Bureau
ପରଲୋକରେ ଜୟପାଲ
ହାଇଦ୍ରାବାଦ, ୨୮/୮, (ଓଡ଼ିଆ ପୁଅ /ପଙ୍କଜି ନାୟକ): ବରିଷ୍ଠ କଂଗ୍ରେସ ନେତା ଏସ୍ଜୟପାଲ୍ରେଡ୍ଡୀଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ କିଛି ଦିନ ଅସୁସ୍ଥ ହୋଇ...
ମାତିଛନ୍ତି ବାଇକ୍ ଲୁଟେରା, ଲୋକେ ଭୟଭୀତ
ବାଲିଗୁଡା, ୨୬-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମାଓ ଅଧ୍ୟୁଷିତ ଅଞ୍ଚଳ ଖମଣଖୋଲ ଅଞ୍ଚଳରେ ବାଇକ୍ ଲୁଟେରା ଆତଙ୍କ। କଞାଲଗୁ ଘାଟିଦେଇ ଯାତାୟାତ କରୁଥିବା ଲୋକଙ୍କୁ ଏକୁଟିଆ ଦେଖି...
ଉତ୍କଳିକା ପକ୍ଷରୁ ଦିଆଯାଇଛି ଅସମ୍ପୂର୍ଣ୍ଣ ପ୍ରସ୍ତାବ : କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ
ଶୁଖୁଆପଦା ଓ ଲଳିତଗିରିରେ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ପ୍ରସଙ୍ଗ
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଓଡ଼ିଶାର ଶୁଖୁଆପଦା ଓ ଲଳିତଗିରି ଠାରେ ଏକ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ଲାଗି ଓଡ଼ିଶା ରାଜ୍ୟ ସମବାୟ...
କ୍ଷୁଦ୍ର ଶିଳ୍ପାୟନ ମାଧ୍ୟମରେ ଆତ୍ମ ନିଯୁକ୍ତି
ଭୁବନେଶ୍ୱର, ୨୬-୭ (ଓଡ଼ିଆ ପୁଅ) : ରାଜ୍ୟର ବ୍ଲକ ଓ ସହରାଞ୍ଚଳ ସ୍ତରରେ ଯୁବକ ଯୁବତୀମାନଙ୍କୁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଉପଲବ୍ଧ ସରକାରୀ ସୁବିଧା ସୁଯୋଗ ସମ୍ବନ୍ଧରେ ସଚେତନା...
ସାଲେପୁର ଓ ଟାଙ୍ଗୀ ବ୍ଲକରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା
ଭୁବନେଶ୍ୱର, ୨୬-୭ (ଓଡ଼ିଆ ପୁଅ) : ଇଡ୍ କୋ ଦ୍ୱାରା ସାଲେପୁର ଟାଙ୍ଗୀ ବ୍ଲକରେ ଦୁଇଗୋଟି ଶିଳ୍ପାଞ୍ଚଳ ଯଥା- ଚୌଦ୍ୱାର ଶିଳ୍ପାଞ୍ଚଳରେ ୪୧୧.୯୯୦ ଏକର ଓ ଜଗତ୍ ପୁର ନିୟୁ ଶିଳ୍ପାଞ୍ଚଳରେ ୩୪୩.୧୯୦...
କବାଡ଼ି ଖେଳକୁ ଲୋକପ୍ରିୟ କରିବାକୁ ପଦକ୍ଷେପ
ଭୁବନେଶ୍ୱର, ୨୬-୭ (ଓଡ଼ିଆ ପୁଅ) : ଗ୍ରାମାଞ୍ଚଳରେ କବାଡ଼ି ଖେଳକୁ ଲୋକପ୍ରିୟ କରିବା ପାଇଁ ପ୍ରତିଭାବାନ କବାଡ଼ି ଖେଳାଳୀମାନଙ୍କୁ ଚୟନ କରି ପୁରୀଠାରେ ଥିବା କ୍ରୀଡ଼ା ଛାତ୍ରାବାସରେ ରଖାଯାଇ ତାଲିମ୍ ପ୍ରାପ୍ତ ପ୍ରଶିକ୍ଷକମାନଙ୍କ...
ସୁରକ୍ଷା ବଳଙ୍କ ଗୁଳିରେ ତିନି ମହିଳା ମାଓବାଦୀଙ୍କ ସମେତ ସାତ ମୃତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର...
ବସ୍ତର ୨୭-୭ (ଓଡ଼ିଆ ପୁଅ) ଶନିବାରଦିନ ବସ୍ତର ଜିଲ୍ଲାର ନଗରନାର ଥାନା ଅନ୍ତର୍ଗତ ତିରିୟା ଗ୍ରାମର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀମାନଙ୍କ ଗୁଳି ବିନିମୟରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ...
ଆବାସ ମେଳା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ
ଜଗତସିଂହପୁର-୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)-ଆଜି ମଧ୍ୟାହ୍ନରେ ଜଗତସିଂହପୁର ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆବାସ ମେଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ...
କେଳାବସା ନିକଟସ୍ଥ ପୋଲ ଦବିଯିବା ଓ ୧୩(ଗ) କେନାଲ ପୋତି ହୋଇପଡିବା କାରଣରୁ ଚାଷଜମିରେ...
ଜଗତସିଂହପୁର ୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ତାଳଦଣ୍ଡା କେନାଲରୁ ବାହାରିଥିବା ୧୩(ଗ) କେନାଲ ଏବେ ବହୁମାତ୍ରାରେ ପ୍ରଦୂଷିତ ହେଉଥିବା ଲକ୍ଷ କରାଯାଇଛି। ତାଳପଡା ଗ୍ରାମ୍ୟରାସ୍ତା ଠାରୁ ରାହାମା ଶିଶୁମନ୍ଦିର...
ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପେନ୍ ସନ୍ ପ୍ରଚଳନ ପାଇଁ ଦାବି
ଭୁବନେଶ୍ୱର, ତା ୨୬ା୭ (ଓଡ଼ିଆ ପୁଅ) : ରାଜ୍ୟ ପୂର୍ତ୍ତ ବିଭାଗ ଅଧିନରେ ୨୭୫୮ ୱାର୍କଚାର୍ଜଡ୍ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏମାନଙ୍କ ମଧ୍ୟରୁ ଗ୍ରୁପ୍ ‘ସି’ ୧୮୬ ଓ ଗ୍ରୁପ୍ ‘ଡି’୧୦୫୨...
ଚାଟରା କୃଷକ ବଜାର ପରିସରରେ କଂସାଇ ଖାନା ନବ ନିର୍ମିତ୍ତ ଗୃହର ଶୁଭ ଉଦ୍...
ଜଗତସିଂହପୁର-୨୬/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) -ଆଜି ପୂର୍ବାହ୍ନରେ ଜଗତସିଂହପୁର ପୈାର ପରିଷଦର ଚାଟରା କୃଷକ ବଜାର ପରିସରରେ କଂସାଇଖାନା(ସ୍ଲାଟର ହାଉସ)ନବ ନିର୍ମିତ୍ତ ଗୃହର ଶୁଭ ଉଦ୍ ଘାଟନ ଅନୁଷ୍ଠିତ...
ବୈଦ୍ୟୁତିକ ଯାନ ଉପରୁ ଜିଏସଟି ହାର ୧୨ରୁ ୫ ପ୍ରତିଶତକୁ ହ୍ରାସ
- ଚାର୍ଜର କିମ୍ବା ଚାର୍ଜିଂ ଷ୍ଟେସନ ଉପରୁ ଜିଏସଟି ହାର ୧୮ରୁ ୫ ପ୍ରତିଶତକୁ ହ୍ରାସ
- ଆଂଚଳିକ ଅଧିକାରୀମାନଙ୍କ ଦ୍ୱାରା ଭଡାରେ ଅଣାଯାଉଥିବା ବୈଦ୍ୟୁତିକ ବସ ଗୁଡିକ ଜିଏସଟିରୁ ମୁକ୍ତ ହେବେ
- ପରିବର୍ତିତ...
ଆହୁରି ଛେଚିବ ୪୮ ଘଣ୍ଟା
ଭୁବନେଶ୍ୱର,୨୭/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ସାରା ରାଜ୍ୟରେ ଏବେ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ଲଘୁଚାପ ଜନିତ ବର୍ଷା ଆହୁରି ୪୮ ଘଣ୍ଟା ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ...
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡିଶାର ପୁରୀ ଜଗନ୍ନାଥ...
- ଚଳିତ ବଜେଟରେ ଅର୍ଥମନ୍ତ୍ରୀ ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଛନ୍ତି
- ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ପବିତ୍ରସ୍ଥଳୀ ପର୍ଯ୍ୟଟକ ମାନଙ୍କୁ...
ଖଣିରୁ ମିଳିଲା ଖଣ୍ଡିଆ ହାତ
ତାଳଚେର, ୨୭ା୭, (ଓଡ଼ିଆପୁଅ/ପଙ୍କଜିନୀ ନାୟକ): ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆଜି ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଖଣିରୁ ଜଣେ ଶ୍ରମିକଙ୍କର ଖଣ୍ଡିଆ ହାତ ମିଳିଛି।
ଏହାକୁ ମିଶାଇ କୋଇଲା...
ବର୍ଷାରେ ବେହାଲ ମୁମ୍ବାଇ, ଟ୍ରାକରେ ଫସିଲା ମହାଲକ୍ଷ୍ମୀ ଏକ୍ସପ୍ରେସ
ମୁମ୍ବାଇ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରବଳ ବର୍ଷା ରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବଦଲାପୁର ବାନଗାନି ଷ୍ଟେସନ ମଧ୍ୟରେ ଅଟକି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ।
ଫଳରେ...
ନାଗ ଓଗାଳିଲା କୁକୁଡ଼ା ଅଣ୍ଡା
ମୟୁରଭଞ୍ଜ, ୨୭/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ୱାର୍ଡର ସିଦ୍ଧାର୍ଥ ମଲ୍ଲିକଙ୍କ ଘର କୁକୁଡା ଭାଡିରେ ଏକ ବିଷାକ୍ତ ନାଗ ସାପ ପଶିଥିଲା।
ଆଜି ସକାଳ ସମୟରେ କୁକୁଡା...
ଭାସିଗଲା ପୋଲ
ବାଲିଗୁଡ଼ା, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଲଗାଣ ବର୍ଷା ହେଲା ସମସ୍ୟା। ଲଗାଣ ବର୍ଷା ହେବା ଫଳରେ ବାଲିଗୁଡ଼ାରେ ଥିବା କଲଭର୍ଟ ପୋଲ ଭାସିଯାଇଥିବା ସୂଚନା ମିଳିଛି। ଫଳରେ ଗାଁ ଲୋକଙ୍କ ପାଇଁ...
ଭୁବନେଶ୍ୱର ଡ୍ୟାନ୍ସ ବାରରୁ ୫୦ ଯୁବତୀ ଉଦ୍ଧାର
ଭୁବନେଶ୍ୱର, ୨୭/୭, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ବେଆଇନ୍ବାର୍ରେ ଗତକାଲି ବିଳମ୍ବିତ ରାତିରେ କମିଶନରେଟ୍ପୋଲିସର ଚଢ଼ଉ କରି ୫୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କୁ ଉଦ୍ଧାର କରିଛି।
ସେହି ଯୁବତୀମାନେ ଓଡ଼ିଶା...
କଣ ପାଇଁ ରାସ୍ତାରେ ଶବ ରଖି ଉତ୍ତେଜନା କଲେ ଗାଁ ଲୋକେ ?
ବାଲେଶ୍ଵର, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଲିଆପାଳ-କମର୍ଦ୍ଦା ମୁଖ୍ୟରାସ୍ତାର ଉଲୁଡା ଛକ ନିକଟରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି।
ଗତକାଲି ମୃତ...








