Pramod Kumar Ray
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକ ବିଷ୍ଣୁ ସେଠୀଙ୍କ...
ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଏକ ସରକାରୀ ମେଡିକାଲ କଲେଜ ସ୍ଥାପନା ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ନେଇ ଆଜି ଭଦ୍ରକ ମେଡିକାଲ କଲେଜ...
କୃଷକଙ୍କ ପାଇଁ ଷ୍ଟାର ହେଲଥ ଆଣିଲା ନୂଆ ବୀମା ଯୋଜନା, ଡିଜିଟାଲ ସେବା ନେସନାଲ...
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଷ୍ଟାର ହେଲଥ୍ । କରୋନା ମାନବ ସଭ୍ୟତାକୁ ଜୀବନର ମୂଲ୍ୟ ସମ୍ପର୍କରେ ବହୁକିଛି...
ଆଦାନୀ ପୋର୍ଟର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶିତ
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହାର ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ...
ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ : ୭୮ ମାମଲାରୁ ଉପସ୍ଥିତ ହେଲେ ୩୬
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ମହିଳା ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାର ହେବାକୁ...
ମନ୍ତ୍ରୀଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟିକିରିଆ ସ୍ଥିତ ସତ୍ୟମ ଶିଭମ ସୁନ୍ଦରମ ଉଚ୍ଚ ବିଦ୍ୟାଳୟରେ ଉକ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅର୍ଥରେ ଏକ...
ଉତ୍ତରାଖଣ୍ଡ ହିମସ୍ଖଳନ : ନିଖୋଜର ୪ ଦିନ ପରେ ନଗେନ୍ଦ୍ରଙ୍କ ଗ୍ରାମରେ ପୁଲିସ୍, ଦୁର୍ଘଟଣାର...
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ତରାଖଣ୍ଡ ହିମସ୍ଖଳନ ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଁଶଡା ଥାନା ଯଶୀପୁର ପଂଚାୟତ କୁଦକାନ୍ଥି ଗ୍ରାମର...
୫୦ଲକ୍ଷରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ସହ ୭ ଗିରଫ: ମାଉଜର, ଖଣ୍ଡା, ବାଇକ ଜବତ
ଭଦ୍ରକ, ୧୦/୨(ଓଡିଆ ପୁଅ/ସ୍ନିଗ୍ଧା ରାୟ)ଭଦ୍ରକ ଗ୍ରାମାଞ୍ଚଳ ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରାଯାଇ ୫୧୬ ଗ୍ରାମର ବ୍ରାଉନ ସୁଗାର ସହ ୨ ମହିଳାଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି...
ଗ୍ୟାରେଜରେ ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ ଓ ଗୋଟିଏ ସ୍କୋର୍ପିଓ
ଭଦ୍ରକ,୧୦/୨(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଗତକାଲି ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଯାଇଛି ୪ଟି ବସ ଓ ଗୋଟିଏ ସ୍କୋର୍ପିଓ ଗାଡି।ଅଗ୍ନିଶମ ବାହିନୀର ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ...
ଦୁର୍ନିତୀ ନିବାରଣ ବିଭାଗ ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି, ନାଲି ଫିତା ତଳେ...
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର ଦୁର୍ନିତୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଗ୍ରହଣ କରୁଛନ୍ତି । ବିକାଶରେ ବାଧକ ସାଜୁଥିବା ଏପରି ପ୍ରସଙ୍ଗରେ ସରକାର ଜିରୋ...
କାଜିପୋଖରୀ ପ୍ରିମିୟର ଲିଗ, ଟିଲୋ ବିଜୟୀ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡ଼ା ନିକଟସ୍ଥ ରାମପୁର ପଞ୍ଚାୟତ ଖେଳପଡ଼ିଆ ଠାରେ କାଜିପୋଖରୀ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣମେଣ୍ଟରେ...
ଜିଲ୍ଲା ମାଜିଷ୍ଟ୍ରେଟ ରାୟ ପରେ ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଗୃହ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଗ୍ରାମ ପଞ୍ଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ବନ୍ତ ବ୍ଲକରେ ଥିବା ୨୨ ଗୋଟି ପଞ୍ଚାୟତକୁ ୨୫...
ସଡ଼କ ସୁରକ୍ଷା ସଚେତନତା ସଭା, ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ରୋଟାରୀ କ୍ଲବ୍ ମିଡଟାଉନ ଓ ବିନାୟକ ଡିଗ୍ରୀ କଲେଜ ପକ୍ଷରୁ ଜାତୀୟ ସଡକ...
ବିଧବା ଭତ୍ତାରୁ ବଂଚିତ ଅସହାୟ ମହିଳାଙ୍କ ଧାରଣା
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ ସ୍ୱାମୀ ମରିବାର ବର୍ଷେ ବିତିଯାଇଥିଲେ ବି ବିଧବା ଭତ୍ତାଟିଏ ପାଇଁ ଜଣେ ଅସହାୟ ମହିଳା ବାରମ୍ବାର ବିଭାଗୀୟ ଦପ୍ତରରୁ ପ୍ରତାରିତ...
ବାଲ୍ୟ ବିବାହ ସଂକ୍ରାନ୍ତୀୟ ଟାସ୍କଫୋର୍ସ କମିଟି ବୈଠକ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ବାଲ୍ୟ ବିବାହ ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଜିଲ୍ଲାପାଳ ଡ. ଜ୍ଞାନ...
ମହିୟସୀ ମହିଳା ହିରଣ୍ମୟୀଙ୍କ ପରଲୋକରେ ଶୋକ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ହସନାବାଦ ପଂଚାୟତର ବିଶିଷ୍ଟ ଶିକ୍ଷାବିତ୍ ଗାନ୍ଧିବାଦୀ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ମଲ୍ଲିକଙ୍କ ଧର୍ମପତ୍ନୀ ତଥା...
ସାମାଜିକ ବାଛନ୍ଦ ପରିବାରର ଶୀକାର ପରିବାର ଧାରଣାରେ, ଆରଟିଆଇରେ ସୂଚନା ମାଗିବାରୁ ବାଛନ୍ଦ
ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମରୁ ବେଆଇନ ବାଛନ୍ଦ ପ୍ରଥା ଉଛେଦ, ଏହି ପ୍ରଥାକୁ ପ୍ରୋତ୍ସାହନ ଦେଉଥିବା ଗ୍ରାମର ମୁଖୀଆଙ୍କୁ ଗିରଫ କରିବା, ଗତ ରିଲିଫ ପରିଚାଳନା...
ଅବସରପ୍ରାପ୍ତ ରେଳ କର୍ମଚାରୀ କୈଳାଶ ନାୟକଙ୍କ ପରଲୋକ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ଚରମ୍ପା ବରାଳ ପୋଖରୀ ଅର୍ନ୍ତଗତ ନୂଆପୋଖରୀ (ୱାର୍ଡ଼ ନଂ ୩)ଗ୍ରାମ ନିବାସୀ କୌଳାଶ ନାୟକଙ୍କର ୭୨ବର୍ଷ ବୟସରେ ଆଜି...
ଭଦ୍ରକର ଟାଇପିଷ୍ଟ ଏବଂ ମୋହରିର ସଂଘର ସଭାପତିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲ ସଂଘର ସଭାଗୃହ ପରିସରରେ ଭଦ୍ରକ ପ୍ରଫେସନାଲ ଟାଇପିଷ୍ଟ ଓ ମୋହରିର ସଂଘର ସଭାପତି ସ୍ୱର୍ଗତ ଅକ୍ଷୟ କୁମାର ନାୟକଙ୍କ...
ଉତ୍ତରାଖଣ୍ଡ ହିମସ୍ଖଳନରେ ବାଂଶଡା ଥାନା ଅଂଚଳରୁ ଜଣେ ନିଖୋଜ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଧାମରା ଅଂଚଳର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା...
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଆନୁକୂଲ୍ୟରେ ପୁରୀ ଓ ଭୁବନେଶ୍ୱରର କିଟ୍ ଓ କିସ୍ ଜଗନ୍ନାଥ ମନ୍ଦିର କମିଟି ଏବଂ ପାଟସେବା...





