୌରାଂଚଳରେ ବ୍ୟାପକ କ୍ଷତି ଘଟିଛି । ବନ୍ୟା ଦ୍ୱାରା ହଜାର ହଜାର...

ଯୋରରେ ପଡି ୨ ନାବାଳକ ମୃତ

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରପାଖ ପୋଖରୀ ନିକଟରେ ଥିବା ଏକ ଯୋରରେ ବୁଡି ୨ ଶିଶୁପୁତ୍ରଙ୍କର ମୃତ୍ୟୁହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି...

ପୁଣି ଧରାହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର, ଯୁବକ ଗିରଫ

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘଦିନ ଧରି ପିଛା କରିବା ପରେ ଭଦ୍ରକ ଜିଲା ପୁରୁଣାବଜାର ପୁଲିସ୍ ପୁଣି ଥରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି...

କାନ୍ତକବିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପ୍ରସଙ୍ଗ : ଜିଲାପାଳଙ୍କ ଟ୍ୱିଟ୍ ପରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ନେଇ ଜିଲାପାଳଙ୍କ ଟ୍ୱିଟ୍ ଜିଲାର...

ଶିକ୍ଷାଧିକାରୀଙ୍କ ପଦୋନ୍ନତିକୁ ସ୍ୱାଗତ

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କର ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ହୋଇ ଏଠାରେ ବରିଷ୍ଠ ଶିକ୍ଷାଧକାରୀ ଭାବେ କାର୍ଯ୍ୟ...

ଟି.ଏମ.ସି. ପରିଚାଳନା ଅର୍ଥ ପାଇଁ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ସରପଞ୍ଚମାନେ ପଞ୍ଚାୟତ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଅର୍ଥ ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା...

ମହିଳା ମହାସଂଘ ପଞ୍ଚାୟତ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତ ୮ନଂୱାର୍ଡ ହାସିନପୁର ଗ୍ରାମର ୬୫ଜଣ ସଭ୍ୟାଙ୍କୁ ନେଇ ଗତ ୧୭.୯.୨୦ରିଖ ଦିନ...

ଉତ୍କଳ ଯାଦବ ମହାସଭା ପକ୍ଷରୁ ଚାରାରୋପଣ ଓ ସମ୍ବର୍ଦ୍ଧନା ସଭା

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଉତ୍କଳ ଯୁବ ଯାଦବ ମହାସଭା ପକ୍ଷରୁ ଚୁନିଦାସ୍ଥିତ ମା କ୍ଷେତ୍ରବାସୀ ପୀଠ ଠାରେ ଏକ ଚାରା ରୋପଣ ଓ...

ଧାମନଗର ଛକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଲୋକ ସଭାରେ ସାଂସଦଙ୍କ ଦାବି

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ଧାମନଗର ଛକ ଠାରେ ଓଡିଶା ସରକାରଙ୍କ ଦ୍ୱାରା ଇଡକୋ ପକ୍ଷରୁ ପ୍ରାୟ ୬୦ ଏକର ଜମି ଯୋଗାଇ ଦିଆଯାଇଥିବା...

୩୦ ବର୍ଷର ଫଳପୁରର ଜଙ୍ଗଲ ଜମି ଏବେ ବ୍ୟକ୍ତିଗତଙ୍କ ନାଁରେ : ଆନ୍ଦୋଳନ ପାଇଁ...

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ଥିବା ବିଭିନ୍ନ ଗୋଚର, ଅନାବାଦୀ ଓ ଜଙ୍ଗଲ ଜମିକୁ କେତେକ ଜମି ଦଲାରୀ ଚଂଚକତା...

ଖଟିଖିଆଙ୍କୁ ମାଗଣା ଖାଦ୍ୟ, ୬ ମାସ ପାଇଁ ପ୍ରତି ପରିବାରକୁ ଆର୍ôଥକ ସହାୟତା ଦାବିରେ...

0
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସିପିଆଇଏମ୍ ପଲିଟି ବ୍ୟୁରୋ ଡାକରାରେ ସାରା ଦେଶରେ ଗତ ୧୭ ତାରିଖ ଠାରୁ ମୋଦି ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି...