Debadatta Rath
ରାତି ଅଧରେ ଭାଗବତଙ୍କୁ ଭେଟିଲେ ଶାହା!
ମୁମ୍ବାଇ;୦୨,ନଭେମ୍ବର:ଅଚାନକ ଅଧ ରାତିରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।ଠାଣେର ଭୟଂଦର ସ୍ଥିତ ରାମଭାଉ ମହାଲଗି ପ୍ରବୋଧନୀ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର...
ବିଜେପି ମହିଳା ମୋର୍ଚ୍ଚା ଶକ୍ତିକେନ୍ଦ୍ରର ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର;୦୨,ନଭେମ୍ବର:ପୁରୀ ଜିଲ୍ଲା ନିମାପଡ଼ା ନିର୍ବଚନୀ ମଣ୍ଡଳୀର ବିଜେପି ମହିଳା ମୋର୍ଚ୍ଚାର ସମସ୍ତ ମଣ୍ଡଳ କମିଟି ସଦସ୍ୟା ଓ ଶକ୍ତିକେନ୍ଦ୍ର ପ୍ରମୁଖମାନଙ୍କ ପ୍ରଶିକ୍ଷଣ ଶିବିର କୋଣାର୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଯାଇଛି।ମହିଳା ମୋର୍ଚ୍ଚା ରାଜ୍ୟ...
ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ:ଲେଖାଶ୍ରୀ
ଭୁବନେଶ୍ୱର;୦୨,ନଭେମ୍ବର:ଓଡ଼ିଶା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ।ଡଃ: ଲେଖାଶ୍ରୀ ସାମନ୍ତସିଂହାର।କେବଳ ବିଜେପି ଭିତରେ ନୁହେଁ ସମଗ୍ର ଓଡ଼ିଶା ରାଜନୀତି ଭିତରେ ସେ ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ଜଣାଶୁଣା।ତେବେ ଲେଖାଶ୍ରୀଙ୍କର କେବଳ ରାଜନୀତି ଯୋଗୁଁ...
ବିଜେପି ପକ୍ଷରୁ ଟାଙ୍ଗି ବ୍ଲକ ଘେରାଉ
ଖୋର୍ଦ୍ଧା;୦୨,ନଭେମ୍ବର:ବିଜେଡି ଶାସନ ସମୟରେ ପିସି କାରବାର,ଦୁର୍ନୀତି,ଭ୍ରଷ୍ଟାଚାର,ବ୍ୟଭିଚାର,ଗୁଣ୍ଡାରାଜ,ଗଣ ଦୁଷ୍କର୍ମ ଏବଂ ପ୍ରିୟାପ୍ରୀତି ତୋଷଣ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଚାଲିଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଯାୟୀ ୦୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି...
ଅଦ୍ଭୁତ ଜୀବ!ଭାଇରାଲ ଫଟୋ ଦେଖି ଲୋକେ ଭୟଭୀତ
ହନୁମାନଗଡ଼;୦୨,ନଭେମ୍ବର:ଅଦ୍ଭୁତ ଜୀବ!ମଣିଷ ଭଳି ମୁହଁ,ବଡ଼ ବଡ଼ ନଖ,ବିଲେଇ ଭଳି ଚାଲୁଥିବା ଏହି ଅଦ୍ଭୁତ ଜୀବର ଭାଇରାଲ ଫଟୋ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି।ରାଜସ୍ଥାନ ହନୁମାନଗଡ଼ ଅଞ୍ଚଳରେ ଏପରି ଏକ ଅଦ୍ଭୁତ ଜୀବ...
ସଂଘ ଏବଂ କେନ୍ଦ୍ର ବିଜେପି ଲିଙ୍କରେ ବୈଜୟନ୍ତ !
ଓଡ଼ିଶା ବିଜେପିରେ ଆସିବ ଏକ ଝଡ଼,,ଆଉ ଝଡ଼ ଯେବେ ଆସେ ଛୋଟ ଛୋଟ ଗଛର ବିଶେଷ କ୍ଷତି ହୁଏନି,ଟଳି ପଡ଼େ ମହାଦୃମ...
ଭୁବନେଶ୍ୱର;୦୧,ନଭେମ୍ବର:ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସଂଘ(ଆରଏସଏସ) ଏବଂ କେନ୍ଦ୍ର ଭାଜପାର ଲିଙ୍କରେ...
ମିଶନ ପୂର୍ବାଞ୍ଚଳ:ମୋଦୀ ପୁରୀରୁ ଶାହା କୋଲକତାରୁ!
ଭୁବନେଶ୍ୱର;୩୧,ଅକ୍ଟୋବର:ଭାଜପାର ଯେ କେବଳ ପୂର୍ବାଞ୍ଚଳର ବିକାଶ ଯୋଜନା ରହିଛି ତା' ନୁହେଁ।ଭାଜପା ଯେ ପୂର୍ବାଞ୍ଚଳକୁ କ'ଣ ଭୋଟ ବ୍ୟାଙ୍କ ବି ପାଇଁ ଟାର୍ଗେଟ କରୁଛି?ଏବଂ ଏହି ଯୋଜନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ମା”ତତେ ମୁଁ ଖୁବ୍ ଭଲପାଏ:ନକ୍ସଲ ଆକ୍ରମଣରୁ ବଞ୍ଚିଯାଇଥିବା ମୋରମୁକୁଟଙ୍କ ଇମୋସନାଲ ଭିଡିଓ
ଭୁବନେଶ୍ୱର;୩୧,ଅକ୍ଟୋବର:ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଦୂରଦର୍ଶନ ନ୍ୟୁଜ୍ ଟିମ୍ର ଆସିଷ୍ଟାଣ୍ଡ କ୍ୟାମେରାମ୍ୟାନ ମୋରମୁକୁଟ୍ ଶର୍ମାଙ୍କର ଦ୍ୱାରା ଆକ୍ରମଣ ବେଳେ କରାଯାଇଥିବା ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି।ଏହି...
ସର୍ଦ୍ଦାର ନଥିଲେ ସୋମନାଥ ଦର୍ଶନ ପାଇଁ ଆଜି ଭାରତୀୟଙ୍କୁ ଭିସା ଆବଶ୍ୟକ ପଡ଼ିଥାଆନ୍ତା:ମୋଦୀ
ଭୁବନେଶ୍ୱର;୩୧,ଅକ୍ଟୋବର:ଷ୍ଟାଚ୍ୟୁ ଅଫ ୟୁନିଟର ଲୋକାର୍ପଣ ଅବସରରେ ନରେନ୍ଦ୍ର ମୋଦୀ କହିଛନ୍ତି,ଯଦି ସର୍ଦ୍ଦାର ପଟେଲ ସେପରି କାମ କରି ନଥାନ୍ତେ,ସଂକଳ୍ପ କରି ନଥାନ୍ତେ,ତେବେ ଆଜି ଗୁଜୁରାଟ ଗୀରର ସିଂହଙ୍କୁ ଦେଖିବା ପାଇଁ,ଶିବଭକ୍ତ ମାନଙ୍କୁ ସୋମନାଥ...
ବିଜେପି ପକ୍ଷରୁ ବାଙ୍କି ବ୍ଲକ ଘେରାଉ
ଭୁବନେଶ୍ୱର;୩୦,ଅକ୍ଟୋବର:ବିଜେଡି ଶାସନରେ ପିସି,ଦୁର୍ନୀତି,ଭ୍ରଷ୍ଟାଚାର ଏବଂ ପ୍ରିୟାପ୍ରୀତି ତୋଷଣ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଚାଲିଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ଦିନ କଟକ ଜିଲ୍ଲା ବାଙ୍କି ବ୍ଲକ ଘେରାଉ ହୋଇଛି।ଯଦି ପଞ୍ଚାୟତଠାରୁ...
ସାନିଆ ମିର୍ଜାଙ୍କର ପୁତ୍ର ସନ୍ତାନ ଜନ୍ମ:ନାମକରଣ ପାଇଁ ଯୋଗୀଙ୍କୁ ଆମନ୍ତ୍ରଣ!
ଭୁବନେଶ୍ୱର;୩୦,ଅକ୍ଟୋବର:ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ଥାନ କ୍ରିକେଟିୟର ସୋଏବ ମଲ୍ଲିକଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।ଉଭୟ ସାନିଆ ଏବଂ ସୋଏବ ଏନେଇ ଖୁବ୍ ଖୁସି ଅଛନ୍ତି।ସେମାନେ ପୁତ୍ର ସନ୍ତାନର...
ବିଜୁ ଯୁବା ବାହିନୀ ମହିଳା ସଦସ୍ୟାଙ୍କ ଉପରେ ସାଇବର ଆଟାକ୍:ପ୍ରତିବାଦରେ ଥାନା ଘେରାଉ
ନବୀନ ପଟ୍ଟନାୟକ ଆମକୁ ବିଜୁ ଯୁବା ବାହିନୀରେ ଆମ ଇଜ୍ଜତ ନେବା ପାଇଁ ରଖିଛନ୍ତି ତ'? : ବିଜୁ ଯୁବା ବାହିନୀ ମହିଳା ସଦସ୍ୟା
ଭୁବନେଶ୍ୱର;୩୦,ଅକ୍ଟୋବର:ବିଜୁ ଯୁବା ବାହିନୀର ମହିଳା ସଦସ୍ୟା ଏବଂ ବିଜେଡି...
ଯୁବତୀଙ୍କ ଉନ୍ମତ୍ତ କାଣ୍ଡ:ଗଣ୍ଡଗୋଳ କରି ଉଲଗ୍ନ ହୋଇଗଲେ!
ମୁମ୍ୱାଇ;୧୯,ଅକ୍ଟୋବର:ନିଶାରେ ଚୁର ହୋଇ ଉନ୍ମତ୍ତ କାଣ୍ଡ କରିଛନ୍ତି ଜଣେ ଯୁବତୀ।ସର୍ବ ସମ୍ମୁଖରେ ଉଲଗ୍ନ ହୋଇ ଗଣ୍ଡଗୋଳ କରିଛନ୍ତି।ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍ମ୍ୟାନ୍ଙ୍କ ସହିତ ଝଗଡ଼ା ଲାଗିବା ପରେ ଉଲଗ୍ନ...
ନାଗ ଦେବତାଙ୍କ ମୁଣ୍ଡରେ ମଣି!ଭିଡିଓ ଭାଇରାଲ
ଭୁବନେଶ୍ୱର;୨୯,ଅକ୍ଟୋବର:ନାଗ ମୁଣ୍ଡରେ ମଣି!ଏପରି କଥା ଶୁଣିବାକୁ ମିଳିଥାଏ।ସାପ ଏକ ବିଷଧର ପ୍ରଜାତିର ସରୀସୃପ।କିନ୍ତୁ ସାପ ଭିତରେ ନାଗସାପକୁ ଭାରତରେ ବିଭିର୍ଣ୍ଣ ପ୍ରାନ୍ତରେ "ନାଗ ଦେବତା" ରୂପେ ପୂଜା କରନ୍ତି।"ନାଗ ଦେବତା"ଙ୍କ ପାଇଁ "ନାଗ...
୨୦୧୯:କିଏ ହେବ ଓଡ଼ିଶା ବିଜେପିର ଚେହେରା?
★ଛେପ ଢୋକିଲେ ଜୁଏଲ!
★ପ୍ରଭାତୀଙ୍କର ଅଧିକାର ଅଛି,ପ୍ରତାପଙ୍କର ନାହିଁ?
ଭୁବନେଶ୍ୱର;୨୯,ଅକ୍ଟୋବର:କିଏ ହେବ ଓଡ଼ିଶା ବିଜେପିର ଚେହେରା?କାହା ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢ଼ିବ ବିଜେପି?ଓଡ଼ିଶାରେ କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି ରାଜ୍ୟରେ ୨୦୧୯ ନିର୍ବାଚନ କୌଣସି...
“କିଣି ପାରିଲାନି ହାଟ ସଉଦା”:ମା’ ଫୁଲ ସୁନ୍ଦରୀ ଯାତ୍ରା ଉପଲକ୍ଷେ ନାଟକ
ବ୍ରହ୍ମପୁର;୨୯,ଅକ୍ଟୋବର:ମା' ଫୁଲ ସୁନ୍ଦରୀ ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ଯାତ୍ରା କମିଟି ପକ୍ଷରୁ ଆସନ୍ତା ନଭେମ୍ବର ୧୮ ତାରିଖରେ ପ୍ରଦର୍ଶିତ ହେବାକୁ ଯାଉଛି ବ୍ରହ୍ମପୁର ଶିଳ୍ପାଞ୍ଚଳ ସକଲେଶ୍ୱର ନାଟ୍ୟ ସଂଘ ଦ୍ୱାରା...
ମୋଦୀଙ୍କୁ ବିଛା ସହ ତୁଳନା କଲେ ଶଶୀ ଥରୁର!
ପାକିସ୍ଥାନ ହୋଇଥିଲେ ମୁହଁ ବନ୍ଦ କରିଦିଆ ଯାଇଥାଆନ୍ତା:ଗିରିରାଜ ସିଂହ
ଭୁବନେଶ୍ୱର;୨୮,ଅକ୍ଟୋବର:କଂଗ୍ରେସ ନେତା ଶଶୀ ଥରୁର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭଗବାନ ଶିବଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି।ଶଶୀ...
ଗଜପତି ଜିଲ୍ଲାର ବାତ୍ୟାଜନିତ କ୍ଷୟକ୍ଷତି ଭୟାବହ:ବିଜୟ ମହାପାତ୍ର
●ପ୍ରଶାସନର ତତ୍ପରତା ନାହିଁ ●ସରକାରଙ୍କ ଆନ୍ତରିକତା ନାହିଁ
ଭୁବନେଶ୍ୱର;୨୮,ଅକ୍ଟୋବର:ବିଜେପିରେ ଥାଇ ବିଜେପିଠାରୁ ଦୂରେଇ ରହୁଥିବା ବରିଷ୍ଠ...
ଆଇଫୋନ ବ୍ୟବହାର କରିବାରୁ ସାମସଙ୍ଗ ବ୍ରାଣ୍ଡ ଆମ୍ବାସଡରଙ୍କ ନାମରେ କେସ
ଭୁବନେଶ୍ୱର;୨୮,ଅକ୍ଟୋବର:ସାମସଙ୍ଗ କମ୍ପାନୀର ରୁଷ ଅମ୍ବାସଡର ସୋନିୟା ଶୋବଚାକ ଏକ ଟିଭି ଇଣ୍ଟରଭିଉ ସମୟରେ ଆଇଫୋନ-ଏକ୍ସ ବ୍ୟବହାର କରିବାକୁ ନେଇ ତାଙ୍କ ନାମରେ ସାମସଙ୍ଗ କମ୍ପାନୀ ୧୨ କୋଟି ଟଙ୍କାର ମକଦ୍ଦମା କରିଛି।ଇଣ୍ଟରଭିଉ ସମୟରେ...
ସୁନ୍ଦରୀ ଆତଙ୍କ;ଅନୁଗୁଳ ହିଂସା:ବିଜେପି ଜିଲ୍ଲା ସଭାପତି ଗିରଫ
ଭୁବନେଶ୍ୱର;୨୮,ଅକ୍ଟୋବର:ବାଘୁଣୀ ସୁନ୍ଦରୀ ଆତଙ୍କ ଯୋଗୁଁ ଅନୁଗୁଳରେ ବନ୍ଦ ପାଳନ ବେଳେ ଘଟିଥିବା ହିଂସା ଘଟଣାରେ ପୁଲିସ ଶନିବାର ରାତିରେ ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଭାଗିରଥି ପ୍ରଧାନକୁ ଭୁବନେଶ୍ୱରରୁ ଉଠାଇ ନେଇଛି।ସୂଚନାଯୋଗ୍ୟ ଯେ...






