Bikash Biswal
ବାରିଗାଁ ନିଶାକର ହାଇସ୍କୁଲରେ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ନିଶାକର ହାଇସ୍କୁଲ ବାରିଗାଁରେ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି...
ପ୍ରବଣଙ୍କ ପାଇଁ ଆବାସ ଯୋଜନା ସାତସପନ, ଭଙ୍ଗା ଘରେ ୪ପରାଣି କୁଟୁମ୍ବଙ୍କୁ ଧରି ବିତୁଛି...
ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଗ୍ରାମର ପ୍ରବଣ ମହାନ୍ତିଙ୍କ ପାଇଁ ଆବାସ ଯୋଜନା ସାତସପନ ପାଲଟିଛି । ଏକ ଭଙ୍ଗା ଚାଳଘରେ ୪ପରାଣି...
ଏନ.ସି.ସି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଜାତୀୟ ସମର ଶିକ୍ଷାରô୍ଥ ବାହିନୀ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମରେ ପ୍ଲାଷ୍ଟିକ ମୁକ୍ତ...
ବାଲିବୋଝେଇ ଟ୍ରାକ୍ଟର ଜବଦ, ଚାଳକ ଗିରଫ
ହାଟଡ଼ିହି, ୨୭ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସାଳନ୍ଦୀ ନଦୀରୁ ବେଆଇନ ବାଲି ବୋଝେଇ କରି ଯାଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ସୋସୋ ରାଜସ୍ୱ ନିରୀକ୍ଷକ...
ନନ୍ଦିପଦା ପୁଲିସକୁ ସଫଳତା, ବହୁ ପରିମାଣର ମନ୍ଦିରରୁ ଚୋରୀ ସାମଗ୍ରୀ ଉଦ୍ଧାର
ହାଟଡ଼ିହି, ୨୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ପୁଲିସକୁ ମିଳିଛି ବଡ ସଫଳତା । ଗତ ୩/୪ବର୍ଷ ହେଲା ବିଭିନ୍ନ ଦେବାଦେବୀ ମନ୍ଦିରରୁ ହେଉଥିବା ଚୋରୀ...
ଇଞ୍ଚୋଳ ବିକାଶ ମଞ୍ଚର କାର୍ଯ୍ୟକ୍ରମକୁ ବିଡିଓଙ୍କ ପ୍ରସଂଶା
ହାଟଡ଼ିହି, ୨୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆଜି ଇଞ୍ଚୋଳ ପଞ୍ଚାୟତ ଗ୍ରସ୍ଥକରି ଇଞ୍ଚୋଳ ବିକାଶ ମଞ୍ଚର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ...
ଛେନାପଦିଛକରେ ନରହରି ଜେନାଙ୍କ ସ୍ମୃତିସଭା
ହାଟଡ଼ିହି, ୨୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଛେନାପଦିଛକର ମୁରବୀତୁଲ୍ୟ ବ୍ୟକ୍ତି ତଥା ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ପୁର୍ବତନ ସଭାପତି ନରହରି ଜେନାଙ୍କ ପ୍ରଥମବାର୍ଷିକ ଶ୍ରଦ୍ଧତ୍ସୋବରେ ଏକ...
ତହସିଲ ପ୍ରତିଷ୍ଠା ଦିବସକୁ ନେଇ ଦ୍ୱନ୍ଦ
ହାଟଡ଼ିହି, ୨୫ ।୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସକୁ ନେଇ ଦ୍ୱନ୍ଦ ଉପୁଯିଛି । ତହସିଲ କାର୍ଯ୍ୟାଳୟରେ ଦୁଇଗୋଟି ସ୍ଥାନରେ ଦୁଇଟି ଭିନ୍ନ ଭିନ୍ନ...
ସୋସୋରେ ମୋଟର ଚାଳକ ସଂଘର ସମାବେଶ
ହାଟଡ଼ିହି, ୨୫ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସୋସୋ ଠାରେ ପଞ୍ଚାୟତ ସ୍ତରୀୟ ମୋଟର ଚାଳକ ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୋସୋ ରମମନ୍ଦିର ନିକଟରେ ଅନୁଷ୍ଠିତ...
ପଢ଼ିଆରିପଲ୍ଲୀ ହାଇସ୍କୁଲରେ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡ଼ିହି, ୨୫ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଦୀର୍ଘ ୧୮ମାସ ପରେ ଆଜି ଅଷ୍ଟମ ଶ୍ରେଣୀ ଖୋଲାଯିବାପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ହାଟଡିହି...
ଚେତାଶୁନ୍ୟ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପୁଲିସ
ହାଟଡ଼ିହି, ୨୫ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁରେ ଜଣେ ମହିଳା ଚେତାଶୁନ୍ୟ ହୋଇ ପଡିଆରେ ପଡିଥିବାବେଳେ ନନ୍ଦିପଦା ପୁଲିସ ତାଙ୍କୁ ଉଦ୍ଧାର...
ପେନସନ ଟଙ୍କାରେ ନିର୍ମିତ ପୋଲ ପର୍ଯ୍ୟନ୍ତ ସଂଯୋଗୀ କରଣ ରାସ୍ତା ନିର୍ମାଣ କଲାନି ପ୍ରଶାସନ,ରାସ୍ତା...
ହାଟଡିହି -୨୩/୧୦, (ଓଡିଆପୁଅ / ବିକାଶ ବିଶ୍ୱାଳ) ନିଜ ପେନସନ ଟଙ୍କାରେ ସାଳନ୍ଦୀ ନଦୀ ଉପରେ ପୋଲ ନିର୍ମାଣ କରି ସାରା ଭାରତବର୍ଷରେ ଚର୍ଚ୍ଚାର ପରିସରକୁ ଆସିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ...
ଦୁଡୁଗାଁ ଗ୍ରାମରୁ ବିପୁଳ ପରିମାଣର ମଦ ଜବଦ, ଜଣେ ଗିରଫ
ହାଟଡ଼ିହି, ୨୩ ।୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅôଦନସ୍ଥ ସମଣା ପଞ୍ଚାୟତର ଦୁଡୁଗାଁ ଗ୍ରାମରୁ ଗତକାଲି ଅବକାରୀ ବିଭାଗ ବିପୁଳ ପରିମାଣର ଦେଶି ଓ...
ନେହେରୁ ଯୁବକେନ୍ଦ୍ର ଓ ବଜରଙ୍ଗ ଦଳ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ହାଟଡ଼ିହି, ୨୩ ।୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବଜରଙ୍ଗ ଦଳ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ହାଟଡିହି ଡାକ୍ତରଖାନା ପରିସର ଓ ହାଟଡିହି ବଜାରରେ ଆଜି ସ୍ୱଚ୍ଛ ଭାରତ...
ମୋ ସ୍କୁଲ ଅନୁଦାନ ହଡପ ଅଭିଯୋଗ
ହାଟଡିହି-୨୩ /୧୦, (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ସ୍କୁଲ ଗୁଡିକର ଉନ୍ନତି ପାଇଁ ମୋ ସ୍କୁଲ ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠିତ...
ସିରିଜ ଦୁର୍ଘଟଣାରେ ତିନି ଆହତ
ହାଟଡ଼ିହି, ୨୦ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାେରେ ଆଜି ସିଜି ଦୁର୍ଘଟଣା ଘଟାଇ ଏକ ବୋଲେରୋ ଗାଡି ଦ୍ରୁତଗତିରେ ଯାଇ ବନ୍ତ ଥାନାରେ ଧରାପଡିଛି । ଖବରରୁ...
ନୁଆଗାଁରେ ଲକ୍ଷ୍ମୀପୂଜା ଭଷାଣି
ହାଟଡ଼ିହି, ୨୨ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନୁଆଗାଁରେ ଗଜଲକ୍ଷ୍ମୀ ପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଛି । ୫ଦିନ ଧରି ଚାଲିଥିବା ଏହି ପୂଜାରେ ଆଜି ପୁର୍ଣ୍ଣାହୁତୀ ପ୍ରଦାନ...
ଶାଳଣିଆଁରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
ହାଟଡ଼ିହି, ୨୧ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ମହାବୀର ପୂଜା କମିଟି ଓ ଲକ୍ଷ୍ମୀବଜାର ପୂଜା କମିଟି ପକ୍ଷରୁ ଦୁଇଗୋଟି ପୂଜା ମଣ୍ଡପରେ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା...
ବ୍ୟବସାୟୀଙ୍କ ପରଲୋକ
ହାଟଡ଼ିହି, ୨୧ /୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଦୀର୍ଘବର୍ଷ ଧରି ବ୍ୟବସାୟ କରିଆସୁଥିବା ଶରତ କୁମାର ଯାଦବ(୪୫)ଙ୍କ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା...
ସିଦ୍ଧଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଦାବି
ହାଟଡ଼ିହି, ୨୧ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମପଞ୍ଚାୟତର ସବୁଜ ସୁନ୍ଦର ପ୍ରାକୃତିକ ମନୋଲୋଭା ପରିବେଶ ପରିପୁର୍ଣ୍ଣ ଗୋବର୍ଦ୍ଧନ ପର୍ବତର ପଶ୍ଚିମ ଦିଗରେ ଥିବା ବହୁ...