Home Authors Posts by Bureau

Bureau

17661 POSTS 0 COMMENTS

କଦଳା ଜଗନ୍ନାଥ ମୂର୍ତ୍ତି ନିର୍ମାଣ ପାଇଁ ଦାରୁ ଯାତ୍ରା

0
ଯାଜପୁର, ୨୦/୫ (ଓଡ଼ିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ହରିଦାସପୁର କଦଳା ଜଗନ୍ନାଥ ନିର୍ମାଣ ପାଇଁ ଦାରୁ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ବାଲିଗରି ଗ୍ରାମରେ ଥିବା ଏକ ନିମ୍ବଗଛରେ ଗଦା,...

ଘଷିପୁରା ନିର୍ବାଚନ ମଣ୍ଡଳୀର ଭୋଳନୁଆଗାଁରେ ଶାନ୍ତି ଶୃଙ୍ଖଳାର ସହ ହୋଇଯାଇଛି ପୁନଃ ମତଦାନ

0
ବଡ଼ବିଲ, ତା ୧୯ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ସମଗ୍ର ରାଜ୍ୟର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ରୂପେ ପରିଚିତ। ଏହି ନିର୍ବାଚନ ମଣ୍ଡଳୀରେ ରାଜନୈତିକ...

ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୧ମୃତ ୨ଗୁରୁତର

0
ବଡ଼ବିଲ, ତା ୧୮ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) ଆନନ୍ଦପୁର ନିକଟସ୍ଥ ମୟୁରଭଞ୍ଜ ଜିଲ୍ଲା ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ଅନୁଯାୟୀ...

କଲେଜ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

0
ରାଉରକେଲା ୧୭-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବିଦ୍ୟୁତ ମରାମତି ପାଇଁ ଭୁବନେଶ୍ବର ଆସିଥିବା ଜଣେ ଆଇଟିଆଇ ଛାତ୍ରଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ...

୧୯ଟି ସଂସ୍ଥା ପକ୍ଷରୁ ୧୨ କୋଟି ୨୧ ଲକ୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

0
ଭୁବନେଶ୍ୱର, ୧୭/୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଇଡକୋ ତରଫରୁ...

ବ୍ୟକ୍ତିଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବାର ଅଭିଯୋଗ ଆଣିଲେ ପରିବାର ଲୋକ

0
ବଡ଼ବିଲ, ତା ୧୭ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) ଆଜି ମଧ୍ୟାହ୍ନ ସମୟରେ ଘଷିପୁରା ଥାନା ବେଲବାହାଳି ଗ୍ରାମର ଧରଣୀଧର ସାହୁ ନାମକ ଜଣେ ବ୍ୟକ୍ତି ଘର ଛାତ ଉପରେ କାମ କରୁଥିବା...

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ, ଜିଲ୍ଲାପାଳଙ୍କ ଯୁଗ୍ମ ତଦନ୍ତ ନିର୍ଦ୍ଦେଶ

0
- ରେସୱା ସଂସ୍ଥା ଉପରେ ଟାଉନ ଥାନା ପୋଲିସର ଚଢାଉ, ସଂସ୍ଥା ମୁଖ୍ୟ ଫେରାର କେନ୍ଦ୍ରାପଡା ୧୬/୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମନକରପୁର ସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ “ରେସୱା”ର...

ପୂର୍ବତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

0
ଭୁବନେଶ୍ୱର, ମଇ ୧୬ (ଓଡ଼ିଆ ପୁଅ) – ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ତଳସରାର ପୂର୍ବତନ ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ...

ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାସ

0
ଭୁବନେଶ୍ୱର ୧୬-୫ (ଓଡ଼ିଆ ପୁଅ) ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କୁ ନୂଆ ଦାୟିତ୍ବ ମିଳିଛି। ଓଡିଶା ମାନବାଧିକାର କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ଭାବେ ନିଯୁକ୍ତି ମିଳିଛି। ନିୟମିତ...

ବାସୁଦେବ ମହୀପାଳମଣି

0
ଭୁବନେଶ୍ବର:୧୬-୫ (ଓଡ଼ିଆ ପୁଅ) ଆଜି ପୂର୍ବାହ୍ନ ୮.୩୦ ସମୟରେ ବାମଣ୍ଡା ରାଜା ସାର ବାସୁଦେବ ସୁଢଳ ଦେବଙ୍କ ୧୬୯ତମ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ମହାହିସାବରକ୍ଷକ (ଏଜି)...

ବିପ୍ଳବୀ ଧରଣୀଧରଙ୍କ ୭୫ତମ ତିରୋଧାନ ଦିବସ ପାଳନ

0
ଭୁବନେଶ୍ୱର, ୧୬ା୫ (ଓଡ଼ିଆ ପୁଅ) : କେନ୍ଦୁଝର ପ୍ରଜାମେଳିର ମହାନାୟକ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ) ଙ୍କ ୭୫ତମ ତିରୋଧାନ ଦିବସ ତାଙ୍କ ଭୁବନେଶ୍ୱରସ୍ଥ ଜୟଦେବ ବିହାର ନିକଟସ୍ଥ ପ୍ରତିମୂର୍ତ୍ତି ନିକଟରେ ଆଜି...

ବାଲିଅନ୍ତାରେ ମହାତ୍ମାଗାନ୍ଧୀଙ୍କ ୮୫ତମ ଅବସ୍ଥାନ ବାର୍ଷିକୀ ପାଳନ

0
ଭୁବନେଶ୍ୱର, ତା ୧୬ା୫ (ଓଡ଼ିଆ ପୁଅ) : ଜାତିର ପିତା ମହାତ୍ମାଗାନ୍ଧୀ ଓଡ଼ିଶା ପଦଯାତ୍ରା କରିବା ସମୟରେ ୧୯୩୪ ମସିହା ମଇ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀରୁ...

ପେଟ ପାଇଁ ପାଣିଭାର

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଏବେ ଗ୍ରୀଷ୍ମର ତତଲା ତାୱାରେ ରାଉରକେଲା। ପାରା ୪୩ ଡିଗ୍ରୀ ଉପରେ ରହୁଛି। ରାଉରକେଲାର ସହରତଳି ବସ୍ତି ଅଂଚଳ ଠାରୁ ଆରମ୍ଭ କରି ବସ୍ତି...

ମଧୁମେହ ସଚେତନତା ପଦଯାତ୍ରା

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ଓ ରାଉରକେଲା ଡାଏବେଟିସ ଫୋରମ ର ମିଳିତ ଆନୁକୂଲ୍ୟରେ ଏକ ମଧୁମେହ ସଚେତନତା ପଦଯାତ୍ରା ର ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରାକୁ...

ମା”ଙ୍କ ପାଇଁ ଉତ୍ସର୍ଗୀକୃତ କଳିଯୁଗର ଶ୍ରବଣକୁମାର !

0
ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନିଜ ଜନନୀଙ୍କ ମନର ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କୁ ଧରି ସ୍କୁଟରରେ ଭାରତ ଭ୍ରମଣରେ ବାହାରିଛନ୍ତି ଜଣେ କଳିଯୁଗର ଶ୍ରବଣ କୁମାର। ତାଙ୍କ ପାଖରେ...

ମାନବାଧିକାର କର୍ମୀଙ୍କ ୫ ବର୍ଷର ପ୍ରୟାସ : ଦେଶର ୧୨୦୦ ଡିଏମୟୁ ଟ୍ରେନ୍ କୋଚ୍ରେ...

0
ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) ଦେଶରେ ଚାଲୁଥିବା ଡିଜେଲ୍ ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍ (ଡିଏମୟୁ) ଟ୍ରେନ୍ କୋଚ୍ଗୁଡିକରେ ପାଇଖାନା ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷକରି ମହିଳା, ବୟସ୍କ...

ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

0
ପଶ୍ଚିମବଙ୍ଗବାସୀ ମମତା ବାନାର୍ଜୀଙ୍କ ଉପରେ ଆସ୍ଥା ହରାଇଛନ୍ତି - ଧର୍ମେନ୍ଦ୍ର ପ୍ରଧାନ କଲିକତାରେ ଅମିତ ଶାହଙ୍କ ରୋଡ’ସୋ ହିସାଂକାଣ୍ଡ ଘଟଣା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ - ଆସନ୍ନ ପରାଜୟ ଡରରେ ଦିଦିଙ୍କ ଲୋକ ହିଂସାକୁ...

ଅମିତ ଶାହଙ୍କ ରୋଡ ଶୋ ଉପରେ ଆକ୍ରମଣ ପ୍ରତିବାଦରେ ରାଜ୍ୟ ବିଜେପିରେ କଳା କପଡା...

0
ପଶ୍ଚିମବଙ୍ଗରେ ଟିଏମ୍ସି ଦଳର ଗୁଣ୍ଡାମାନଙ୍କ ଦ୍ୱାରା ବଢୁଥିବା ରାଜନୈତିକ ହିଂସା ପ୍ରସଙ୍ଗରେ - ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା ଚାଲିଛି - ଆସନ୍ନ ପରାଜୟ ଡରରେ ମମତା ଦିଦିଙ୍କ ଲୋକ ହିଂସାକୁ ଆପଣାଇଛନ୍ତି - ତୃଣମୁଳ କଂଗ୍ରେସର ଗୁଣ୍ଡାମାନେ...

ଖାଦ୍ୟ ସଂଗ୍ରହର ଅନ୍ୟ ଅନ୍ୱେଷଣ ‘ଅନଲାଇନ ଫୁଡ଼’

0
ରାଉରକେଲା ୧୫-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଖାଦ୍ୟ, ବସ୍ତ୍ର ଓ ବାସଗୃହ ମନୁଷ୍ୟର ତିନୋଟି ମୁଖ୍ୟ ଆବଶ୍ୟକତା। ଏହି ତିନୋଟି ଆବଶ୍ୟକତା ମଧ୍ୟରୁ ଖାଦ୍ୟ କୁ ମନୁଷ୍ୟ ପ୍ରାଥମିକତା ଦେଇଥାଏ। ଖାଦ୍ୟ...

୧୪ ମଇ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ: ଘରେ ମିତ୍ର ଏବଂ ପରିଜନମାନଙ୍କର ଆବାଗମନରେ ଆନନ୍ଦର ମାହୌଲ ରହିବ। ଆକସ୍ମିକ ଉପହାରରେ ଖୁସି ମିଳିବ। ଆଜି ଆର୍ଥିକ ଲାଭ ମିଳିବାର ମଧ୍ୟ ସମ୍ଭାବନା ଅଛି। ଯାତ୍ରାର ପ୍ରସ୍ତୁତି କରିବେ। ଉତ୍ତମ...