Chitta Ranjan Das
କେନ୍ଦ୍ରାପଡା ବ୍ଲକରେ କରୋନା ଲକଡାଉନ ସମୟରେ ଚାଉଳ ଲିଫ୍ଟିଂ ପାଇଁ ଭଡାଲାଗିଥିବା ଗାଡିକୁ ଭଡା...
କେନ୍ଦ୍ରାପଡା, ୨୯/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ଲକଡାଉନ ସମୟରେ ଗତ ମାର୍ଚ୍ଚମାସ ୨୭ତାରିଖରୁ ମଇମାସ ୧୦ତାରିଖ ପର୍ଯ୍ୟନ୍ତ ପ୍ରାୟ ଦେଢମାସ ପାଇଁ ମିନିଟ୍ରକ, ପିକଅପ ଭ୍ୟାନ ଓ ୪୦୭ ଗାଡି...
ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା...
କେନ୍ଦ୍ରାପଡା, ୨୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ-୨୦୨୦ ପାଳନ ଉପଲକ୍ଷେ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗୀତା ନଭେମ୍ବରମାସ ୨ତାରିଖରେ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବରମାସ...
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ, ପାସହାର ୯୬.୪ପ୍ରତିଶତ, ବିନୋଦ...
କେନ୍ଦ୍ରାପଡା, ୨୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ +୩ ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର...
ଡଃ ଶ୍ରୀଧର ସାମଲଙ୍କ କବିତା ସଙ୍କଳନ ପୁସ୍ତକ ନିଃଶଦ୍ଦ ଆଳାପ ଲୋକାର୍ପିତ
କେନ୍ଦ୍ରାପଡା, ୨୩/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ-ଶ୍ରୀଧର ସାମଲଙ୍କ ଦ୍ୱାରା ରଚିତ ପୁସ୍ତକ “ନିଃଶଦ୍ଦ ଆଳାପ”କୁ ଶୁକ୍ରବାର ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ପରିସରରେ...
କଜଳା କଂଗ୍ରେସ ଭବନ ପାଖ ଡ୍ରେନନିର୍ମାଣ ଶେଷ କରିବାକୁ ଦାବି
କେନ୍ଦ୍ରାପଡା, ୨୩/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କଜଳା କଂଗ୍ରେସ ଭବନ ନିକଟରେ ନିର୍ମାଣାଧିନ ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କଜଳା ଗ୍ରାମ୍ୟ କମିଟି ପକ୍ଷରୁ ଦାବି...
ବିଜେପିର ମିଶ୍ରଣ ପର୍ବ, କଂଗ୍ରେସ ଓ ବିଜେଡିର ବହୁ କର୍ମୀ ଯୋଗଦେଲେ
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲାର ୮ନମ୍ବର ଜୋନର ପକ୍ଷରଏକ ମିଶ୍ରଣ ପର୍ବ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି...
ଭିନ୍ନକ୍ଷମଙ୍କୁ “ସ୍ୱାଭିମାନ” ଯୋଜନାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ବୁଧବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜଣେ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ “ସ୍ୱାଭିମାନ” ଯୋଜନାରେ...
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ଜାତୀୟ ଶିକ୍ଷାନୀତି- ୨୦୨୦କୁ ନାକଚ କରାଯିବା...
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦କୁ ନାକଚ କରାଯିବା ସହ ତାହାର ଅମୁଳଚୁଳ ପରିବର୍ତ୍ତନ କରାଯିବାକୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ...
କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଡିଭିଜନାଲ...
କେନ୍ଦ୍ରାପଡା, ୨୧/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) - କେନ୍ଦ୍ରାପଡା ଜିଲ୍ଲାର ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଡିଭିଜନାଲ ଶ୍ରମ କମିଶନରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ସହ ସମ୍ପାଦକ ନଳିନୀକାନ୍ତ...
ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ଅଧ୍ୟକ୍ଷ ଦାୟୀତ୍ୱ ନେଲେ
କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ ମଙ୍ଗଳବାର ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବରମାସ ୧୫ତାରିଖରେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ...
ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୪୩ ଲିଟର ଚୋରା ରନ୍ଧାମଦ ଓ ଚୋରା ବିଅର...
କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪୩ ଲିଟର ୬ଶହ ମିଲିଲିଟର ଚୋରା ରନ୍ଧାମଦ ଓ ଚୋରା ବିଅର ଜବତ କରାଯାଇଥିବା...
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ଛକାପଞ୍ଝା
କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଗତ ସେପ୍ଟେମ୍ବରମାସ ୧୫ତାରିଖରେ ବିୟୋଗ ପରେ ସେହି ପଦ ନିମନ୍ତେ ଆସନ୍ତା ୨୯ତାରିଖରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି...
ବିଦ୍ୟୁତ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନଦାବିରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ...
କେନ୍ଦ୍ରାପଡା, ୨୦/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବିଦ୍ୟୁତ ଠିକା ଶ୍ରମିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ସମ୍ମୁଖରେ ବିଭିନ୍ନ ଦାବିରେ ମଙ୍ଘଳବାର ଧାରଣା ଦିଆଯାଇଥିଲା। ଗତ ଅଗଷ୍ଟମାସ ୫ତାରିଖରେ କେନ୍ଦ୍ରାପଡା...
ବିଦୁଲତା ଜେନା ସ୍ମୃତି ସଂସଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୧୯/୧୦ -ବିଦ୍ୱାନ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଓ ବିଦୁଲତା ଜେନା ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ସୋମବାର ସ୍ୱର୍ଗତ ବିଦୁଲତା ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଉତ୍ସବ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ...
ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ହେଲେ ଜିଲ୍ଲା କଂଗ୍ରେସ ସଭାପତି
କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ସଭାପତି ଭାବେ ମନୋନ୍ୱିତ କରାଯାଇଥିବା ଜଣାପଡିଛି। ପୂର୍ବରୁ ଅନେକ...
ବନ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା ପ୍ରଦାନ
କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମର ବନ୍ୟାରେ ଘର ଭାଙ୍ଗିଥିବା ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ ସାସଂଦ ତଥା ବିଜେପି ରାଷ୍ଟ୍ରୀୟ...
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନଭେମ୍ବର ୬ରେ
କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ନିମନ୍ତେ ଆସନ୍ତା ନଭେମ୍ବରମାସ ୬ତାରିଖରେ ଉପନିର୍ବାଚନ ହେବ ବୋଲି...
ବିଜେପି ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ପକ୍ଷରୁ ୧୫ନମ୍ବର ଜୋନର ବ୍ରାହ୍ମଣୀ ମଣ୍ଡଳର ନବ ନିର୍ବାଚିତ ମଣ୍ଡଳ ସଭାପତି ଦିଲ୍ଲିପ କୁମାର ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।...
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ: ଓଡିଶାକୁ ପାକିସ୍ଥାନ ସହ ତୁଳନା...
କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ରବିବାର ସନ୍ଧ୍ୟାରେ ସହରର ପୁରୁଣା ବସଷ୍ଟାଣ୍ଡରେ ବିଜେପିର ରାଷ୍ଠ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ...
ପୋଲିସ ଏ-ଏସ-ଆଇ ବ୍ରଜକିଶୋର ଦଳାଇଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, ୧୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : - ସହରର ମଢିଆଳ ଗ୍ରାମର ବଂଶୀଧର ଦଳାଇଙ୍କ ଜ୍ୟେଷ୍ଠପୁତ୍ର ତଥା ଭୁବନେଶ୍ୱର କମିଶନରେଟ ପୋଲିସର ଲିଙ୍ଗରାଜ ଥାନାର ଏ-ଏସ-ଆଇ-ବଂଶୀଧର ଦଳାଇଙ୍କ ଗତ ଶୁକ୍ରବାର ରାତିରେ...






