Home Authors Posts by Bureau

Bureau

17676 POSTS 0 COMMENTS

ତୋଫାନ ଯୁବକ ସଂଘ ସଦସ୍ୟଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

0
ତାଳଚେର, ୯/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଘଣ୍ଟପଡା ସ୍ଥିତ ତୋଫାନ ଯୁବକ ସଂଘ ଆନୁକୂଲ୍ୟରେ ଓ ନେହେରୁ ଯୁବ କେନ୍ଦ୍ର ସହଯୋଗରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି।...

ଶ୍ରାବଣ ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତ ମାନଙ୍କର ଜଳଲାଗି

0
କଟକ : ୧୦/୮ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ସଦରର କନ୍ଦରପୁର ଅଞ୍ଚଳରେ ଶ୍ରାବଣ ମାସର ଶେଷ ସୋମବାରରେ ଶୈବପୀଠ ମାନଙ୍କରେ ଜଳାଭିଷେକ ପାଇଁ ବୋଲବମ ଭକ୍ତଙ୍କ ଭିଡ ଜମିଥିଲା। ପରମହଂସ...

ସହୀଦ ଲକ୍ଷ୍ମଣ ନାୟକ ପରଜା, ଆଦିବାସୀ ସେବାମଞ୍ଚ ପକ୍ଷରୁ ୨୬ବିଶ୍ୱ ତମ ଆଦିବାସୀ ଦିବସ...

0
କୋରାପୁଟ:୯/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାରେ ଆଜି ନନ୍ଦପୁର ଆଦିବାସୀ ସେବାମଞ୍ଚ ପକ୍ଷରୁ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନନ୍ଦପୁର...

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

0
କଳାହାଣ୍ଡି ୧୦.୮ (ଓଡ଼ିଆ ପୁଅ) ଶନିବାରଦିନ ସକାଳ ୧୧.୦୦ ଘ ସମୟରେ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଙ୍କ ଆନୁକୁଲ୍ୟ ତଥା ଜିଲ୍ଲା ସମାଜ...

ଭବାନୀପାଟଣାରେ ଭାରତ ସରକାରଙ୍କ ନମୁନା ପଞ୍ଜୀକରଣ ପଦ୍ଧତି (Sample Registration System)ରେ ମୋବାଇଲ ଆପ୍...

0
କଳାହାଣ୍ଡି ୧୦.୦୮ (ଓଡ଼ିଆ ପୁଅ/ଦୁଷ୍ମନ୍ତ ପଣ୍ଡା) ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ବର ପକ୍ଷରୁ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ନମୁନା ପଞ୍ଜୀକରଣ ପଦ୍ଧତିର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ...

କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ, ଜୁନାଗଡ଼, ଧର୍ମଗଡ଼ ଯାତାୟତ ଠପ, ଅସ୍ଥାୟୀ ପୋଲ...

0
କଳାହାଣ୍ଡି ୧୦-୮ (ଓଡ଼ିଆ ପୁଅ) - କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜଣ ଜୀବନ ବେହାଲ ହୋଇଛି। ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥର ବସୁଲ...

ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ନିଯୁକ୍ତ

0
ନୂଆଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) : ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ହେବେ। ବୁଧବାର ତାଙ୍କ ନାମ ଭାରତର ପ୍ରଧାନ ବିଚାରପତି ଭାବରେ ଘୋଷଣା କରାଯାଇଛି। ଲଲିତ ଦେଶର...

ସୁନୀଲ ବଂସାଲ ହେଲେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ – ମିଳିଲା ଓଡ଼ିଶା ଦାୟୀତ୍ତ୍ୱ

0
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ବିଜେପି ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ସୁନୀଲ ବଂସାଲଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି। ଏହା ସହ...

ସ୍ଵାଧୀନତା ଦିବସ ଉପଲକ୍ଷେ ପୁରୀ ମିଶନ ଶକ୍ତି ପକ୍ଷରୁ ମହାସଂଘ ପକ୍ଷରୁ ଏକ ଲକ୍ଷ...

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ଵାଧୀନତା ଦିବସ ଉପଲକ୍ଷେ ପୁରୀ ମିଶନ ଶକ୍ତି ପକ୍ଷରୁ ମହାସଂଘ ପକ୍ଷରୁ ଏକ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇଛି। ପୁରୀ ପୌରସଂସ୍ଥା ଅଧୀନରେ ଥିବା...

ଯଶସ୍ବୀ ନାଟ୍ୟକାର ଓ ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କର ପରଲୋକ

0
କଟକ :୧୦/୮ (ଓଡ଼ିଆ ପୁଅ/ଅଭୟ ଜେନା) ବିଶିଷ୍ଟ ନାଟ୍ୟକାର, ଚଳଚ୍ଚିତ୍ର ସଂଳାପ ଲେଖକ ଓ ଗୀତିକାର ରଣଜିତ୍ ପଟ୍ଟନାୟକଙ୍କର ପରଲୋକ ଘଟିଛି। ତାଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ହୃଦଘାତଯୋଗୁ ଗତକାଲି ବିଳମ୍ବିତ...

ଆସୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା: ବଡ଼ଠାକୁରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସୁଛି ପବିତ୍ର ଗହ୍ମା ପୂର୍ଣ୍ଣିମା। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଉଭୟ ଗହ୍ମା ପୂର୍ଣ୍ଣିମା ଓ ବଡ଼ଠାକୁରଙ୍କ ଜନ୍ମୋତ୍ସବ...

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଗଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ...

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ମଙ୍ଗଳବାରଦିନ ଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ କଲେ ପର୍ଯ୍ୟଟକ। ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ଼...

ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି। ଗତ ସୋମବାରଦିନ ଥିଲା ଶ୍ରାବଣ ମାସର ଶେଷ ସୋମବାର। ଏହି ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ...

ଶ୍ରୀକ୍ଷେତ୍ରର ପବିତ୍ର ଝୁଲଣ ଯାତ୍ରା

0
ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା। ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡ଼ି ଗୁଡ଼ିକ...

ପୁରୀରୁ ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ

0
ପୁରୀ ୯-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା...

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ, ୨୦ ହଜାର ଜରିମାନା

0
କନ୍ଧମାଳ ୧୦-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଂଚଳର ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ...

ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ – ୬୫୩

0
ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୬୫୩ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୬୫୩ ୦-୧୮ ବର୍ଷର : ୧୨୮ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୪ - ସ୍ଥାନୀୟ ଅଞ୍ଚଳରୁ ୨୬୯ ୧-...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୪୭ ନୂଆ...

0
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଦେଶରେ କମିଲା ସକ୍ରୀୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୮,୨୬୧ କୁ...

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ...

0
ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ସହରରେ Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା...

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ...

0
- ଶିମଲା ଠାରେ ଯୁବ ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ...