Home Top News ରାଜ ଭବନ ପହଁଚିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦେଲେ ଇସ୍ତଫା

ରାଜ ଭବନ ପହଁଚିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦେଲେ ଇସ୍ତଫା

151

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ବିହାରରେ ବିଜେପି ଏବଂ ଜେଡିୟୁର ମିଳିତ ମଞ୍ଚ ଭାଙ୍ଗିଛି। ମୁଖ୍ୟମନ୍ତ୍ରୀ ନୀତୀଶ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଅପରାହ୍ନ ୪ ଟାରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆଜି ଅନୁଷ୍ଠିତ ଜେଡିୟୁ ଦଳ ବୈଠକରେ ସମସ୍ତ ବିଧାୟକ ଏବଂ ସାଂସଦ ସିଏମ ନୀତୀଶ କୁମାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଏବଂ ସେମାନେ ତାଙ୍କ ସହ ଅଛନ୍ତି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.