Bikash Biswal
ପୁର୍ବ ବିବାଦକୁ ନେଇ ଝଣଝଣା ଗାଁରେ ମା ପୁଅଙ୍କୁ ମାଡ, ଘରପୋଡି
ହାଟଡିହି-୨୩। ୬ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ପୁର୍ବ ବିବାଦକୁ ନେଇ ସୋସୋ ଥାନା ଝଣଝଣା ଗ୍ରାମରେ ମା ପୁଅକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ ମାରିବାର ସମାଧାନ...
ବାଙ୍ଗୋରରେ ଶ୍ରମିକ ନେତାଙ୍କ ଘର ଉପରକୁ ଆକ୍ରମଣ ଓ ଗାଡି ଭଙ୍ଗାରୁଜା
ହାଟଡିହି-୨୦। ୬ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ଶ୍ରମିକ ୟୁନିୟନକୁ ନିଜ କବଜାରେ ରଖିବାକୁ ନେଇ ଅଶାନ୍ତ ହେଉଛି ବଉଳା ଖଣି ଅଞ୍ଚଳ। ଦୀଘଦିନ ପରେ ପୁଣି ଆରମ୍ଭ ହୋଇଗଲାଣି...
ବେନିୟମ ଭାବେ ଚାଲିଛି ନୁଆରମ୍ପାସ ଖେଳ ପଡିଆ ନିର୍ମାଣ
ହାଟଡ଼ିହି- ୨୦/୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ନୁଆରମ୍ପାସ ଗ୍ରାମରେ ଥିବା ବାବାଜି ମଠ (ହାଣ୍ଡିଆଶୁଣି ) ଖେଳ ପଡିଆ ବେନିୟମ ଭାବେ ମନରେଗା ଯୋଜନାରେ...
ସ୍କୁଲ ସୀମା ବିବାଦ, ବିଇଓଙ୍କୁ ଭେଟିଲେ ଗ୍ରାମବାସୀ
ହାଟଡିହି- ୨୦/୫ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମଟରାଗଡିଆ ସ୍କୁଲ ସୀମାକୁ ନେଇ ମଟରାଗଡିଆ ଓ ଧରମପୁର ଗ୍ରାମବାସୀଙ୍କ ଭିତରେ ବିବାଦ ଦେଖାଦେଇଥିବାବେଳେ ଆଜି ମଟରାଗଡିଆ ଗ୍ରାମବାସୀମାନେ ବିଇଓ ଏବଂ ତହସିଲଦାରଙ୍କୁ...
ଆଗ୍ନିକଙ୍କ ଅକାଳ ବିୟୋଗ
ହାଟଡିହି- ୨୦/୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିବା ଆଗ୍ନିକ (୮୧୮) ଭାଗବତ ପ୍ରସାଦ ନାୟକ (୫୮)ଙ୍କ ଅକାଳ ବିୟୋଗ ଘଟିଛି। ସେ ଗତ କିଛିଦିନ...
ଏନ.ଟି.ଏସ.ଇ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲେ ଦେବୀପ୍ରସନ୍ନ
ହାଟଡିହି- ୨୦/୫ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ଏନ.ଟି.ଏସ.ଇ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି ସେଣ୍ଟଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁର ର ଛାତ୍ର ଦେବୀ ପ୍ରସନ୍ନ ପଟ୍ଟନାୟକ। ଆଜି ଅନଲାଇନ ମାଧ୍ୟମରେ ଅନୁଷ୍ଠିତ...
ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହାଟଡିହି- ୧୯/୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ନିରାକାର ସାହୁଙ୍କ...
ଦିନକୁ ଦିନ ଅଶାନ୍ତ ହେଉଛି ଶାଳଣିଆଁ, ଜଣେ ଦୁଇଜଣ ଅସାମାଜିକଙ୍କ ପାଇଁ ସାଧାରଣ ଲୋକେ...
ହାଟଡିହି- ୧୭ /୫ (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ଅଞ୍ଚଳ ଏବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି। ଜଣେ ଦୁଇଜଣ ଅସାମାଜିକବ୍ୟକ୍ତିଙ୍କ ପାଇଁ ସାଧାରଣ ଲୋକମାନେ...
ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନକୁ ବିରୋଧ, ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ
ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ବୃଦ୍ଧ, ବୃଦ୍ଧା, ନିରାଶ୍ରୟ, ଭିନ୍ନକ୍ଷମ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ମାସକୁ ମାସ ଭତ୍ତା ଯୋଗାଇ ଦେଉଥିବାବେଳେ...
ଅମୃତପୁର ବାଲିଘାଟର ଜନ ଶୁଣାଣି
ହାଟଡିହି- ୧୬ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ଅଧିନସ୍ଥ ଆଇତିପୁର ପଞ୍ଚାୟତର ଅମୃତପୁର ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଆଞ୍ଚଳିକ...
ତାରିଣୀ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ଜଣେ ଶିଶୁ ମୃତ, ୭ଆହତ
ହାଟଡିହି- ୧୬ /୫ (ଓଡ଼ିଆପୁଅ / ବିକାଶ ବିଶ୍ୱାଳ) ତାରିଣୀ ଦର୍ଶନ କରି ଫେରିବା ବାଟରେ ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ ବୋଲେରୋ ଦୁର୍ଘଟଣା ହେବାରୁ ଜଣେ ୧୧ବର୍ଷର ବାଳକର ମୃତ୍ୟୁ...
ଇନଚାର୍ଜ ବିଇଓରେ ଚାଲିଛି ହାଟଡିହି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,ଚାଲିଛି କିରାଣୀଙ୍କ ରାଜ, ଶିକ୍ଷା ବ୍ୟବସ୍ଥା ପଚାରେ...
ହାଟଡ଼ିହି, ୧୬। ୫ : (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ଜଣେ ଭାରପ୍ରାପ୍ତ ବିଇଓଙ୍କ ଦ୍ୱାରା ଚାଲୁଥିବାରୁ ଅଧିକାଂଶ ଦିନ ତାଙ୍କର...
ଜମ୍ଭରା ବାଲିଘାଟର ଜନ ଶୁଣାଣି
ହାଟଡିହି- ୧୩ /୫ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଆଞ୍ଚଳିକ...
ଭୁତପଦା ଗ୍ରାମରେ ଜବର ଦଖଲକୁ ନେଇ ବଢ଼ୁଛି ଅସନ୍ତୋଷ
ହାଟଡିହି- ୧୩ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଭୁତପଦା ଗ୍ରାମରେ ଦିନକୁ ଦିନ ଜବରଦଖଲ ବଢ଼ୁଥିବାରୁ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।...
ଝୁଣାବାଡି ଶନିଶ୍ଚର ମନ୍ଦିରର ବାର୍ଷିକ ଉତ୍ସବ ଉଦଯାପିତ
ହାଟଡ଼ିହି, ୮/୫ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଝୁଣାବାଡି ସ୍ଥିତ ଶନିମନ୍ଦିରର ବାର୍ଷିକ ଉତ୍ସବ ଓ ଶନିଶ୍ଚର ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି...
ମାଟ୍ରିକ ପରୀକ୍ଷାରେ ୨୭୪ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ହାଟଡ଼ିହି, ୮/୫ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ୨୭୪ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ପରୀକ୍ଷା ନଦେବା ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଏତେ...
ନମକଣା ହତ୍ୟା ଅଭିଯୁକ୍ତଙ୍କୁ ଧରିପାରିଲାନି ପୁଲିସ
ହାଟଡିହି- ୨ /୫ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ନମକଣା ଗ୍ରାମର ପିତାମ୍ବର ଜେନାଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ଧରିପାରିଲାନି ଭଣ୍ଡାରିପୋଖରୀ ପୁଲିସ। ଖବରରୁ...
ଶିକ୍ଷକ ଶିକ୍ଷୟତ୍ରୀ ବିଳମ୍ବରେ ଆସିବାକୁ ନେଇ ଉତ୍ତେଜନା, ଗେଟରେ ତାଲା ପକାଇଲେ କମିଟି ସଦସ୍ୟ
ହାଟଡିହି- ୨ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି। ଶିକ୍ଷକ ଶିକ୍ଷତ୍ରୀମାନେ ମନଇଛା ସ୍କୁଲକୁ ଆସୁଥିବାବେଳେ ଉପଯୁକ୍ତ ତଦାରଖ...
ପ୍ରାଧ୍ୟାପକ ହେମନ୍ତ ସାହୁଙ୍କ ଅକାଳ ବିୟୋଗ
ହାଟଡ଼ିହି- ୩୦ /୪ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ହାଟଡିହି କଲେଜର ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ତଥା ପୁର୍ବତନ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ଅକାଳ ବିୟୋଗ ଘଟିଛି। ଗତକାଲି ରାତିରେ...
ବ୍ୟାପକ ଅବ୍ୟବସ୍ଥାରେ ହେଲା ନବୋଦୟ ପ୍ରବେଷିକା ପରୀକ୍ଷା
ହାଟଡିହି- ୩୦ /୪ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ବ୍ୟାପକ ଅବ୍ୟବସ୍ଥା ଭିତରେ ଅନୁଷ୍ଠିତ ହୋଇଛି ନବୋଦୟ ପ୍ରବେଶିକା ପରୀକ୍ଷା। ପଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ସକାଳୁଆ...