Home ଜିଲ୍ଲା ପରିକ୍ରମା ନୂତନ ସଂସ୍କୃତି ଅଧିକାରୀଙ୍କ ଯୋଗଦାନ

ନୂତନ ସଂସ୍କୃତି ଅଧିକାରୀଙ୍କ ଯୋଗଦାନ

73

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଆଜି ମନସ୍ୱିନୀ ରାଉତ ଯୋଗ ଦେଇଛନ୍ତି। ଏଥି ପୂର୍ବରୁ ରାଉତ ବାଲେଶ୍ୱର ଜିଲ୍ଲାର ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦାୟିତ୍ୱରେ ଥିବା ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଠାରୁ ରାଉତ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଜିଲ୍ଲାର ସଂସ୍କୃତିର ବିକାଶ ଦିଗରେ ବିଶେଷ ଭାବେ ଧ୍ୟାନ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.