Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନଭେମ୍ବର ୬ରେ

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନଭେମ୍ବର ୬ରେ

36

କେନ୍ଦ୍ରାପଡା, ୧୮/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ନିମନ୍ତେ ଆସନ୍ତା ନଭେମ୍ବରମାସ ୬ତାରିଖରେ ଉପନିର୍ବାଚନ ହେବ ବୋଲି ବିଡିଓ ସୁଧିର କୁମାର ସିଂଙ୍କ ଠାରୁ ସୂଚନା ମିଳିଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ନିର୍ଦେଶ ମିଳିଥିବା ବିଡିଓ ଶ୍ରୀ ସିଂ କହିଛନ୍ତି। ଏହି ଉପନିର୍ବାଚନ ପାଇଁ ଚଳିତମାସ ୨୯ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ନଭେମ୍ବରମାସ ୬ତାରିଖରେ ମନୋନୟନପତ୍ର ଦାଖଲ ଏବଂ ଉପନିର୍ବାଚନ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.