Home ଅପରାଧ କୁକୁଡ଼ା ପାଇଁ ପିଟି ପିଟି ହତ୍ୟା !

କୁକୁଡ଼ା ପାଇଁ ପିଟି ପିଟି ହତ୍ୟା !

206

ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ ପଡ଼ୋଶୀ ଜଣକ ନାବାଳକକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଆହତ ହୋଇଥିବା ନାବାଳକକୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.