Home Top News ବିହାରରେ ରାଜନୈତିକ ପରିବର୍ତ୍ତନ : ବଦଳିବ ଗଠବନ୍ଧନ, ନୀତିଶ ହେବେ ମହାଗଠବନ୍ଧନ ସରକାରରେ ମୁଖ୍ୟମନ୍ତ୍ରୀ

ବିହାରରେ ରାଜନୈତିକ ପରିବର୍ତ୍ତନ : ବଦଳିବ ଗଠବନ୍ଧନ, ନୀତିଶ ହେବେ ମହାଗଠବନ୍ଧନ ସରକାରରେ ମୁଖ୍ୟମନ୍ତ୍ରୀ

60

ନୂଆଦିଲ୍ଲୀ ୯-୮ (ଓଡ଼ିଆ ପୁଅ) ବିହାରରେ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। କଂଗ୍ରେସ, ଆର୍‌ଜେଡ଼ି ଏବଂ ଜେଡ଼ିୟୁକୁ ନେଇ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ। ନୀତୀଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଶକିଲ ଅହମ୍ମଦ ଖାନ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେବେ। ପୁରାତନ ମହାଗଠବନ୍ଧନ ପୁନଃ ଗଠନ ହେବ। ଶକିଲ ଅହମ୍ମଦ ଖାନ କହିଛନ୍ତି, ବିହାରରୁ ପରିବର୍ତ୍ତନ ସର୍ବଦା ଆରମ୍ଭ ହୋଇଛି, ତେଣୁ ବର୍ତ୍ତମାନର ପରିବର୍ତ୍ତନ ନୂଆ କଥା ନୁହେଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.