Bureau
କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣର ଅନୁଧ୍ୟାନ ଲାଗି ଗଠିତ କମିଶନଙ୍କ କାର୍ଯ୍ୟକାଳ...
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପବର୍ଗୀକରଣ ବିଷୟରେ ପରୀକ୍ଷଣ ଲାଗି ସମ୍ବିଧାନର ୩୪୦ ଧାରା ଅନ୍ତର୍ଗତ ଗଠିତ କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ...
ଆକାଶବାଣୀରେ ବିଦାୟକାଳୀନ ସମ୍ବର୍ଦ୍ଧନା
ସମ୍ବଲପୁର, ୩୧/୭ (ଓଡ଼ିଆ ପୁଅ) - ଦୀର୍ଘ ୪୦ ବର୍ଷ ଧରି ଆକାଶବାଣୀ ଆଉ ଦୂର୍ ଦର୍ଶନରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଗଗନ୍ ବିହାରୀ କାଲୋ ଆଜି ଚାକିରୀରୁ...
ନୀତି ଆୟୋଗର ଏସିଆଇସି ସେଂଟରର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଟଳ କମ୍ୟୁନିଟି ଇନୋଭେସନ ସେଂଟର ଦେଶର ସୃଜନଶୀଳତା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ - ଧର୍ମେନ୍ଦ୍ର ପ୍ରଧାନ
- ଏସିଆଇସି ସେଂଟର ସୃଜନଶୀଳ ବ୍ୟକ୍ତିଙ୍କ ନୂତନ ଚିନ୍ତାଧାରାକୁ ଆଧୁନିକତାର ମାର୍କେଟ୍ ସହ ଯୋଡିବାର...
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ଅଷ୍ଟମ ଦୀକ୍ଷାରମ୍ଭ ଉତ୍ସବ
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ଅଷ୍ଟମ ଦୀକ୍ଷାରମ୍ଭ ଉତ୍ସବ ୩୧ ଜୁଲାଇ ୨୦୧୯ ପାଳନ କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ ଯେପରିକି ବାଣିଜ୍ୟ, ପ୍ରବନ୍ଧନ, କୃଷିବିଦ୍ୟା, ଆର୍କିଟେକ୍ଚର, ଯୋଗ,, ସାମ୍ବାଦିକତା, ଚିତ୍ରକଳା,...
ଦଳରୁ ବିଦା ହେଲେ କୁଲଦୀପ
ନୂଆଦିଲ୍ଲୀ, ୧।୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ଉନ୍ନା ଓ ଦୁଷ୍କର୍ମ ମାମଲାରେ ଆଜି ନୂଆ ଖବର ସାମ୍ନାକୁ ଆସିଛି। ପଦକ୍ଷେପ ସ୍ବରୂପ ଅଭିଯୁକ୍ତ ବିଧାୟକ କୁଳଦୀପ...
ହୀରାକୁଦ ଡ଼େମରୁ ଅଧିକ ବନ୍ୟାଜଳ ନିଷ୍କାସନ ପାଇଁ ଅତିରିକ୍ତ ୫ ସ୍ଲୁଇସ ଫାଟକ ନିର୍ମାଣ...
ସମ୍ବଲପୁର, ୩୧/୭ (ଓଡ଼ିଆ ପୁଅ) ହୀରାକୁଦ ଜଳଭଂଡ଼ାରର ବାମ ପାର୍ଶ୍ୱ ଡ଼ାଇକରେ ଅତିରିକ୍ତ ସ୍ପିଲ ୱେ ନିର୍ମାଣ କାମ ଆରମ୍ବ ହୋଇଛି। ବିଶ୍ୱ ବ୍ୟାଙ୍କ ପାଣ୍ଠିରେ ହେଉଥିବା ଏହି ପ୍ରକଳ୍ପକୁ ଟାଟା ପ୍ରୋଜେକ୍ଟ...
ତିନି ତଲାକ ବିଲ ପାସ ହେବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା...
ଭୁବନେଶ୍ୱର, ୩୧/୦୭ (ଓଡ଼ିଆ ପୁଅ) : ଦେଶରେ ତିନି ତଲାକ ବିଲ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଐତିହାସିକ ନିଷ୍ପତି। ଏହା ଦ୍ୱାରା ସମସ୍ତ ମୁସଲିମ ମହିଳା ଇଜ୍ଜତର ସହ ବଂଚିପାରିବେ।...
ବିଜେପି ସରକାରଙ୍କର ଅଭିନନ୍ଦନୀୟ ପଦକ୍ଷେପ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ହେତୁ ଟ୍ରିପଲ୍...
ଭୁବନେଶ୍ୱର ୩୧/୭ (ଓଡ଼ିଆ ପୁଅ) : ସମସ୍ତ ପ୍ରକାର ଭେଦଭାବ ପରିପୂର୍ଣ୍ଣ ସାମାଜିକ ଚଳଣୀର ବିରୋଧ କରି ଆସୁଥିବା ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ ସଂସଦରେ ଗୃହୀତ ହୋଇଥିବା ଟ୍ରିପୁଲ୍ ତଲାଖ ବିଲ୍...
ଟ୍ରକ ଓଲଟି ଲାଗି ଗଲା ନିଆଁ
ମୟୁରଭଞ୍ଜ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ସକାଳେ ଟ୍ରକଟି ଖୁଣ୍ଟା ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାଜପଥ ତଳକୁ ଓଲଟି ପଡିଥିଲା। ପରେ ନିଆଁ ଲାଗି ହୁତୁ ହୁତୁ ହୋଇ...
କେନ୍ଦ୍ରର ଓଡିଶାକୁ କିରୋସିନ ଯୋଗାଣ ନେଇ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ରାଜ୍ୟ ସରକାର :ବିରୋଧୀ...
- କେନ୍ଦ୍ର ସରକାର ଯୋଗାଇ ଦେଉଥିବା ରିହାତିଯୁକ୍ତ କିରୋସିନର ହିତାଧିକାରୀ କିଏ ତାହା ସ୍ପଷ୍ଟ ନଥିବା ତଥା ରାଜ୍ୟରେ କିରୋସିନ କଳାବଜାରୀ ନିତିଦିନର ଘଟଣା
- ଗ୍ୟାସ ପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ...
କୁକୁଡ଼ା ପାଇଁ ପିଟି ପିଟି ହତ୍ୟା !
ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ...
ମହିଳାମାନଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମହିଳାମାନଙ୍କ ପାଇଁ ଖୁସି ଖବର। କାରଣ ଏବେ ଶସ୍ତା ହୋଇଛି ଗ୍ୟାସ ସିଲିଣ୍ଡର। ସବସିଡି ବିହୀନ ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର...
ପୁଣି ଭାରାରେ ବୁହା ହେଲେ ପ୍ରସୂତି
ସୁନ୍ଦରଗଡ଼, ୦୧/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବର୍ଷା ସାଜିଲା ବାଧକ। ଯାହା ଫଳରେ କାନ୍ଧରେ ୮ କିଲୋମିଟର ବୁହା ହେଲେ ପ୍ରସୂତି। ଏଭଳି ଘଟଣା ପୁଣି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ବର୍ଷା...
ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା
ପୁରୀ, ୧।୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗ ମଣ୍ଡପରେ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ନୀତି ସମ୍ପନ୍ନ ହେବ।...
ଓଡିଆ ସ୍କୁଲ ମାଟି ମାଡୁ ନାହାନ୍ତି ଅଭିଭାବକ!
ରାଉରକେଲା ୩୧-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦିନଥିଲା, ଗାଁ ଚାଟଶାଳି ପାଲଟିଥିଲା ଶିଶୁର ବିଦ୍ୟା ସାଧନର ଏକ ମାତ୍ର ବିକଳ୍ପ। ସମୟର ତାଳେ ତାଳେ ବଦଳିବାରେ ଲାଗିଲା ଶିକ୍ଷାର ପ୍ରଣାଳୀ ଓ...
ସୂତା ଖିଅରେ ଝୁଲୁଛି ସ୍କୁଲ ପିଲାଙ୍କ ଜୀବନ!
ରାଉରକେଲା ୩୧-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସ୍କୁଲ ଛାତ୍ରଛାତ୍ରଙ୍କ ସୁରକ୍ଷିତ ଯାତ୍ରାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ରହିଛି ୧୦୦ରୁ ଉର୍ଦ୍ଧ ବିଦ୍ୟାଳୟ।...
ସୂଚନା ଅଧିକାର ଆଇନ ସଂଶୋଧନର ପ୍ରତିବାଦ କଲେ ଓଡିଶା ସୂଚନା ଅଧିକାର ଅଭିଯାନ
କେନ୍ଦ୍ରାପଡା ୩୧/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ର ସରକାରଙ୍କ ସୂଚନା ଅଧିକାର ଆଇନ ସଂଶୋଧନ ବିରୋଧରେ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ...
ଅଟଳ କମ୍ୟୁନିଟି ନବସୃଜନ କେନ୍ଦ୍ରର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ
- ଦେଶରେ ପାରମ୍ପରିକ ଜ୍ଞାନର ଉପଯୋଗ ଓ ସମର୍ଥନ ଲାଗି ଅଭିନବ ବ୍ୟବସ୍ଥା ପାଇଁ ଆହ୍ୱାନ
- ଆକାଂକ୍ଷୀ ଜିଲ୍ଲା, ଟାୟାର-୨ ଓ ୩ ସହର, ଉତର-ପୂର୍ବାଂଚଳ ଏବଂ ଜମ୍ମୁ ଓ କାଶ୍ମୀର ପ୍ରତି...
ୱାର୍ଲ୍ଡ ସ୍କିଲ୍ସ ଅନ୍ତର୍ଜାତୀୟ ପ୍ରତିଯୋଗିତା ୨୦୧୯ ପାଇଁ ଭାରତୀୟ ଦଳ ଘୋଷଣା
- ୧୭ଟି ରାଜ୍ୟରୁ ୪୮ ପ୍ରତିଯୋଗୀଙ୍କ ଚୟନ, ଭାରତୀୟ ଦଳରେ ୩ ଓଡ଼ିଆ
- ଆଂଚଳିକ, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତା ମାଧ୍ୟମରେ ୫୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାରୁ ପ୍ରାର୍ଥୀ ଚୟନ
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ...
ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ଓଡ଼ିଶା ସମେତ ୭ଟି ରାଜ୍ୟର ଭିତିଭୂମି ପ୍ରକଳ୍ପର ଅଗ୍ରଗତି...
- ନୂଆ କାର୍ଯ୍ୟକାଳର ପ୍ରଥମ ପ୍ରଗତି ବୈଠକରେ ୨୦୨୨ ସୁଦ୍ଧା “ସମସ୍ତଙ୍କୁ ଆବାସ” ପ୍ରତିବଦ୍ଧତାକୁ ଦୃଢ଼ ଭାବେ ଦୋହରାଇଲେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୁଷ୍ମାନ ଭାରତ ଓ ସୁଗମ୍ୟ ଭାରତ ଯୋଜନାର ଅଗ୍ରଗତି...






